Latest Odisha News

BREAKING NEWS

Browsing Category

ଆଲେଖ

ଅନନ୍ୟ ସାମ୍ବାଦିକ ତିଲକ, ଗାନ୍ଧୀ ଓ ଗୋପବନ୍ଧୁ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ସ୍ୱାଧୀନତା ସଂଗ୍ରାମ କାଳରେ କେଉଁ ଆଇନ ଆଧାରରେ ଲୋକମାନ୍ୟ ବାଲ୍‍ ଗଙ୍ଗାଧର ତିଲକ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଭଳି ଯୁଗପୁରୁଷମାନଙ୍କୁ ବ୍ରିଟିଶ ସରକାର ଜେଲରେ ପୁରାଉଥିଲେ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷରେ ବି ସେହି…

ଦର୍ଶକ ବିହୀନ କ୍ରୀଡ଼ା

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ନିକଟରେ ଭୁବନେଶ୍ୱରରେ ଶେଷ ହୋଇଛି କନିଷ୍ଠ ପୁରୁଷ ହକି ବିଶ୍ୱ କପ୍ ଟୁର୍ଣ୍ଣାମେଣ୍ଟ। ପ୍ରତିଯୋଗିତାଟିର ଅନ୍ୟ କୌଣସି ବିଶେଷତ୍ୱ ଥାଉ କି ନ ଥାଉ ଏହାର ଗୋଟିଏ ଦିଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ ଯେ ଏହା ସାଧାରଣ ଦର୍ଶକ…

ମହଙ୍ଗାଇର ପ୍ରତିଶବ୍ଦ କ’ଣ ମୋଦି !

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ବର୍ତ୍ତମାନ ସମୟରେ ସାଧାରଣ ଲୋକମାନଙ୍କ ପାଇଁ ସବୁଠାରୁ ବଡ଼ କଷଣ କ’ଣ? ଯଦି ଆପଣ ଏହି ପ୍ରଶ୍ନର ଉତର ଦରଦାମ୍ ବୃଦ୍ଧି ବା ମହଙ୍ଗାଇ ବୋଲି କହିବେ, ତେବେ ଆପଣଙ୍କୁ ନିଜର ସୁରକ୍ଷା ନିଜେ କରିବାକୁ ହେବ । ଏଥିପାଇଁ ପ୍ରଶ୍ନକର୍ତ୍ତା…

ଓଡ଼ିଆ ସାହିତ୍ୟ ଆଜି ଅସୁସ୍ଥ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ବୈଦିକ ସମାଜରୁ ବୈଧସମାଜର ସୀମାରେଖା ସ୍ପର୍ଶ କରି ବହିଆସୁଛି ସାରସ୍ୱତ ସୃଜନଧାରାର ଶାଶ୍ୱତୀ ସରସ୍ୱତୀ। କେବେ ହୋଇଛି କୂଳଲଂଘିନୀ ତ କେବେ ପୁଣି ଅନ୍ତଃସଲିଳା । ଆଉକେବେ ସାରସ୍ୱତ ସର୍ଜନାର ଏ ସରସ୍ୱତୀ ସମାଜର ଅନ୍ଧକାର ଯୁଗ ପରିକ୍ରମା…

ଜନ୍ମଦିନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନେକ ଦିନ ପରେ ନବଘନ ପାହାଡ଼ସିଂହ ଆସିଥିଲା ଗାଁକୁ। ଗତ ଦଶ ବର୍ଷ ହେଲାଣି ସେ ଗାଁରୁ ଦୂରରେ ରହୁଛି। ଯେବେଠାରୁ କେନ୍ଦ୍ର ସରକାରଙ୍କ ସଂସ୍ଥାରେ କାମ କଲାଣି, ସେବେଠୁ ତାର କାର୍ଯ୍ୟକ୍ଷେତ୍ର କେତେବେଳେ କେଉଁଠି ପଡୁଛି। କହିବାକୁ ଗଲେ…

ମରଣଜୟୀଙ୍କୁ ମାରିବ କିଏ ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ କୃତଘ୍ନତାର ଶୀର୍ଷ ସୋପାନକୁ ଯାଇ ବିକୃତ ବିଚାରର କୁତ୍ସିତ ଷଡଯନ୍ତ୍ରରେ ଷଢ଼ୁଥିବା କିଛି ଦେଶଦ୍ରୋହୀଙ୍କ ଷଡଯନ୍ତ୍ର କ୍ରମେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଗଲା ସେ ଆଣିଥିବା ସ୍ୱାଧୀନତା ପ୍ରାପ୍ତିର ମାତ୍ର…

କୃଷି ଆଇନ୍ ପ୍ରତ୍ୟାହାର ଓ ତା’ପରେ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ଶେଷରେ ତିନି ବିବାଦୀୟ କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଘୋଷଣା କରିଛନ୍ତି । ଆସନ୍ତା ଲୋକସଭା ଅଧିବେଶନରେ ନୀତିଗତ ଭାବେ ଆଇନ୍‌ ତିନୋଟିକୁ ପ୍ରତ୍ୟାହାର କରାଯିବ ବୋଲି ପ୍ରତିଶ୍ରୁତି…

ସମ୍ବଲପୁର ବନ୍ଦ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଏଇ ନଭେମ୍ବର ବାର ତାରିଖ ଦିନ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବା ପାଇଁ ରାଜଧାନୀ ଏକ୍ସପ୍ରେସରେ ଟିକେଟ ହୋଇଥାଏ। ଏତିକି ବେଳେ ବିରୋଧୀ ଡାକରା ଦେଲେ ଓଡ଼ିଶା ବନ୍ଦ। କେବଳ ସେଥିପାଇଁ ମୁଁ ସପରିବାର ଏଗାର ତାରିଖରୁ ହିଁ ଗାଁରୁ ଆସି…

ପଶୁ ଓ ରାଜନୀତି

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ନିକଟରେ ଓଡ଼ିଶାର ଉପବାଚସ୍ପତି ଏକ ସମାବେଶରେ କହି ପକାଇଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କୁଆଡେ ସାଢେ ଚାରି କୋଟି ଓଡ଼ିଆଙ୍କ ଠାକୁର। ଅବଶ୍ୟ ନିଜ ଦଳର ସର୍ବେସର୍ବାଙ୍କୁ ମହିମା ମଣ୍ଡିତ କରିବାର ପ୍ରବଣତା ତାଙ୍କର ସ୍ୱାଭାବିକ, ହେଲେ…

ଦୁର୍ନୀତି ରାକ୍ଷସର ନିପାତ କରିବ କିଏ ? 

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ, ଲାଞ୍ଚ ନେବା ବେଳେ ଧରାପଡିବା, ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କୁ ଗିରଫ କରି ଜେଲ୍‍ ପଠାଯିବା ସହ କେତେକଙ୍କୁ ସରକାରୀ ଚାକିରିରୁ ବିଦା କରାଯିବା ଭଳି ଖବର…