Latest Odisha News

BREAKING NEWS

Browsing Category

ସହର

City

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ୨୪ରେ ନିର୍ବାଚନ, ୨୬ରେ ଗଣତି

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ପୌର ନିର୍ବାଚନ ପାଇଁ ବିଦ୍ଧିବଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଆସନ୍ତା ୨ ରୁ ୭ ତାରିଖ ମଧ୍ୟରେ ହେବ ନାମାଙ୍କନ ଦାଖଲ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ୍ ହେବ । ୧୦ ତାରିଖ ଦିନ ଯୋଗ୍ୟ ପ୍ରାର୍ଥୀଙ୍କ ନା ପ୍ରକାଶ ପାଇବ ।୨୪…

ଭଦ୍ରକରେ ଦ୍ୱିତୀୟ ଦିନରେ ୭ଟି ବ୍ଲକରେ ୯ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି

ଭଦ୍ରକ : ରେକର୍ଡ ଭାଙ୍ଗୁଛି ବିଜେଡି । ଦ୍ୱିତୀୟ ଦିନରେ ଭଦ୍ରକରେ ୭ ଟି ବ୍ଲକରେ ୯ ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିଜେଡି ବାଜିମାତ କରୁଥିବା ବେଳେ ।ଭଦ୍ରକରେ ମଧ୍ୟ ବିଜେଡିର ବିଭିନ୍ନ ଜୋନରେ ବିଜୟ ଲାଭ କରିଛି । ୧ _ଚାନ୍ଦବାଲି ବ୍ଲକର ୨…

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ଚାଲିଛି ପ୍ରସ୍ତୁତି

ଭଦ୍ରକ : ଆସନ୍ତା କାଲି ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣି ପୀଠ । ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ନୀତିକାନ୍ତି ଅନୁସାରେ ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ ହେବ । ସକଳା ୫ ଟା ସମୟରେ ମହାପ୍ରଭୁଙ୍କ ପାଇଁ ଖେଚୁଡି…

ବାଲେଶ୍ୱରରେ ବିଜେଡି ଆଗୁଆ, ୧୨ଟି ଜୋନରେ ଜିତିଲା ବିଜେଡି

ବାଲେଶ୍ୱର : ବାଲେଶ୍ୱରରେ ବିଜେଡି ୧୨ଟି ଜୋନ୍ ଜିତିଥିବା ବେଳେ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହୋଇଛନ୍ତି । ବାଲେଶ୍ୱରେ ଔପଦା-୨ ଜୋନରେ  ଉଷାରଣୀ ରାଉଳ(ବିଜେପି), ଖଇରା-୪ ଜୋନରେ ରଶ୍ମିତା ମହାପାତ୍ର(ବିଜେଡି)ଜଳେଶ୍ୱର-୮ଜୋନରେ ଗୌରାଙ୍ଗ ସିଂ(ବିଜେଡି),ନୀଳଗିରି…

ତୃତୀୟ ଦିନରେ ଭୋଟ୍ ଗଣତି ଜାରି : ୫୫୩ ଜିଲ୍ଲା ପରିଷଦ ଜୋନରେ ଆଗୁଆ ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ତୃତୀୟ ଦିନ । ତୃତୀୟ ଦିନରେ ଭୋଟ୍ ଗଣତି ଜାରି ।  ଦୁଇ ଦିନର ଫଳାଫଳ ଅନୁସାରେ ବିଜେଡି ସର୍ବାଧିକ ଆସନ ଅକ୍ତିଆର କରି ନିଜର ଦବଦବା ଜାରି ରଖିଛି । ବହୁ ପଛରେ ପଡ଼ିଯାଇଥିବା ବିଜେପି ଓ କଂଗ୍ରେସ ଏବେ ଦ୍ବିତୀୟ ସ୍ଥାନ ପାଇଁ ନିଜ ନିଜ ମଧ୍ୟରେ…

ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ

ଯାଜପୁର: ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ  ।  ଜିଲ୍ଲାର ଜିଲ୍ଲା ପରିଷଦ ଆସନର ଦ୍ବିତୀୟ ଦିନ ଗଣତି ଫଳାଫଳ ଆସିଛି । ଏଥିରେ ୧୨ଟି ଜିଲ୍ଲା ପରିଷଦ ସବୁ ଆସନରୁ  ବିଜେଡି  ବିଜୟୀ ହୋଇଛି । ଜିଲ୍ଲାରେ ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ…

ଆଜିଠୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

ଭୁବନେଶ୍ୱର : ଦୁଇ ବର୍ଷ ପରେ ଆଜିଠୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା । ହେଲେ ପ୍ରଥମ ସପ୍ତାହ ପାଠପଢା ହେବନି। ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହାସହ ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି…

ଯାଜପୁର: ୧୨ଟି ଜିଲ୍ଲାପରିଷଦ ଜୋନରୁ ୧୧ଟି ଜୋନରେ ବିଜେଡି ଆଗରେ

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ମୋଟ ୧୨ଟି ଜିଲ୍ଲାପରିଷଦ ଜୋନ୍ । ଏହା ଅଧୀନରେ ଥିବା ପଞ୍ଚାୟତର ପ୍ରାର୍ଥୀଙ୍କ ଭୋଟ ଗଣତି ସକାଳୁ ଆରମ୍ଭ ହୋଇ ପ୍ରାଥମିକ ପର୍ୟ୍ୟାୟରେ ଦିନ ୧୨ଟା ୩୦ ସୁଦ୍ଧା ୧୧ଟି ଜିଲ୍ଲାପରିଷଦ ଆସନରେ ବିଜେଡି ପ୍ରାର୍ଥୀମାନେ ଆଗରେ ଥିବା ବେଳେ ବରୀରେ ବିଜେପି ପ୍ରାର୍ଥୀ…

ଦୀର୍ଘ ୨ ବର୍ଷ ପରେ ଦେଖିବେ କ୍ଲାସ ରୁମ: ଆସନ୍ତାକାଲିଠାରୁ କ୍ଲାସ ରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ…

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଦେଖିବେ କ୍ଲାସ ରୁମ । ଆସନ୍ତାକାଲିଠାରୁ କ୍ଲାସ ରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରଥମ ସପ୍ତାହ ପାଠପଢା ହେବନି । ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହାସହ ଯେହେତୁ…

[ଦେଖନ୍ତୁ ଭିଡିଓ] ଶ୍ରୀ ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ

ପୁରୀ  : ପୁରୀର ଶ୍ରୀ ଲୋକନାଥଙ୍କ ପୀଠରେ ଆଜି ପଙ୍କୋଦ୍ଧାର ଏକାଦଶୀ ପାଳିତ ହୋଇଛି । ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ଜମା ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ା ଯାଇଥିଲା। ଲୋକନାଥ ଦେବ ବର୍ଷ ତମାମ ପୁଷ୍ପ…