Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ? ନାଟମଣ୍ଡପ ଉପରେ ଚଢୁଥିବା ବେଳେ ବଙ୍ଗୀୟ ଯୁବକ ଅଟକ

 ପୁରୀ:  ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ଜଣେ ବଙ୍ଗୀୟ ଯୁବକୁ ଅଟକ ରଖିଛି ପୋଲିସ। ଅଟକ ଯୁବକ ଜଣକ ହେଉଛି ପଶ୍ଚିମବଙ୍ଗ  ହଳଦୀଆପଡ଼ା  ଅଞ୍ଚଳର ରାକେଶ ହାଜରା । ଆଜି ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ବାର…

[ଦେଖନ୍ତୁ ଭିଡିଓ] ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି

ପୁରୀ : ପୁରୀ ଏମାର ମଠ ପରିସରରେ ମାଟି ଖନନ ବେଳେ ବାହାରିଲା କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି  ।  ଦୁଇ ଖଣ୍ଡ ଅବସ୍ଥାରେ ଅତ୍ୟନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ସିଂହର ଅବୟବ ମିଳିଛି । ହେଲେ ଏହା ଗୋଟିଏ ସିଂହମୂର୍ତ୍ତିର ଅବୟବ କିମ୍ବା ଦୁଇଟି ସିଂହମୂର୍ତ୍ତିର ଅବୟବ ତାହା ଅସ୍ପଷ୍ଟ ରହିଛି ।…

[ଦେଖନ୍ତୁ ଭିଡିଓ] ଟୋଲକପଡା ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଗିରଫ

ଭୁବନେଶ୍ୱର : ବାଲିଅନ୍ତା ପୋଲିସକୁ ମିଳିଛି ସଫଳତା । ଦୀର୍ଘ ଦିନ ହେବ ବେଆଇନ ଭାବରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ କରି ଗ୍ରାହକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ରାଜଧାନୀ ଉପକଣ୍ଠ ତଥା ବାଲିଅନ୍ତା ଥାନା ଟୋଲକପଡା ନିକଟରେ ଦୀର୍ଘ ଦିନ ଧରି ବେଆଇନ ଭାବରେ ଚାଲିଥିଲା ଜୁଆଆଡ୍ଡା ।…

[ଦେଖନ୍ତୁ ଭିଡିଓ] ଚୋରା ମଦ ଜବତ କରିବା ପାଇଁ ଯାଇଥିବା ବାଲିପାଟଣା ପୋଲିସକୁ ମାଡ : ନିଆଁ ଜାଳି ରାସ୍ତାରୋକ

ଖୋର୍ଦ୍ଧା : ଚୋରା ମଦ ଜବତ କରିବା ପାଇଁ ଯାଇଥିବା ବାଲିପାଟଣା ପୋଲିସକୁ ମାଡ ।  ପୋଲିସକୁ ବିରୋଧ କରି ନିମାପଡ଼ା- ଅଠାନ୍ତର ରାସ୍ତାର ନରଦା ଛକରେ ନିଆଁ ଜାଳି ରାସ୍ତାରୋକ ।  ଚୋରାରେ ମଦ ବିକ୍ରି ହେଉଛି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମଦ ଜବତ କରିବା ମାତ୍ରେ, ପୋଲିସକୁ ଘେରି ମାଡ ମାରିବା ସହ…

ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ

ଭୁବନେଶ୍ୱର: ଚନ୍ଦକା ଡଁପଡ଼ା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଅସୁସ୍ଥ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ନନ୍ଦର ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇନାହିଁ । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଜି ଭୋର୍ ୩ଟା ବେଳେ ନନ୍ଦର…

ଭୁବନେଶ୍ୱରରୁ ୯ ଲୁଟେରା ଗିରଫ, ୩୬ ମୋବାଇଲ୍ ଜବତ

ଭୁବନେଶ୍ୱର: ବିଗତ କେଇ ସପ୍ତାହ ଭିତରେ ରାଜଧାନୀ ଭୁବନେଶ୍ୱରରେ ବଢ଼ିଥିଲା ମୋବାଇଲ୍ ଲୁଟ୍ । ରାସ୍ତାରୁ ଝାମ୍ପୁଥିଲେ ଲୁଟେରା । ରାତି ନୁହେଁ କି ସଂଧ୍ୟା ନୁହେଁ । ଦିନ ଦି ପ୍ରହରରେ ବି ଟାଣି ନେଉଥିଲେ ମୋବାଇଲ୍ ଆଉ ସୁନା ଚେନ୍ । ତେବେ ରବିବାର ଧରାପଡ଼ିଛନ୍ତି ୯ ଲୁଟେରା । କମିଶନରେଟ…

ହାଟରେ ଲାଗିଲା ମାଓ ପୋଷ୍ଟର, ୨୦ରେ ଓଡିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ

ବଲାଙ୍ଗୀର : କିଛି ଦିନର ନୀରବତା ପରେ ପୁଣି ମାଓ ବ୍ୟାନର । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓ ବ୍ୟାନର ଲାଗିଛି । ପୋଲିସ ଦମନ ବିରୋଧରେ ମେ ୨୦ ତାରିଖରେ…

[ଦେଖନ୍ତୁ ଭିଡିଓ] ୩୦ ଫୁଟ୍‌ ଗଭୀର କୂଅରୁ ଉଦ୍ଧାର ହେଲେ ଜଗବନ୍ଧୁ

ବାରିପଦା : କୂଅ ସଫା କରୁ କରୁ ଗଳିପଡ଼ିଲେ କୂଅ ଭିତରେ । ଗଭୀର କୂଅ ହୋଇଥିବାରୁ ସହଜରେ ବାହାରିପାରିନଥିଲେ କି ସ୍ଥାନୀୟ ଲୋକେ ବି ବାହାର କରିପାରିନଥିଲେ । ବହୁତ ସମୟ କସରତ ପରେ ଶେଷରେ ଲୋକେ ଖବର ଦେଇଥିଲେ ଅଗ୍ନିଶମ ବିଭାଗକୁ । ଶେଷରେ କୂଅ ଭିତରୁ ଉଦ୍ଧାର ହେଲେ ବ୍ୟକ୍ତି । ୩୦ ଫୁଟ୍‌ କୂଅ…

[ଦେଖନ୍ତୁ ଭିଡିଓ] କାରରେ କଳା କାଚ ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ

ଭୁବନେଶ୍ୱର: ଏଣିକି କାରରେ ଲାଗିବନାହିଁ କଳା କାଚ । ରାଜଧାନୀରେ କଳା କାଚ ଲାଗିଲେ ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ । ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏହି ନିୟମକୁ…

[ଦେଖନ୍ତୁ ଭିଡିଓ] କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମଣିବିଗ୍ରହ ସିଦ୍ଧବଳଦେବଜୀଉଙ୍କ ମନ୍ଦିରକୁ ରାସ୍ତା ବାଧକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ । ଜ଼ିଲ୍ଲାର ଆରାଧ୍ୟ ଦେବତା ହେଉଛନ୍ତି ସିଦ୍ଧବଳଦେବଜୀଉ ।  ବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ ଓ ପାଷାଣ ମୂର୍ତ୍ତି ।  ବଳଦେବଜୀଉଙ୍କର ମଧ୍ୟ୍ୟ ଭାଗରେ ତୁଳସୀକୁ ମଝିରେ ରଖାଯାଇଅଛି । ଯେପରି ପୁରୀରେ…