Latest Odisha News

BREAKING NEWS

Browsing Category

ସହର

City

ଭକ୍ତଙ୍କ ପାଇଁ ଖୁସି ଖବର, ବିନା ସାର୍ଟିଫିକେଟରେ କରିହେବ ଜଗା ଦର୍ଶନ

ପୁରୀ: ଫେବ୍ରୁଆରୀ ୨୧ରୁ ବିନା କୋଭିଡ ସାର୍ଟିଫିକେଟରେ କରି ହେବ ଜଗା ଦର୍ଶନ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଛି । ନୀଳାଦ୍ରୀ ଭକ୍ତ ନିବାସ ନିକଟରେ ଏହି ବୈଠକ ହୋଇଥିଲା ।…

ଶାସକ ବିଜେଡି ନାଁରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ଶାସକ ବିଜେଡି ନାଁରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେଲା ବିଜେପି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କ୍ଷମତା ଅକ୍ତିଆର କରିବା ପାଇଁ ଶାସକ ବିଜୁ ଜନତା ଦଳ ସମସ୍ତ ପ୍ରକାର ହୀନ ଉଦ୍ୟମ ଜାରି ରଖିଛି ।ମିଛ ପ୍ରତିଶ୍ରୁତି ଠାରୁ ଆରମ୍ଭ…

ପ୍ରତ୍ୟକ୍ଷ ସାକ୍ଷାତର ଆବଶ୍ୟକତା ନାହିଁ, ମୁଖ୍ୟମନ୍ତ୍ରୀ ଫୋନରେ କାର୍ଯ୍ୟ କରୁଛନ୍ତି: ବିଜେଡି ମୁଖପାତ୍ର ପ୍ରତାପ ଦେବ

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ଅନୁପସ୍ଥିତିକୁ ନେଇ ଥରେ କି ଦୁଇଥର ନୁହେଁ, ବାରମ୍ବାର ସ୍ୱର ଉତ୍ତୋଳନ କରିଥିଲେ ବିରୋଧୀ ଦଳ । ଶେଷରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ । ପ୍ରତାପ ଦେବଙ୍କ ଅନୁଯାୟୀ,…

ଲୋକନାଥ ମନ୍ଦିରରୁ ମହିଳାଙ୍କ ବେକରୁ ୪ଭରିର ସୁନା ଚେନ୍ ଝାମ୍ପି ନେଲେ ଦୁବୃର୍ତ୍ତ

ପୁରୀ : ପୁରୀରେ ମାତିଛନ୍ତି ଚୋର । ଲୋକନାଥ ମନ୍ଦିରରୁ ମହିଳାଙ୍କ ବେକରୁ ୪ ଭରିର ସୁନା ଚେନ୍ ଝାମ୍ପି ନେଲ ଦୁବୃର୍ତ୍ତ । ମହିଳା ଜଣକ ହେଉଛନ୍ତି ଛତ୍ରପୁର ଅଞ୍ଚଳର ମଞ୍ଜୁଳା ପାତ୍ର । ତାଙ୍କ ବେକରୁ ସୁନା ଚେନ ଚୋରି ହୋଇଥିବା ନେଇ ସେ ବାସେଳୀସାହି ଥାନାରେ ଅଭିଯୋଗ କରିଛନ୍ତି । ।ଛତ୍ରପୁର…

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ।ଆଜି ୧୧ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ, ଆସନ୍ତା କାଲି ୧୯ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ । ୧୬ ତାରିଖ ଦିନ ସକାଳ ୭ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପଞ୍ଚାୟତ ନିର୍ବାଚନରେ…

