Latest Odisha News

BREAKING NEWS

Browsing Category

ସହର

City

ଦେବଦୂତ ସାଜିଲେ ଆରପିଏଫ କନଷ୍ଟେବଳ : ମରଣ ମୁହଁରୁ ବଞ୍ଚାଇଲେ ରେଳଯାତ୍ରୀଙ୍କୁ

ବ୍ରହ୍ମପୁର: ଦେବଦୂତ ସାଜିଲେ ଆରପିଏଫ କନଷ୍ଟେବଳ । ନିଶ୍ଚିତ ମରଣ ମୁହଁରୁ ବଞ୍ଚାଇଲେ ଜଣେ ରେଳଯାତ୍ରୀଙ୍କୁ । ଯଦି ଆଉ କିଛି ମୁହୂର୍ତ୍ତ ବିଳମ୍ବ ହୋଇଥାନ୍ତା ତେବେ ସବୁକିଛି ବଦଳି ଯାଇଥାନ୍ତା । ରେଳ ଧାରଣା ଭିତରେ ଚାପି ହୋଇ ଯାଇଥାନ୍ତେ ଆସାମର ଜୟଶଙ୍କର ମୁଣ୍ଡା । ଏମିତି ଏକ ଘଟଣା ଘଟିଛି…

କିଲିମାଞ୍ଜରୋ ଆରୋହଣ ପରେ ବ୍ରହ୍ମପୁର ଫେରିଲେ ମଧୁସ୍ମିତା; ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବ୍ରହ୍ମପୁର: ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ (୫,୮୯୫ମି)କୁ ସଫଳତାର ସହ ଆରୋହଣ କରିବା ପରେ ବ୍ରହ୍ମପୁର ଘରକୁ ଫେରିଛନ୍ତି ମଧୁସ୍ମିତା ପାତ୍ର। ପରିବର ବର୍ଗଙ୍କ ତରଫରୁ ବ୍ରହ୍ମପୁର ଷ୍ଟେସନ ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟପଟେ…

ରାଜଧାନୀ ଉପକଣ୍ଠରେ ଦିଲ୍ଲୀର ‘ତିହାର’ ଭଳି ଜେଲ୍ ତିଆରି ହେବ

ଭୁବନେଶ୍ୱର: ଝାରପଡ଼ା ଜେଲରେ ବଢୁଥିବା କଏଦୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀ ଉପକଣ୍ଠ ଜାମୁଝାଡ଼ିରେ ଏକ ହାଇ ସିକ୍ୟୁରିଟି ଜେଲ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି। ଯାହା ଦେଶର ରାଜଧାନୀରେ ଥିବା ତିହାର ଜେଲ ଭଳି ରହିବ। ଝାରପଡ଼ା ଜେଲର କ୍ଷମତା ୯୯୦ ଥିବା ବେଳେ ଏଥିରେ…

ବଦଳିଲା ବିଏମସି ଅଫିସର ଠିକଣା, ନୂଆ କୋଠାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ସତ୍ୟ ନଗର ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୧୨ ମହଲା ବିଶିଷ୍ଟ ନୂଆ କୋଠାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ନବୀନ ପଟ୍ଟନାୟକ 'ସଫା'  ଆପର ଲୋକାର୍ପଣ କରିଛନ୍ତି। ଏବେଠାରୁ ବିଏମସି ତା'ର ନୂଆ ଠିକଣାରେ କାମ…

ସାଧାରଣ ଜନତା ଓ ଛାତ୍ରଛାତ୍ରୀଙ୍କୁ ‘ମୋ ସାଇକେଲ୍‌’ ଦେବ ବିଏମସି

ଭୁବନେଶ୍ୱର: ରାଜଧାନୀରେ 'ମୋ ସାଇକେଲ୍‌' ଯୋଜନାରେ କିଣାଯାଇଥିବା ସାଇକେଲ୍ ମରାମତି କରାଯାଇ ଭୁବନେଶ୍ୱରରେ ସାଧାରଣ ଜନତା ଓ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ତିନି ବର୍ଷରୁ ଅଧିକ ସମୟ ଧର ଖରା, ବର୍ଷା, ଶୀତ କାକରରେ ପଡି ଅବ୍ୟବହୃତ ହୋଇ ପଡିରହିବା ପରେ ପ୍ରଶାସନ ଏପରି ନିଷ୍ପତି ନେଇଛି ।…

ବ୍ରହ୍ମପୁର ରାଜନୀତିକୁ ଫେରିବେ କି ସିଦ୍ଧାନ୍ତ ? ଜାଣନ୍ତୁ କ’ଣ କହିଲେ ପୂର୍ବତନ ସାଂସଦ

ବ୍ରହ୍ମପୁର:ଗତ ସାଧାରଣ ନିର୍ବାଚନରେ ଟିକେଟ୍‌ କଟିବା ପରେ ବ୍ରହ୍ମପୁର ରାଜନୀତିରୁ ଦୂରେଇ ଯାଇଥିବା ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଣି ଥରେ ଆବିର୍ଭାବ ଘଟିଛି। ବୁଧବାର ବ୍ରହ୍ମପୁରରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଘରେ…

କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବ ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩)…

ବିବାହର ୩ଦିନ ପରେ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ତଥା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାକ୍ଟର ଧକ୍କାରେ ନବ ବିବାହିତ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରର ଜି.ବେଣୁ ଏବଂ ତାଙ୍କ ସ୍ତ୍ରୀ ସିଏଚ୍‌.ପ୍ରତିମା। ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ ଟା ବେଳେ ଏହି…

ଆପାର୍ଟମେଣ୍ଟ ଦେବା ନାଁରେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ, ଡାକ୍ତର ଗିରଫ

ବ୍ରହ୍ମପୁର: ବିଲଡର୍‌ କମ୍ପାନି ଖୋଲି ଜଣେ ସୁନା ବ୍ୟବସାୟୀଙ୍କୁ ୨ କୋଟି ଠକେଇ କରିବା ଅଭିଯୋଗରେ ବଡବଜାର ଥାନା ପୁଲିସ ବ୍ରହ୍ମପୁରର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ମଳାଶୁଣିପେଟା ସାହିର ବାସିନ୍ଦା ଡାକ୍ତର ଡି. ଉତ୍ତମ କୁମାର। ୨୦୨୧ ଅକ୍ଟୋବର ୧ ତାରିଖରେ ବଡବଜାର ଥାନାରେ…

ବିଏମ୍‌ସି ନେଇଥିବା ବର୍ଦ୍ଧିତ ହୋଲଡିଂ ଟିକସକୁ ସୁଧ ସହ ଫେରାଉ: ବିଜେପି

ଭୁବନେଶ୍ୱର: ବିଏମ୍‌ସିର ହୋଲଡିଂ ଟିକସ ବୃଦ୍ଧି ନିଷ୍ପତି ବେଆଇନ ବୋଲି ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ଏହା ବିଏମ୍‌ସିକୁ ଶକ୍ତ ଚାପୁଡା ଏବଂ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତି ରଦ୍ଦ ହେବା ଫଳରେ ଭୁବନେଶ୍ୱରବାସୀ ଆଶ୍ୱସ୍ତି ହୋଇଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ…