Latest Odisha News

BREAKING NEWS

Browsing Category

ସହର

City

ଏମ୍ସ ଭୁବନେଶ୍ୱରରେ କର୍କଟ ଏବଂ ରକ୍ତ କର୍କଟ ରୋଗୀଙ୍କ ପାଇଁ ସ୍ପେଶାଲ ଆଇସିୟୁ

ଭୁବନେଶ୍ୱର: କର୍କଟ ଏବଂ ରକ୍ତ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସାମଗ୍ରୀକ ଚିକିତ୍ସା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି / ହେମାଟୋଲୋଜି ବିଭାଗ ପକ୍ଷରୁ ସ୍ପେଶାଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି। ୭ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବାକୁ ଗୁରୁବାର ଏମ୍ସ…

[ଦେଖନ୍ତୁ ଭିଡିଓ] ବଢୁଛି ହସ୍ତତନ୍ତ ବସ୍ତ୍ରର ଚାହିଦା : ବୁଣାକାର ମାନଙ୍କ ପାଇଁ ପ୍ରଶାସନର ନିଆରା ପ୍ରୟାସ

ସୁବର୍ଣ୍ଣପୁର  :  ସୁବର୍ଣ୍ଣପୁରର ବାନ୍ଧ କଳା ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।  ଜିଲ୍ଲାରେ ପ୍ରାୟ ୫ ହଜାର ବୁଣାକାର ପରିବାର ଥିବାବେଳେ ଏଠାକାର ବାନ୍ଧକଳା ବେଶ୍ ଆଦୃତ ଲାଭ କରି ପାରିଛି । ତେବେ ଜିଲ୍ଲାର ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଭଲ ରୋଜଗାର…

[ଦେଖନ୍ତୁ ଭିଡିଓ] ପୁରୀ ପରିକ୍ରମା ପ୍ରକଳ୍ପ : ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସୁବ୍ରମଣ୍ୟମ ସ୍ୱାମୀ

 ପୁରୀ : ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଥିବାବେଳେ ପୁରୀରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବରି୍ଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀ । ସାଙ୍ଗରେ ଅଛନ୍ତି ପରିବାର ସଦସ୍ୟ । ଗୋବର୍ଦ୍ଧନ ପୀଠରେ ପହଞ୍ଚି ସେ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଛନ୍ତି…

ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ: ସୋସିଆଲ ମିଡ଼ିଆରେ ଉଭୟ ଦେଇପାରିବେନି କୌଣସି ମନ୍ତବ୍ୟ

ଭୁବନେଶ୍ୱର : ବର୍ଷା-ଅନୁଭବ ପାରିବାରିକ ବିବାଦକୁ ନେଇ ହାଇକୋର୍ଟଙ୍କ ତାଗିଦ । ସୋସିଆଲ ମିଡ଼ିଆରେ କୌଣସି ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ତାଗିଦ କରିଛନ୍ତି । ସୋସିଆଲ ମିଡ଼ିଆରେ ଉଭୟ ପରସ୍ପରକୁ ନେଇ କୌଣସି ମନ୍ତବ୍ୟ ଦେଇପାରିବେନି ।  ଏହାଛଡା ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି ନ କରିବାକୁ…

[ଦେଖନ୍ତୁ ଭିଡିଓ] ମଦ୍ୟପ ଡ୍ରାଇଭର ଓଲଟାଇ ଦେଲା ଶ୍ରମିକ ବୋଝେଇ ଟ୍ରକ: ୨୦ ଆହତ ୫ ଗୁରୁତର

ଢେଙ୍କାନାଳ : ମଦ୍ୟପ ଡ୍ରାଇଭର ଓଲଟାଇ ଦେଲା ଶ୍ରମିକ ବୋଝେଇ ଟ୍ରକ ୨୦ ଆହତ ୫ ଜଣ ଗୁରୁତର  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ । ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଓ ଆହତ…

କଳିଙ୍ଗା ଘାଟି ଦୁର୍ଘଟଣା;୧୨ ଆହତଙ୍କୁ ଘରକୁ ପଠାଇଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚାଲିଥିଲା । ଗୁରୁବାର ପଶ୍ଚିମବଙ୍ଗ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ଟିମ୍‌ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆସି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହି ଟିମ୍‌ରେ ଥିଲେ…

ନାଟକ ପାଇଁ ବ୍ରହ୍ମପୁରରେ ମଞ୍ଚ ଅଭାବ; କଳାକାରଙ୍କ ଉଦ୍‌ବେଗ

ବ୍ରହ୍ମପୁର : ସାଂସ୍କୃତିକ ଦୃଷ୍ଟିକୋଣରୁ ବ୍ରହ୍ମପୁର ସହରର ଅନେକ ଗୁରୁତ୍ୱ ରହୁଛି । କିନ୍ତୁ ଏଠାରେ ମଞ୍ଚ ନାଟକ ପରିବେଷଣ ପାଇଁ ଉପଯୁକ୍ତ ମଞ୍ଚ ନାହିଁ । ଏଣୁ ସହରରେ ନାଟକ ଉପଯୋଗୀ ମଞ୍ଚ ସ୍ଥାପନ ପାଇଁ ବ୍ରହ୍ମପୁର ସହରର ବିଭିନ୍ନ ନାଟ୍ୟ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।…

କିଏ ଯିବେ ରାଜ୍ୟସଭା, ବଢ଼ିଲା ଚର୍ଚ୍ଚା: ବିଧାୟକ ଅନନ୍ତ ଜେନା ନେଲେ ନାମାଙ୍କନ ସେଟ୍

ଭୁବନେଶ୍ୱର: ସୁବାସ ସିଂ କଟକ ମେୟର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍ ୪ଟି ଆସନ ପାଇଁ ଏବେ ରାଜ୍ୟସଭା ନିର୍ବାଚନ ହେବ । ସଂଖ୍ୟା ଦୃଷ୍ଟିରୁ ବିଜେଡି ସମସ୍ତ ଆସନରେ ବାଜିମାତ କରିବ । ଗତକାଲି ତିନୋଟି ଏବଂ ଆଜି…

ପୁରୀ ସହରରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ମହିଳା ଗିରଫ

ପୁରୀ: ପୁରୀ ସହରର ବାସେଳୀ ସାହି ଥାନା ଅଧୀନ ନୋଳିଆ ସାହିରୁ ଜଣେ ମହିଳା ବ୍ରାଉନ ସୁଗର ବ୍ୟବସାୟୀ ଗିରଫ ହୋଇଛନ୍ତି । ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ ୪୫ ବର୍ଷୀୟା ସୁନୀତା ନାଏକଙ୍କ ଠାରୁ ୧୧୦ ଗ୍ରାମ୍ ବ୍ରାଉନ ସୁଗର ଓ ୮୦୦ ଟଙ୍କା ଜବତ କରିଛି । ମୋବାଇଲ ଅବକାରୀ ସ୍କ୍ୱାଡ୍ କେସ ନଂ-…

[ଦେଖନ୍ତୁ ଭିଡିଓ] ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ଏକାଦଶୀ ନୀତି

ପୁରୀ : ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ ।  ଭିତର ଚନ୍ଦନ ଯାତ୍ରା ଅନ୍ତର୍ଗତ ଆଜି ଶ୍ରୀ ମହାପ୍ରଭୁଙ୍କ ପ୍ରଥମ ଜଳକ୍ରୀଡା ନୀତି ଜଳକ୍ରୀଡା ମଣ୍ଡପରେ ଅନୁଷ୍ଠିତ ହୋଇଛି ।  ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢିସାରିବା ପରେ ଶ୍ରୀ ମଦନମୋହନ ଏବଂ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରିଥାନ୍ତି ଏବଂ…