Latest Odisha News

BREAKING NEWS

Browsing Category

ସହର

City

ମାଲକାନଗିରିରେ ଭାରରେ ବୁହା ହେଲା ରୋଗୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର । ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଫଳରେ ଭାରରେ ବୁହା ହେଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ…

ମାଲକାନଗିରିରେ ବିଏସଏଫ ବାହିନୀର ଜନକଲ୍ୟାଣ କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଆରମ୍ଭ । ଆଣ୍ଟି ନକ୍ସଲ ଅପରେସନ ସହ ବିଏସଏଫ ବାହିନୀର ଯବାନମାନେ ପ୍ରତିମାସରେ ଗୋଟିଏ ଆଦିବାସୀ ଗାଁରେ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିବେ । ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଘରୋଇ…

ରାଜ୍ୟର ୫ଟିି ଜିଲ୍ଲାରେ ଟିକାକରଣ ହାର କମ ରହିଛି : ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର : ରାଜାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ୫ ଜିଲ୍ଲାରେ ଟିକାକରଣ ହାର କମ୍ ରହିଛି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅନୁଗୁଳ ମୟୂଭଞ୍ଜ , ଜଗପତି, କଟକ ସୁନ୍ଦରଗଡରେ ଟିକାକରଣ ହାର କମ ରହିଛି । ଏହି ଅଞ୍ଚଳରେ ଅଧିକାଂଶ…

ଭୁଜାଲି ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଭୁଜାଲି ଆକ୍ରମଣରେ ଦୁର୍ଦ୍ଦାନ୍ତ ଅପରାଧି ଟିକନର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାକୁ କେହି ଜଣେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ…

କଟକରେ ଆପାର୍ଟମେଣ୍ଟରେ ଲାଗିଲା ନିଆଁ

କଟକ: ଆପାର୍ଟମେଣ୍ଟରେ ଲାଗିଲା ନିଆଁ । କଟକ ବାଦାମବାଡ଼ିରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ହୋଇଛି । ବିକାଶ ଭବନ ସାମ୍ନାରେ ଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ତୁରନ୍ତ ନିଆଁ ଲିଭା କାମ ଆରମ୍ଭ…

ବାଲୁକା ଚିତ୍ରକଳାରେ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଓଡ଼ିଆ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଛି । ଏହି ଖବର ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ମିହିର ଦାସଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲୁକା ଚିତ୍ରକଳାରେ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ…

ପୁରୀରେ ଯୁବକଙ୍କୁ ମରାଣାତ୍ମକ ଆକ୍ରମଣ , ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପୁରୀ : ପୁରୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ । ପୁରୀ କଣ୍ଠପୁରର ଗଦାଧର ବରାଳଙ୍କ ପୁଅ ରାକେଶ ବରାଳଙ୍କୁ କୌଣସି କୌଣସି ଦୁବୃର୍ତ୍ତ ଘରୁ ଫୋନ କରି ଡାକି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରାକେଶ ଦୁବୃର୍ତ୍ତର ଫୋନ୍ କଲ ଶୁଣି ଘରୁ ବାହାରିଥିଲେ କିନ୍ତୁ କିଛି ସମୟ ପରେ ପୁରୀ ବ୍ରହ୍ମଗିରି…

ବଢ଼ୁଛି ହାତୀ ଉପଦ୍ରବ, ମହିଳାଙ୍କୁ ଘରୁ ଘୋଷାଡ଼ି ମାରିଲା ଦନ୍ତା

କାମାକ୍ଷାନଗର: ଦିନକୁ ଦିନ ବଢ଼ୁଛି ହାତୀ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଘରୁ ଘୋଷାଡ଼ି ନେଇ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା । ଏହିଭଳି ଅଘଟଣ ଘଟିଛି ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୋହନପଶି ଗାଁରେ । ଘଟଣାସ୍ଥଳରେ ହିଁ ମହିଳାଙ୍କ…

ଆଜି ଶାମ୍ବ ଦଶମୀ, କୋଣାର୍କରେ ସୂର୍ଯ୍ୟଦେବଙ୍କ ରଥଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଦେବତାଙ୍କ ଆରଧନା କରୁଛନ୍ତି ଶ୍ରଦ୍ଧାଳୁ । ସନ୍ତାନଙ୍କ ମଙ୍ଗଳକାମନା କରି କରାଯାଏ ପୂଜାର୍ଚ୍ଚନା । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ଆଜି ଘରେ ଘରେ ପିଠା ପ୍ରସ୍ତୁତ କରାଯାଇଛି । ଏହାସହ ଘାଣ୍ଟ ତରକାରୀ କରି ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା…

ଆହୁରି ବର୍ଷିବ, ଚିନ୍ତାରେ ଚାଷୀକୂଳ

ଭୁବନେଶ୍ୱର: ଆହୁରି ବର୍ଷିବ । ଗତ ୨୪ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ଯାଏଁ ଆହୁରି ବର୍ଷା ସମ୍ଭାବନା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କିଛି…