Latest Odisha News

BREAKING NEWS

Browsing Category

ଆଲେଖ

ଝାର

ଆମେ ଯାହାକୁ ନଈ ବୋଲି କହୁଥିଲୁ ପ୍ରକୃତରେ ସେଇଟି ଗୋଟେ ଯୋର ହିଁ ଥିଲା । ମହାନଦୀରୁ ବାହାରି ଆମ ଗାଁ ଦେଇ ଆଗକୁ ଅଳ୍ପ ବାଟ ଯାଇ ସରିଯାଇଥିଲା । ମହାନଦୀର ସମୁଦ୍ର ମୁହାଣ ବେଶୀ ବାଟ ନଥିଲା, ତେଣୁ ଆମ ଯୋରରେ ଦିନକୁ ଦିଇ ଥର ଜୁଆର ନିଶ୍ଚୟ ଆସୁଥିଲା । ଅମାବାସ୍ୟା ଓ ପୂର୍ଣ୍ଣିମାରେ ଯୋରର ପାଣି…

ଚିତ୍ରଲେଖା: ଚଳଚ୍ଚିତ୍ର ନିର୍ମାଣ ପାଇଁ ପତ୍ରିକା

ଭାଗ- ୫ ଗତ ଲେଖାରେ ମୁଁ ସ୍ପଷ୍ଟ କରିଥିଲି ଯେ ଓଡ଼ିଶାର ଦ୍ୱିତୀୟ ଚଳଚ୍ଚିତ୍ର ପତ୍ରିକା ଥିଲା ‘କଳାଶ୍ରୀ’ । ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ‘ନବୀନ’ର ସହଯୋଗୀ ପ୍ରକାଶନ ଭାବରେ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ ଆତ୍ମପ୍ରକାଶ କଲା ୧୯୫୧ ମସିହା ଅଗଷ୍ଟ ମାସରେ । ସେହି ଅଗଷ୍ଟ…

ଅଦୃଶ୍ୟ ଅଭିଶାପ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ନରୋତ୍ତମ ଗଡ଼ନାୟକ । ଥୁଣ୍ଟା ଗଛଟା ତଳେ ଠିଆ ହୋଇ ଆକାଶକୁ ଅନାଇଛନ୍ତି । କିନ୍ତୁ ଅନେଇ ପାରୁନାହାନ୍ତି । ଠିକ୍ ଭାବେ ଆଖି ଖୋଲିପାରୁନାହାନ୍ତି ସେ । ନିଜ ଦେହକ ଭିତରେ ଏମିତି ଖରା ସତେ ଯେମିତି ସେ କେବେ ବି ଅନୁଭବ କରିନଥିଲେ ।…

ଏକ ବଉଳ ଗଛର କାହାଣୀ…

ଶୀଳଭଦ୍ର ଶାସ୍ତ୍ରୀ ଏଇ ଯେଉଁ ଘଞ୍ଚ ବଉଳ ଗଛ ଆଜି ଆମ ପାଚେରୀ କଡରେ ଠିଆ ହୋଇଛି ଏ ହେଉଛି ଏକ ମୁକ ସାଖୀ। ପ୍ରାୟ ୧୫ ରୁ ୧୬ ବର୍ଷ ତଳେ ମୁଁ ଭୁବନେଶ୍ୱର କଚେରୀରୁ ଫେରିବା ବେଳେ ସେହି ହତାରେ ସାଇକେଲରେ ଚାରା ବିକୁ ଥିବା ଲୋକଟି ଠାରୁ ୫ଟଙ୍କା ଦେଇ ଏକ ବଉଳ ଚାରା ଆଣି ଥିଲି। ସେତେବେଳେ ଆମ…

ଓଡ଼ିଶାର ସବୁଠୁ ଉଚ୍ଚତମ ଏବଂ ପ୍ରାଚୀନ ଇଟା ନିର୍ମିତ ମନ୍ଦିର ‘ଇନ୍ଦ୍ରଲାଠ’

କୃଷ୍ଣ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଐତିହ୍ୟ ଭରା ଓଡ଼ିଶାରେ ଉତ୍କୃଷ୍ଟ ପଥର ଶିଳ୍ପ,କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଅନେକ ଜ୍ୱଳନ୍ତ ଉଦାହରଣ ରହିଛି । ତେବେ ଲାଲ ଇଟାରେ ସୁନ୍ଦର ଭାବରେ ନିର୍ମିତ ଏକ ସୁଉଚ୍ଚ ପ୍ରାଚୀନ ଶିବ ମନ୍ଦିର ରହିଛି ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ…

ରାଜିନାମାର ରାଜନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମୁକ୍ତି ସଂଗ୍ରାମର ପ୍ରଶ୍ନୋତର ପର୍ଯ୍ୟାୟ ପରବର୍ତୀ ଏକ ମହାସଂଗ୍ରାମ - ଯାହାର ଅସଲ ମଇଦାନ ମାଟିରୁ ଘାଟି ପର୍ଯ୍ୟନ୍ତ ପରିବ୍ୟାପ୍ତ । ଜୀବନ ସଂଗ୍ରାମର ସ୍ୱାଧୀନତା ହେଉଛି କେବଳ ଅର୍ଥନୈତିକ ପରାଧୀନତାରୁ ମୁକ୍ତି ନୁହେଁ, ଆମ ସାଂସ୍କୃତିକ…

ନିର୍ମଳ ଶ୍ରୋତା

କିଛି ଦିନ ତଳେ ଓଡିଶାର ଜଣେ ବିଶିଷ୍ଟ ଲୋକଙ୍କର ଇ-ମେଲ୍ ପାଇଥିଲି । ଶୀତତାପ ନିୟନ୍ତ୍ରିତ ଭୁବନେଶ୍ୱରର ଏକ ସମ୍ଭ୍ରାନ୍ତ ହୋଟେଲ୍ ରେ ଆୟୋଜିତ ହେବାକୁ ଥିବା ଗୋଟିଏ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁରୋଧ ଥିଲା । ଫେରନ୍ତା ମେଲ୍ ରେ ମୋର ସମ୍ମତି ଜଣାଇବାକୁ କୁହାଯାଇଥିଲା ।…

କଳାଶ୍ରୀ: ଚଳଚ୍ଚିତ୍ର କଳାର ସଚ୍ଚୋଟ ସେବକ

ଭାଗ- ୪ ବ୍ରହ୍ମପୁରରୁ ହିଁ ପ୍ରକାଶିତ ହୋଇଥିଲା ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ ପ୍ରକାଶନର ଚାରିମାସ ପରେ । ଅଗଷ୍ଟ ୧୯୫୧ରେ । ପ୍ରଥମ ସଂଖ୍ୟାରେ ହିଁ ‘କଳାଶ୍ରୀ’ ସ୍ୱଷ୍ଟ କଲାଯେ ଚଳଚ୍ଚିତ୍ର କଳାର ସଚ୍ଚୋଟ…

ଚାଲ ଗାଁକୁ ଫେରିଯିବା

ବିଶ୍ୱାମିତ୍ର ..  ହଁ .. ସେ ପୁରାଣକାଳର ଋଷି ବିଶ୍ୱାମିତ୍ର ନାଇଁ, ଇଏ ସେ ଓସ୍ତପୁର ଗାଁର ବିଶ୍ୱାମିତ୍ର ମହାପାତ୍ର । ଗୋବିନ୍ଦ ମହାପାତ୍ରଙ୍କ ଏକମାତ୍ର ପୁଅ । ବର୍ଷେ ହେଲାଣି ବଡ଼ ହଇରାଣ ହେଉଛି । ରାତି ପାହିଲେ, ସ୍ତ୍ରୀ ବିନୀତା ସହିତ ତୁଣ୍ଡବଜା ହେଉଛି । ଛୋଟ ଛୋଟ କଥାରେ ଗଣ୍ଡଗୋଳ । ହଁ…

ଜୀବନ ସଂଗ୍ରାମ ସ୍ୱାଧୀନତା ଜରୁରୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମୁକ୍ତି ସଂଗ୍ରାମର ସ୍ୱାଧୀନତା ଆମେ ପାଇବା ୭୪ବର୍ଷରୁ ବେଶି ହେବଣି । ମାତ୍ର ଏ ପର୍ଯ୍ୟନ୍ତ ଆମ ଜୀବନ ସଂଗ୍ରାମର ସ୍ୱାଧୀନତା ହାସଲ କରିବାରେ ଗୋଟିଏ ଦିନ କ’ଣ, ଗୋଟିଏ ଘଂଟା କ’ଣ, ଗୋଟିଏ ମିନିଟ୍ କ’ଣ – ଗୋଟିଏ ସେକେଣ୍ଡ୍‌ ବି ଆମେ ଅତିକ୍ରମ…