Latest Odisha News
Browsing Category

ରାୟଗଡ଼ା

Rayagada

ଭିଜିଲାନ୍ସ ପଞ୍ଝାରେ ବିଇଓ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଗୁଣପୁର: ଚାକିରି ଆଉ ୨ ମାସ ବଞ୍ଚିଥିଲା। କିନ୍ତୁ ସରକାରୀ ବାବୁଙ୍କ ଲୋଭ ଶେଷ ହୋଇ ନଥିଲା। ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା। ଆଜି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାଇନ୍ସ ହାତରେ…

[ଦେଖନ୍ତୁ ଭିଡିଓ] ଭୋଟ ତାଲିକାରେ ନାମ ନଥିବାରୁ ଭୋଟ ବାକ୍ସ ଉଠାଇ ନେଲେ ଡଙ୍ଗରିଆ

କଲ୍ୟାଣସିଂହପୁର: ପଞ୍ଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟରେ ମଧ୍ୟ ଭୋଟ ବିଭ୍ରାଟ ଦେଖାଯାଇଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମ ଠାରେ ଥିବା ୧୪ ନମ୍ବର ବୁଥର ଭୋଟ ବାକ୍ସକୁ ଉଠାଇ ନେଲେ ଡଙ୍ଗରିଆ । ଭୋଟ ଦେବା ପାଇଁ ତଳ ମୁସୁଡ଼ି ଓ ଉପର…

[ଦେଖନ୍ତୁ ଭିଡିଓ] ନିୟମଗିରି ପାହାଡ ଉପରେ ଭୋଟରଙ୍କ ମତ ଦାନ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ ନିର୍ବାଚନ ହୋଇଛି । ଶାନ୍ତିର ସହିତ ୨ ବ୍ଲକ ଅଞ୍ଚଳରେ ନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି । ଏହି ଦୁଇ ବ୍ଲକରେ…

ପଞ୍ଚାୟତ ନିର୍ବାଚନ: ୧୫ ବର୍ଷ ପରେ ନିୟମଗିରିରେ ପଡ଼ିଲା ଭୋଟ୍‌

ରାୟଗଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ଆଜି ସକାଳ ୭ଟାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି । ନିଜ ନିଜ ମତାଧିକାର ସାବ୍ୟସ୍ତ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଭୋଟରମାନେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ…

ନିୟମଗିରି ପାହାଡ଼ ତଳ ପୋଲ ନିକଟରୁ ଟିଫିନ୍ ବୋମା ଜବତ

ରାୟଗଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କର ଯୋଜନାକୁ ପଣ୍ଡ କରିଛି ରାୟଗଡ଼ା ପୋଲିସ । କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଟିଫିନ୍ ବୋମା ଜବତ ହୋଇଛି । ପୋଲିସକୁ ଟାର୍ଗେଟ୍ କରି…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ । ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି । ଅତି ସମ୍ବେଦନଶୀଳ ବୁଥ ନଥିବା ସତ୍ତ୍ୱେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।।  ଡ୍ରୋନ…

୫ ନକଲି ମାଓବାଦୀ ଗିରଫ

ରାୟଗଡ଼ା: ୫ ଜଣ ନକଲି ମାଓବାଦୀ ଗିରଫ । ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରୁ ୪ ଜଣ ଓ ଶେଷଖାଲରୁ ଜଣେ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ମାଓବାଦୀଙ୍କ ନାଁରେ ଗାଡ଼ି ପୋଡିବା ସହ ପୋଷ୍ଟର ଲଗାଇବା ଅଭିଯୋଗରେ ଗିରଫ କରିଛି ପୋଲିସ । ଗତ ଜାନୁଆରୀ ୨୨ରେ ବୁଡ଼ାଗୁଡ଼ା ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଭୋଟ୍‌ ପାଇଁ ଷ୍ଟାମ୍ପ୍‌ ପେପର୍‌ରେ ଲିଖିତ ପ୍ରତିଶ୍ରୁତି, ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହୃତ

ରାୟଗଡ଼ା: ରାଜନୀତି ମଇଦାନରେ ପ୍ରାର୍ଥୀଙ୍କ ଟକ୍କର। ଆଉ ଏହାରି ଭିତରେ କିଏ ମାରିବ ବାଜି ସେ ନେଇ ଚାଲିଛି ଜୋରଦାର ଲଢେଇ। ତା ସହିତ ପ୍ରାର୍ଥୀ ମାନେ ମଧ୍ୟ ବିଭିନ୍ନ ତରିକା ଆପଣାଇବାକୁ ଭୁଲୁନାହାନ୍ତି। ଏହିଭଳି କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ। ଜଣେ…

ଗାଡିରେ ଲାଗିଛି ନାଲିବତୀ, ବୁଲୁଛନ୍ତି ଗୁଣୁପୁର ଉପଜିଲ୍ଲାପାଳ

ରାୟଗଡା: ଦେଶରେ ଗାଡିରେ ନାଲିବତୀ ବ୍ୟବହାର ନେଇ ଭିନ୍ନଭିନ୍ନ ଆଦେଶ ଜାରି ହୋଇଛି । ତଥାପି ନାଲିବତୀ ପ୍ରତି କିଛି ସରକାରୀ ଅଫିସରଙ୍କ ମୋହ ତୁଟିନାହିଁ । ରାୟଗଡା ଜିଲ୍ଲାରେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ୍ ଖୁଲମଖୁଲା ଗାଡିରେ ନାଲିବତୀ ବ୍ୟବହାର କରୁଥିବା ଜଣାପଡିଛି । ମାନ୍ୟବର…

ଚାକିରିକୁ ବାଏ ବାଏ କରି ରାଜନୀତିରେ ପାଦ ଥାପିଲେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ

ରାୟଗଡ଼ା: ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ପଂଚାୟତ ନିର୍ବାଚନରେ ପୂର୍ବରୁ ଯେଉଁ ପରମ୍ପରା ରହିଥିଲା ତାହା ଧିରେ ଧିରେ ଭଙ୍ଗ ହେଉଥିବା ଦେଖିବାକୁ ମିଳିଛି । ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଚାକିରୀକୁ ବାଏ ବାଏ କରି ରାଜନୀତିରେ ପାଦ ଥାପୁଥିବା ଦେଖିବାକୁ ମିଳିଛି । ଆଉ ଏହି ନବାଗତଙ୍କ…