ପଞ୍ଚାୟତ ନିର୍ବାଚନରେ ବିଜେଡି ସର୍ବ ଆଗରେ ରହିବ : ଶଶୀ ଭୂଷଣ ବେହେରା

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଶଶୀ ଭୂଷଣ ବେହେରା । ଚଳିତ ଥର ପାଞ୍ଚ ପଞ୍ଚାୟତ ନିର୍ବାଚନ ବିଜୁ ଜନତା ଦଳ ସପକ୍ଷରେ ଯିବ । । ବିରୋଧୀ ଏବେ ଠାରୁ ଛାନିଆ ହେଲେଣି ବୋଲି ଶୀଶୀ ଭୂଷଣ ବେହେରା କହିଛନ୍ତି । ବିଜୁ ଜନତା ଦଳ ଯାହା ଆକଳନ ରଖିଛି…

ମଙ୍ଗଳାଯୋଡିରେ ଠାବ ହେଲା ବିରଳ ଲିୟୁସିଷ୍ଟିକ ଟେମନିକ୍ସ୍ ଷ୍ଟିଣ୍ଟ ପକ୍ଷୀ

ବାଲୁଗାଁ : ମଙ୍ଗଳାଯୋଡିରେ ଠାବ ହେଲେ ବିରଳ ଲିୟୁସିଷ୍ଟିକ ଟେମନିକ୍ସ୍ ଷ୍ଟିଣ୍ଟ ପ୍ରଜାତିର ପକ୍ଷୀ । ବିହଙ୍ଗଙ୍କ ଭୂସ୍ୱର୍ଗ ପାଲଟିଥିବା ମଙ୍ଗଳାଯୋଡିରେ ଶୀତଦିନେ ପ୍ରତିବର୍ଷ ବହୁ ସଂଖ୍ୟାରେ ବିଦେଶଗତ ପକ୍ଷୀଙ୍କ ସମାଗମ ହୁଏ । ହେଲେ ଆଜି ମଙ୍ଗଳାଯୋଡିରେ ଅତି ବିରଳ ଧଳା ରଙ୍ଗର ଲିୟୁସିଷ୍ଟିକ…

ଗୋଟିଏ ଜିଲ୍ଲାକୁ ଛାଡି ଅନ୍ୟ ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭ୍ ରେଟ୍ ୫% ତଳେ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର  : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ସଂକ୍ରମଣ ଏବେ ତଳମୁହାଁ ରହିଛ  ।ଯାହାକି ରାଜ୍ୟ ବାସୀଙ୍କ ପାଇଁ ଖୁସି ଖବର ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଗୋଟିଏ ଜିଲ୍ଲାକୁ ଛାଡି ଆଉ ସବୁ ଜିଲ୍ଲାରେ ଟେଷ୍ଟ…

ଟଙ୍କା ଲୋଭରେ ୧୪ଜଣଙ୍କ ମଥରା ସିନ୍ଦୁର ଦେଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଏକାଧିକ ମହିଳାଙ୍କ ସହ ବିବାହ କରିବା ପଡିଲା ମହଙ୍ଗା । ପ୍ରେମ ଦିବସରେ ଗିରଫ ହେଲା ଅଭିଯୁକ୍ତ ରମେଶ  ସ୍ୱାଇଁ ।୧୯୮୨ ମସିହାରୁ ଆଜି ପର୍ଯ୍ୟନ୍ତ ସେ ୧୪ ଜଣ ମହିଳାଙ୍କୁ ବିବାହ କରିଛନ୍ତି । ଯେଉଁଥିରୁ କମିଶନରେଟ ପୋଲିସ୍ ୯  ଜଣ ମହିଳାଙ୍କୁ ସମ୍ପର୍କ କରିଛି ଏବଂ ଏ ସମ୍ପର୍କରେ…

ନିର୍ବାଚନୀ ମଇଦାନରେ ପ୍ରଚାରର ଶେଷ ଦିନ

ଭୁବନେଶ୍ୱର: ନିର୍ବାଚନୀ ମଇଦାନରେ ପ୍ରଚାରର ଶେଷ ଦିନ । ଦିନକ ପରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିବ । ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ  ପ୍ରଚାରକୁ ଜୋରଦାର…