Latest Odisha News

BREAKING NEWS

Browsing Category

ବରଗଡ଼

Baragarh

ଡିଜିଟାଲ ଶାଖାର ବିରାଟ କର୍ମଶାଳା ଆୟୋଜିତ

ବରଗଡ଼: ବରଗଡ଼ ଭି.ଡ଼ି ପେଲେସଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଡିଜିଟାଲ ଶାଖାର ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କରାଯାଇଥିଲା। ସରକାରଙ୍କ ସମସ୍ତ ଜନହିତକର ତଥା ଲୋକାଭିମୁଖୀ କାର୍ଯ୍ୟର ସଠିକ୍ ପ୍ରସାର, ପ୍ରଚାର…

କଶ୍ମୀରରେ ହିନ୍ଦୁଙ୍କ ହତ୍ୟା ଘଟଣାକୁ ନେଇ ବରଗଡ଼ ବଜରଙ୍ଗୀ ଦଳର ବିକ୍ଷୋଭ

ବରଗଡ଼ : ବରଗଡ଼ରେ ବଜରଙ୍ଗୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କଶ୍ମୀରରେ ନିରୀହ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଇଥିବା ନେଇ ବରଗଡ଼ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଜରଙ୍ଗୀ ଦଳର କର୍ମୀମାନେ । ଆତଙ୍କବାଦୀମାନଙ୍କ ପୋଷ୍ଟର ଓ ପାକିସ୍ତାନୀ ପତାକାରେ କୁଶପୁତ୍ତଳିକା ଦାହ କରିଥିଲେ…

ଗୁଡ଼େଶିରା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ

ବରଗଡ଼: ବରଗଡ଼ ଜିଲ୍ଲା ଗୁଡ଼େଶିରା ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋମଳମତି ଶିଶୁମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିଲା। ପିଲାଙ୍କୁ ଉତ୍ସାହିତ କରିବା ପାଇଁ ସରପଞ୍ଚ ରୂପଧର ଥପା ଓ ଯୁବ ନେତା ଉମେଶ ପଣ୍ଡା କହିଥିଲେ, ଆମକୁ ଆଗକୁ…

ଗୋରୁ ବୋଝେଇ ଟ୍ରକ ଜବତ

ବରଗଡ଼ : ଗୋରୁ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ବଜରଙ୍ଗ ଦଳ। ବରଗଡ଼ରେ ଏକ ବଡ ଧରଣର ଗୋରୁ ଚାଲାଣ କରାଯାଉଥିବା ବେଳେ ଏହାକୁ ରୋକିବାରେ ସଫଳ ହୋଇଛି ବରଗଡ଼ ବଜରଙ୍ଗୀ ଦଳ। ରାତି ପ୍ରାୟ ୧୨ ପାଖାପାଖି ସମୟ ହେବ । ଛତିଶିଗଡ଼ ପଟୁ ଏକ କଣ୍ଟେନର ଗାଡିକୁ ବରଗଡ଼ ବିକାଶ ହସ୍ପିଟାଲ ସାମ୍ନାରେ…

ଆୟୁଷ ଡାକ୍ତରଙ୍କ ପକ୍ଷରୁ ଅସହଯୋଗ ଆନ୍ଦୋଳନ

ବରଗଡ଼: ଗତ ଅକ୍ଟୋବର ୨ତାରିଖରୁ ଆୟୁଷ ଡାକ୍ତରମାନେ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇନାହିଁ। ଏହା ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବରଗଡ଼ ସାମ୍ବାଦିକ ସଂଘଠାରେ ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ଆୟୁଷ ଡାକ୍ତରଙ୍କ…

ବରଗଡ଼ ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାକୁ ନେଇ BSP ର ବିକ୍ଷୋଭ

ବରଗଡ଼ : ବହୁ ଚର୍ଚ୍ଚିତ ବରଗଡ଼ ହାଜତ ମୃତ୍ୟୁ ଘଟଣାକୁ ନେଇ ବି ଏସ ପି ପକ୍ଷରୁ ବିକ୍ଷୋଭ । ବରଗଡ଼ ଜିଲ୍ଲା ତୋରା ଗାଁ ର ଗୋବିନ୍ଦ କୁମ୍ଭାରଙ୍କ ଟାଉନ ଥାନା ହାଜତରେ ମୃତ୍ୟୁ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଆଜି ବହୁଜନ ସମାଜ ବରଗଡ଼ ଶାଖା ପକ୍ଷରୁ ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ…

ଖଟିଆରେ ରୋଗୀଙ୍କୁ ୧ କି.ମି. ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ବରଗଡ : ବରଗଡ ଜିଲ୍ଲା ପଦ୍ମପୁରରେ ସାମନାକୁ ଆସିଲା ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ରୋଗୀଙ୍କୁ ଖଟିଆରେ ପ୍ରାୟ ୧ କି.ମି ବୋହି ଆମ୍ବୁଲାନ୍ସ ପାଖକୁ ନେଲେ ଆମ୍ବୁଲାନ୍ସ କର୍ମଚାରୀ । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଂଚାୟତ ଗମନାଗମନର ସୁବିଧା ହୋଇ ପାରିନାହିଁ ।  କାଂସଡା…

ବରଗଡ଼ ବହୁ ଚର୍ଚ୍ଚିତ ଯୁବକଙ୍କୁ ତଣ୍ଟି କାଟି ହତ୍ୟାକାଣ୍ଡ ଘଟଣା,୪୮ ଘଣ୍ଟା ଭିତରେ ପୋଲିସ ହାତରେ ୨ ଅଭିଯୁକ୍ତ

ବରଗଡ଼ : ବରଗଡ଼ ବହୁ ଚର୍ଚ୍ଚିତ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କାଣ୍ଡର ଧରାପଡ଼ିଲା ଅଭିଯୁକ୍ତ । ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ପୋଲିସ ୨ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଛୁରୀ, ପଲସର ବାଇକ, ସ୍କୁଟି ସହ ସେମାନେ ପିନ୍ଧିଥିବା ବସ୍ତ୍ର ଜବତ କରାଯାଇଛି ବୋଲି…

ଯୁବକଙ୍କ ତଣ୍ଟିକାଟି ହତ୍ୟା, ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର

ବରଗଡ଼: ତଣ୍ଟି କାଟି ଯୁବକଙ୍କୁ ହତ୍ୟା । ନିର୍ମମ ଭାବରେ ହତ୍ୟା କରିବା ପରେ ମୃତଦେହକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ । ବରଗଡ଼ ସହରର ଅମ୍ବାପାଲି ବନଜାରି ବ୍ରିଜ ନିକଟସ୍ଥ ପଡିଆରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ରହିଛି ଗଭୀର କ୍ଷତ…

ଗାଁକୁ ନାହିଁ ଭଲ ରାସ୍ତା, ଖଟିଆରେ ବୁହା ହେଲେ ରୋଗୀ

କେନ୍ଦୁଝର : କେନ୍ଦୁଝରରେ ଲଜ୍ଜା । ଗାଁକୁ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ରୋଗୀ । କେନ୍ଦୁଝର ବାରିଆ ଥାନା ସିରିକୁଆଁ ଗାଁ ତେନ୍ତୁଳିଖୁଣ୍ଟି ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ର ବୃଦ୍ଧା ପରମେଶ୍ୱର ନାୟକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର…