Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନାରେ ନେଲା ଆଉ ୪ଜଣଙ୍କ ଜୀବନ । ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ୪ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।…

ବଢ଼ୁଛି ଶୀତ, ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ବଢ଼ୁଛି ଶୀତ । କୋହଲା ପବନରେ ଅସ୍ତବ୍ୟସ୍ତ ହେଉଛି ଜୀବନ । ପାଗ ଶୁଖିଲା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଘନ କୁହୁଡ଼ି ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ,…

ଓଭରବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପ୍ରକ୍ୟେକ ଦିନ ରାଜଧାନୀରେ କିଛି ନା କିଛି ଅଘଟଣ ଘଟୁଥିବା ନଜର ରହିଛି । ଅଜି ମଧ୍ୟ ଭୁବନେଶ୍ୱରର ସତ୍ୟନଗରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ରାଜଧାନୀ ସତ୍ୟନଗର ବ୍ରିଜ୍ ଉପରୁ ଟ୍ରେନ ଲାଇନକୁ ଡେଇଁ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ । ଓଭର ବ୍ରିଜ ତଳୁ…

[ଭିଡ଼ିଓ] ପୁଣି ଧରା ପଡିଲା ସେକ୍ସ ରାକେଟ୍ :୨ ଯୁବତୀ ଉଦ୍ଧାର, ଦଲାଲ ଗିରଫ

କଟକ: କିଛି ଦିନ ବ୍ୟବଧାନ ପରେ ପୁଣି ଧରା ପଡିଲା ସେକ୍ସ ରାକେଟ୍ । ଖୋଦ୍ ଥାନା ପଛ ପଟେ ଚାଲିଥିଲା ଖୁଲମଖୁଲା ଦେହ ବେପାର । କଟକ ମର୍କତ ନଗର ଥାନା କିଛି ଦୂରରେ ଥିବା ଏକ ଗେଷ୍ଟ ହାଉସରେ ଚାଲିଥିଲା ଏହି ରାକେଟ । ତେବେ ପୁଲିସ ନିକଟରେ ଖବର ପହଂଚିବା ପରେ ଅଚାନକ ଭାବେ ଚଢାଉ କରାଯିବା ସହିତ ୨…

ପୁଣି ଆରମ୍ଭ ହେଲା ପାନବରଜ ମାପଚୁପ, ଗ୍ରାମବାସୀଙ୍କ ମିଶ୍ରିତ ପ୍ରତିକ୍ରିୟା

ପାରାଦୀପ: କିଛିଦିନ ପୂର୍ବରୁ ଢିଙ୍କିଆ ଗ୍ରାମରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଦୁଇଦିନ ପାଇଁ ପାନବରଜ ଭାଙ୍ଗିବା କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଆଜି ପୁଣି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ…

ପଞ୍ଚାୟତ ନିର୍ବାଚନ: ୪୪ ଲକ୍ଷ ଟଙ୍କାରେ ନିଲାମ ହେଲା ସରପଞ୍ଚ ପଦବୀ

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ, ମତଦାନ ଓ ଭୋଟ ଗଣନା ଭଳି ଶବ୍ଦକୁ ନେଇ ଚର୍ଚ୍ଚା ଭିତରେ ସରପଞ୍ଚ ପଦ ନିଲାମର ଖବର ଆଶ୍ଚର୍ଯ୍ୟ କରିଛି । ବଲାଙ୍ଗୀର ପୁଇଁତଳା ବ୍ଲକର ଏକ ପଞ୍ଚାୟତକୁ ୪୪ ଲକ୍ଷ ଟଙ୍କା ଦେଇ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀର ନିଲାମୀ ଜିତିଥିବା ଅଭିଯୋଗ…

ସୁମିତଙ୍କ ପରିବାରକୁ ଝଟ୍‍କା: ଖାରଜ ହେଲା ପିଟିସନ୍‍

ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗର ଡାକ୍ତର ସୁମିତ ଓ ପତ୍ନୀ ତପସ୍ପିନୀ ବିବାଦ ମାମଲା । ସୁମିତଙ୍କ ମା’ ଓ ଜେଜେ ମା’ଙ୍କ ପକ୍ଷରୁ ରୁଜୁ ମାମଲା ଏସଡିଜେଏମ କୋର୍ଟରେ ଖାରଜ । ନିଜର ସୁରକ୍ଷା ଦାବି କରି ମାମଲା ରୁଜୁ କରିଥିଲେ ମା’ ଓ ଜେଜେମା । ତପସ୍ୱିନୀ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ…

ବିଜେପିରେ ସାମିଲ ହେଲେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ନେତା

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଆଜି ଏକ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରୀ ପଞ୍ଚାୟତର ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ବର୍ତମାନର ସମିତି ସଭ୍ୟ ଭୂବନାନନ୍ଦ ସାମଲ ଆଜି ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ…

ବାଙ୍କିଶୋଳରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ୍

ବାରିପଦା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ଦେଶରେ ବିପଦରେ ବଢିବାରେ ଲାଗିଛି । ଏ ନେଇ ସାରା ବିଶ୍ୱରେ ବାଜିସାରିଛି ସତର୍କ ଘଣ୍ଟି । ଓମିକ୍ରନକୁ ନେଇ ଚିନ୍ତାରେ ପଡିଛି ଓଡିଶାର ସ୍ୱାସ୍ଥ୍ୟ ବିଭାଗ । ବିଶେଷଜ୍ଞଙ୍କ ଆକଳନ କହୁଛି ଫେବ୍ରୁଆରୀରେ ବଢିବ ସଂକ୍ରମଣ ସଂଖ୍ୟା । ଏହାକୁ…

ଚାଳିଶ ଟଙ୍କାରେ ପେଟଭର୍ତ୍ତି ଫ୍ରୁଟ୍ ସାଲାଡ୍

ଭୁବନେଶ୍ୱର: ଭଳିକିଭଳି ଫଳ । ଦେଶୀବିଦେଶୀ ସବୁକିଛି ପାଇବେ ମାତ୍ର ୪୦ ଟଙ୍କାରେ । ବେଶ କିଛିଦିନ ଧରି ଏହି ଫ୍ରୁଟ୍ ସାଲାଡ ଚର୍ଚ୍ଚାରେ ରହିଛି । ଦୋକାନର ନାଁ ରହିଛି ମା ଦୁର୍ଗା ସ୍ନାକ୍ସ, ମାତ୍ର ୪୦ ଟଙ୍କାରେ ମିଳୁଛି ଭରପୁର ଫ୍ରୁଟ୍ ସଲାଡ । ଦୋକାନୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପରମାଣିକ ।…