Latest Odisha News

BREAKING NEWS

Browsing Category

ଆଲେଖ

ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ , ଚାଇନା , ଜାପାନ , ଆମେରିକା । ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ । ଆମେ ସେଇ ହତଭାଗା ଓଡ଼ିଆ ଆମ ରାଜ୍ୟରୁ କ୍ରୋମାଇଟ୍, ଲୁହାପଥର ଚୀନ୍‌,…

ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ

ଭାଗ-୬ ‘ଚିତ୍ରଲେଖା’ ଏକ ଚଳଚ୍ଚିତ୍ର ପତ୍ରିକା ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ଘୋଷଣା କରିବା ସତ୍ତ୍ୱେ ଏହାର ଲେଖା ଓ ବିଷୟ ଚୟନରେ ଅଧିକାଂଶରେ ସାହିତ୍ୟ, ଖେଳକୁଦ, ସ୍ୱାସ୍ଥ୍ୟ ଓ କୌତୁକ ଆଧାରିତ  ପ୍ରାଧାନ୍ୟ ପାଇଥିଲା । ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଥିଲା କିନ୍ତୁ ତିରିଶ ପ୍ରତିଶତରେ…

ହିମାନ୍ତ, ସିନ୍ଧିଆ, ପ୍ରସାଦ ଏବଂ ଭବିଷ୍ୟତରେ ବୋଧହୁଏ ପାଇଲଟ୍ ଓ ଦେଓରାଙ୍କ ଭଳି ଯୁବ ନେତାମାନେ କାହିଁକି କଂଗ୍ରେସରୁ…

ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସଠାରୁ ଆଜିକାଲି ଯୁବ ନେତାମାନେ ଦୂରେଇ ଯିବାରେ ଲାଗିଛନ୍ତି । ଦଳ ଏପରି ଏକ ସ୍ଥିତିରେ ଠିଆ ହୋଇଛି ଯେଉଁଠି କି ରାହୁଲ ଗାନ୍ଧୀଙ୍କ ସହିତ ହାତଗଣତି ତିନି କିମ୍ବା ଚାରି ଜଣ ଯୁବ କଂଗ୍ରେସ ନେତା ରହିଛନ୍ତି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ…

ତାଲାବନ୍ଦ ଏକ ପ୍ରକାର ଚକ୍ରବ୍ୟୁହ

ସହର ବର୍ତ୍ତମାନ ତାଲାବନ୍ଦ ଚକ୍ରବ୍ୟୁହରେ ଛନ୍ଦି ହୋଇ ପଡିଛି। ଗତ ବର୍ଷ ଭଳି ଏ ବର୍ଷ ସେପରି ଲୋକମାନଙ୍କ ମଧ୍ୟରେ କୋଳାହଳ ନାହିଁ ; କେବେ ତାଲାବନ୍ଦ ଅନ୍ତ ଘଟିବ। ଅବଶ୍ୟ ଗଣମାଧ୍ୟମରେ କିଛି ବିଶେଷଜ୍ଞ ଯେଉଁମାନେ ତାଲାବନ୍ଦ ପାଇଁ ଆହ୍ୱାନ ଦେଇଥିଲେ ସେହିମାନେ କେତେବେଳେ କହୁଛନ୍ତି ଏହା ବଢ଼ିବା…

ବଂଶମରା ଡାହୁକ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ହରିପୁର ଗାଁରେ ହୁରି ପଡ଼ିଛି । ପୋଲିସବାଲା ଗାଁ ଭିତରକୁ ମାଡ଼ି ଆସୁଛନ୍ତି । ନାଲି ଟୋପି ପିନ୍ଧା ପୋଲିସ । ପୋଲିସକୁ ଦେଖିବା ତ ଦୂରର କଥା, ଖାଲି ନାଁ ପଡ଼ିଗଲେ ଲୋକଙ୍କ ପିଳେହି ପାଣି । ପୋଲିସବାଲା ଥାନା ଗାଡ଼ିରେ ଆସୁଛନ୍ତି, ଆଉ…

ଗାନ୍ଧୀ ଚର୍ଚ୍ଚା: ଅଧା ନଙ୍ଗଳା ଫକୀର ଗାନ୍ଧୀ ମହାରାଜ

ପ୍ରହଲାଦ କୁମାର ସିଂହ ‘ପ୍ରିୟ ପ୍ରଧାନ ମନ୍ତ୍ରୀ, ଆପଣ ନଙ୍ଗଳା ଫକୀରକୁ ଦଳି ଦେବାକୁ ଇଚ୍ଛା କରୁଥିବା ଜଣାଣୁଣା । ମୋତେ ଆପଣ ନଙ୍ଗଳା ଫକୀରଭାବେ ବର୍ଣ୍ଣନା କରନ୍ତି । ଦୀର୍ଘ ଦିନ ଧରି ମୁଁ ଗୋଟିଏ ଫକୀର ହେବାକୁ ସାଧନା କରୁଛି । ନଙ୍ଗଳା ଫକୀର ହେବା ତ’ ଆହୁରି କଷ୍ଟ । ତେଣୁ ଆପଣଙ୍କ…

ପ୍ରାଚୀ ନଦୀ ଅବବାହିକାର ଭିନ୍ନ ଏକ ପ୍ରାଚୀନ ତନ୍ତ୍ରପୀଠ ‘ବାରାହୀ ଦେଉଳ’

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଉପକୂଳ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଅବବାହିକାରେ ରହିଛି ଅଷ୍ଟମ ଶତାବ୍ଦୀ ରୁ ଆରମ୍ଭ କରି ପଂଚଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଅନେକ ପ୍ରାଚୀନ ମନ୍ଦିର ।  ତେବେ ସେଥି ମଧ୍ୟରୁ ନିର୍ମାଣ ଶୈଳୀରେ ସବୁଠାରୁ ନିଆରା ଏକ…

ଦେଶ କାନ୍ଦୁଛି – ଶୁଣୁଛି କି ଜାତି ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କିଏ ଶୁଣୁଛି ଘାଟିମୁଲକର ଘାଏଲ୍ ଜୀବନ କଥା ? ଏ ଦେଶର ଶାସନ, ପ୍ରଶାସନ ଯେତେବେଳେ ଆସନର ଭାଗବଂଟା ଆଉ ଭୋଗବଂଟାଠାରୁ ଆରମ୍ଭକରି ବିଭିନ୍ନ ଶୈଳୀର ବିଳାସବ୍ୟସନରେ ବ୍ୟସ୍ତ, ରାଜନୈତିକ ଦଳ ସମେତ ନିର୍ବାଚିତ ନେତାମାନେ ମଧ୍ୟ ନିଜ ନିଜ ଦଳୀୟ ଓ…

ଝାର

ଆମେ ଯାହାକୁ ନଈ ବୋଲି କହୁଥିଲୁ ପ୍ରକୃତରେ ସେଇଟି ଗୋଟେ ଯୋର ହିଁ ଥିଲା । ମହାନଦୀରୁ ବାହାରି ଆମ ଗାଁ ଦେଇ ଆଗକୁ ଅଳ୍ପ ବାଟ ଯାଇ ସରିଯାଇଥିଲା । ମହାନଦୀର ସମୁଦ୍ର ମୁହାଣ ବେଶୀ ବାଟ ନଥିଲା, ତେଣୁ ଆମ ଯୋରରେ ଦିନକୁ ଦିଇ ଥର ଜୁଆର ନିଶ୍ଚୟ ଆସୁଥିଲା । ଅମାବାସ୍ୟା ଓ ପୂର୍ଣ୍ଣିମାରେ ଯୋରର ପାଣି…

ଚିତ୍ରଲେଖା: ଚଳଚ୍ଚିତ୍ର ନିର୍ମାଣ ପାଇଁ ପତ୍ରିକା

ଭାଗ- ୫ ଗତ ଲେଖାରେ ମୁଁ ସ୍ପଷ୍ଟ କରିଥିଲି ଯେ ଓଡ଼ିଶାର ଦ୍ୱିତୀୟ ଚଳଚ୍ଚିତ୍ର ପତ୍ରିକା ଥିଲା ‘କଳାଶ୍ରୀ’ । ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ‘ନବୀନ’ର ସହଯୋଗୀ ପ୍ରକାଶନ ଭାବରେ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ ଆତ୍ମପ୍ରକାଶ କଲା ୧୯୫୧ ମସିହା ଅଗଷ୍ଟ ମାସରେ । ସେହି ଅଗଷ୍ଟ…