Latest Odisha News

BREAKING NEWS

Browsing Category

ପୁରୀ

Puri

ଶକ୍ତିପୀଠର କାହାଣୀ: ଶ୍ରୀମନ୍ଦିର ଚତୁର୍ଭୁଜା ଦେବୀ ମା’ ବିମଳା

ଭୁବନେଶ୍ଵର: ମା’ ଆସୁଛନ୍ତି । ଖୁସିରେ ନାଚୁଛି ଧର। । ହସୁଛି କାସତଣ୍ଡି ଫୁଲ । ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । ସମସ୍ତ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଷୋଡ଼ଶ ଉପଚାରରେ…

ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା

ପୁରୀ: ଆସୁଛନ୍ତି ମା' । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିଜେ କରିବେ ଜଗତଜନନୀ ମା' ଦୁର୍ଗା । ବିଭିନ୍ନ ଥିମ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା' ଦୁର୍ଗାଙ୍କ ପ୍ରତିମା କରିଛନ୍ତି ।…

ଆଜି ଛତିଶା ନିଯୋଗ ବୈଠକ, ଉଠିପାରେ ପୋଷାକ ପ୍ରସଙ୍ଗ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ଣରେ ନୀଳାଦ୍ରି ଭକ୍ତ ନିବାସଠାରେ ଏହି ବୈଠକ ବସିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି । ପୂର୍ବରୁ ନୀତି ସବ କମିଟି ବୈଠକରେ…

ଆଜି ବିଶ୍ଵ ଅଣ୍ଡା ଦିବସ,ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା

ଭୁବନେଶ୍ଵର: ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬ ମସିହାରେ ରେ ଆନ୍ତର୍ଜାତୀୟ ଅଣ୍ଡା ଆୟୋଗର ଭିଏନା ସମ୍ମିଳନୀରେ ଏହି ଦିନକୁ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ।…

ରତ୍ନଭଣ୍ଡାର ପ୍ରସଙ୍ଗ : ହାଇକୋର୍ଟଙ୍କ ରାୟ ପରେ ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଲା ଜଗନ୍ନାଥ ସେନା

ପୁରୀ: ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ  । ହାଇ ପାଓ୍ବାର କମିଟି ଗଠନ କରିବା ଲାଗି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ଏହି ପ୍ରସଙ୍ଗରେ ଆଜି ଜଗନ୍ନାଥ ସେନା ସିଂହଦ୍ୱାରରେ ଦୀପ ଜାଳିବା ସହ ମିଠା ବାଣ୍ଟିଥିବା ଦେଖିବାକୁ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୂଙ୍କର ବଳିବାମନ ବେଶ: ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ବଡ ଠାକୁର

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ଅନୁଷ୍ଠିତ ହେବ ।  ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହୋଇଛି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବ  । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ବିରାଜମାନ କରିବେ ।  ଏବଂ ଶ୍ରୀବଳଭଦ୍ର…

ପୁଣି ସେବାୟତଙ୍କ ମଧ୍ୟରେ ବିବାଦ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ

ପୁରୀ: ଶ୍ରୀମନ୍ଦିରରେ ସେବାୟତମାନଙ୍କ ମଧ୍ୟରେ ବିବାଦ ତୁଟିବାର ନାଁ ନେଉନାହିଁ । ପ୍ରତ୍ୟକ ଥର ସେବାୟତମାନଙ୍କ ମଧ୍ୟରେ ବିବାଦ କାରଣରୁ ବନ୍ଦ ରହୁଛି ଶ୍ରୀଜିଉଙ୍କ ନୀତିକାନ୍ତି । ଏହାରି ଭିତରେ ଆଜି ପୁଣି ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ବନ୍ଦ ରହିଛି ମହାପ୍ରଭୁଙ୍କ ନୀତିକାନ୍ତି । ସେବାରୁ…

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଶ୍ଚା ଜଣେଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗତକାଲି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଇଣ୍ଡିଆ ୨୨୮ରନରେ ବିଜୟ ହାସଲ କରିଥିଲା । ଭାରତୀୟ କ୍ରିକେଟ ଦଳର ବିଜୟ ହାସଲ ପରେ ଆଜି ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ…

ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ

ପୁରୀ: ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ବାଦଶୀ ତିଥି  । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୂଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ବାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳକ ମାନଙ୍କ ସହ ଖେଳୁଥିଲେ  । ସେହି ସମୟରେ ଭଗବାନ…

ସରିଲା ବଣଭୋଜି ବେଶ: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ

ପୁରୀ : ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥି  । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଅନୁଷ୍ଠିତ ହେବ  । ମଧ୍ୟାହ୍ନ ଧୂପ ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା…