Latest Odisha News

BREAKING NEWS

Browsing Category

ଆଲେଖ

ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଓ ଗାନ୍ଧୀବାଦ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ବ୍ରିଟେନର ଶାସକ ଚାର୍ଲ୍ସ ଭାରତୀୟ ବଂଶଜ ତଥା ବ୍ରିଟେନର କନଜରଭେଟିଭ୍ ଦଳର ନେତା ଋଷି ସୁନାକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇଥିଲେ । କନଜରଭେଟିଭ୍ ଦଳର ସମାନ ସଂସଦୀୟ ସମୟର ସୁନାକ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ ।…

ଚାଷୀ ଆତ୍ମହତ୍ୟା ଓ ସରକାରଙ୍କ ଅସ୍ୱୀକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ୨୦୧୦ରେ ଅମୀର୍ ଖାନ୍ ଅଭିନୀତ ପିପ୍‌ଲି ଲାଇଭ୍ ନାମକ ଏକ ହିନ୍ଦି ଚଳଚ୍ଚିତ୍ର ଆସିଥିଲା । ଯାହାର କାହାଣୀର ମୂଖ୍ୟ ଭାଗରେ ଥିଲା ଚାଷୀ ଆତ୍ମହତ୍ୟା ଓ ତାହାକୁ ସ୍ୱୀକାର ନକରିବାର ସରକାରଙ୍କ ନିର୍ଲ୍ଲଜ ପ୍ରୟାସ । ସେତେବେଳେ…

ଏତେ ଦେଶଦ୍ରୋହୀ ଆସିଲେ କୁଆଡ଼ୁ !

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ୨୦୧୪ ପରଠାରୁ ଆମ ଦେଶରେ ସବୁଠାରୁ ଦ୍ରୁତ ଗତିରେ ଯାହା ବଢ଼ିଛି, ତାହା ହେଉଛି ତଥାକଥିତ ଦେଶଦ୍ରୋହୀଙ୍କ ସଂଖ୍ୟା । ସର୍ବୋଚ୍ଚ ଧନୀକମାନଙ୍କ ସମ୍ପତ୍ତି , ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ଦରଦାମ୍ ଓ ପେଟ୍ରୋଲ୍‌,ଡ଼ିଜେଲ୍‌ର ମୂଲ୍ୟ ପରି…

କା’ ଆଗେ କହିବା ?

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅମରେନ୍ଦ୍ର ମହାପାତ୍ର ଯେଉଁଦିନ ଗୋବିନ୍ଦପୁର ଗାଁରୁ ବାହାରିଲେ ଟ୍ରେନ୍ ଧରି ଦିଲ୍ଲୀ ଯିବା ପାଇଁ, ସେଦିନ ଗାଁର ଅଧିକାଂଶ ଲୋକ କହିଲେ, ଦିଲ୍ଲୀ ଯିବା ପାଇଁ ଟ୍ରେନ୍ କଣ ଦରକାର, ତମେ ଯେତେବେଳେ ଦିଲ୍ଲୀରୁ ବିମାନ ଧରି ଅଷ୍ଟ୍ରେଲିଆ ଯିବ,…

ମାତୃ ମୃତ୍ୟୁହାର ଓ ଅସୁରକ୍ଷିତ ଗର୍ଭପାତ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ନିକଟରେ ରିଲିଜ ହୋଇଛି ଡ଼କ୍ଟର ଜୀ ସିନେମା । ସିନେମାଟି ଦେଖିଲା ବେଳେ କିଛି ସିନର ଚିତ୍ର ପୁରା ଆମ ସମାଜରେ ଘଟୁଥିବା କିଛି ଘଟଣାକୁ ଯେମିତି ଦେଖlଯାଉଛି ତାହା ଲାଗୁଥିଲା। ସିନ ପରେ ସିନ ମତେ ଯୋଡି ଦେଉଥିଲା ଏକସତ ଘଟଣା ସହିତ ।…

ବଉଳର ଅଭିମାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କବିତାର ଗାଁ ଜଗନ୍ନାଥପୁରରେ ସ୍କୁଲ ନଥିଲା। ସେଥିପାଇଁ ତାକୁ ପ୍ରାୟ ଚାରି କିଲୋମିଟର ଚାଲି ଚାଲି ପାଖ ଗାଁ ରାମପୁରକୁ ଯିବାକୁ ପଡୁଥିଲା। ଅବଶ୍ୟ ସେ ଏକା ଯାଉନଥିଲା ସ୍କୁଲ। ତା ସାଙ୍ଗରେ ତା ଗାଁରୁ ଆହୁରି ଅନେକ ପିଲା ଯାଉଥିଲେ।…

ଆନ୍ତର୍ଜାତୀୟ ରିପୋର୍ଟ ଓ ଭାରତ ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ସଦ୍ୟ ପ୍ରକାଶିତ ବିଶ୍ୱ କ୍ଷ଼ୁଧା ସୂଚକାଙ୍କ ଅର୍ଥାତ୍ ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ୧୨୧ଟି ଦେଶ ମଧ୍ୟର଼ୁ ଭାରତ ୧୦୭ତମ ସ୍ଥାନରେ ଅଛି । ଭାରତ ତଳକ଼ୁ ବିଶ୍ୱର ମାତ୍ର ୧୪ଟି ଦେଶ ଅଛନ୍ତି । ବାଂଲାଦେଶ, ନେପାଳ ପରି ଦେଶ ମଧ୍ୟ…

ଜୀବନ ସଂଗ୍ରାମର ସ୍ୱାଧୀନତା କ’ଣ ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ବିଦେଶର ବନ୍ଦୀବଖରାରେ ମିଆଦ ପୂରିଯିବା ପରେ ମୁକ୍ତଭାରତର ଜନଗଣ ଯେଉଁ ନୂଆ ସକାଳର ଚେହେରା ଦେଖିବେ ବୋଲି ରାତି ବାରଟାରେ ସ୍ୱପ୍ନ ଦେଖୁଥିଲେ, ସେ ସ୍ୱପ୍ନ କୁହୁଡି କେବଳ । ଗାନ୍ଧୀଙ୍କ ଦ୍ୱାରା ଜୀବନ୍ୟାସ ପାଇଥିବା କଂଗ୍ରେସ୍ ଦଳକୁ…

ପିଲାଙ୍କ ନିକଟରେ ହିଂସାର ପ୍ରାଦୁର୍ଭାବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସଂପ୍ରତି ବିଶ୍ୱରେ କିଶୋରମାନେ ଅଧିକ ହିଂସ୍ର ପାଲଟି ଯାଇଛନ୍ତି । ପ୍ରତ୍ୟହ କେଉଁଠି ନା କେଉଁଠି ସେମାନଙ୍କର ଆକ୍ରମଣାତ୍ମକ ରୁଦ୍ର ରୂପ ଦେଖିବାକୁ ବା ଶୁଣିବାକୁ ମିଳୁଛି । ଏଭଳି ରେଫରେନ୍ସକୁ ପ୍ରମାଣ କରୁଥିବା ଅନେକ ଘଟଣା ଅଛି । କୁହାଯାଉଛି ମୋବାଇଲ୍…

ରାଜନୀତି ଆଜି କୁବେରକୃତ କୁଚକ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  କଳାଟଙ୍କାର ବସ୍ତା ଉଠାଇଚାଲୁଥିବା ଧଳାହାତୀମାନଙ୍କ ଗୋଦରା ଗୋଡ ତଳେ ଦଳାଚକଟା ଖାଇ ଖାଇ ଆମ ଗଣତନ୍ତ୍ର ଆଜି ରକ୍ତବାନ୍ତି କରୁଛି ! ଏ ରକ୍ତବାନ୍ତିର ରାଜନୀତି ସହର ସଡକରୁ ଗଡିଆସୁଛି ଗାଆଁ ଗଡଜାତକୁ । ଏବକୁ ଏବେ ଗରିବ ଗ୍ରାମବାସୀ ଓ…