Latest Odisha News

BREAKING NEWS

Browsing Category

ଆଲେଖ

ରାଜନୀତି ଆଜି କୁବେରକୃତ କୁଚକ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  କଳାଟଙ୍କାର ବସ୍ତା ଉଠାଇଚାଲୁଥିବା ଧଳାହାତୀମାନଙ୍କ ଗୋଦରା ଗୋଡ ତଳେ ଦଳାଚକଟା ଖାଇ ଖାଇ ଆମ ଗଣତନ୍ତ୍ର ଆଜି ରକ୍ତବାନ୍ତି କରୁଛି ! ଏ ରକ୍ତବାନ୍ତିର ରାଜନୀତି ସହର ସଡକରୁ ଗଡିଆସୁଛି ଗାଆଁ ଗଡଜାତକୁ । ଏବକୁ ଏବେ ଗରିବ ଗ୍ରାମବାସୀ ଓ…

ବେଗବାନ୍ ଜୀବନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ପ୍ରଫେସର ସଞ୍ଜୟ ଉପାଧ୍ୟାୟଙ୍କ କୋଠରୀ ଭିତରକୁ ଅନୁମତି ମାଗି ପଶିଆସିଲେ ତିନିଜଣ ସ୍ନାତକ ଶ୍ରେଣୀର ଛାତ୍ରୀ। ଏବେ ସ୍ନାତକ ଦ୍ୱିତୀୟ ବର୍ଷରେ ପଢୁଛନ୍ତି ସେମାନେ। କ୍ଲାସ୍ ସରିଆସିବା ବେଳ ହେଲାଣି। ଏବେ ପିଲାମାନେ ଘରକୁ ଯିବା କଥା। ଏମିତି…

ବିକାଶର ଅସଲ ସ୍ୱରୁପ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ସାରା ଦେଶରେ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ବିକାଶର ଶିଡ଼ିରେ ଆମ ରାଜ୍ୟ ଓଡ଼ିଶା ଆଗକୁ ଆଗକୁ ଯାଉଛି ବୋଲି ବାରମ୍ବାର ଦାବୀ କରାଯାଉଛି ଓ ଭିନ୍ନ ଭିନ୍ନ ରିପୋର୍ଟରେ ମଧ୍ୟ ତାହା ପ୍ରତିଫଳିତ ହେଉଛି ।…

ସବୁଆଡେ ଶସ୍ତା ସ୍ଲୋଗାନ୍‌

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  କୃଷିପ୍ରଧାନ ଭାରତବର୍ଷରେ ମର୍ଯ୍ୟାଦାସମ୍ପନ୍ନ ବଞ୍ଚିବାର ବାଟକୁ ବଦଳାଇ ଦେଇସାରିଛନ୍ତି ଗଣତାନ୍ତ୍ରିକ ଗର୍ଦ୍ଦଭ ଓ ଅର୍ଥନୈତିକ ଅଥର୍ବମାନେ । ସାତସାତଟା ଦଶନ୍ଧି ଧରି ଏମାନେ ମିଳିମିଶି ପ୍ରଗତିର ପରିଭାଷା ପ୍ରସ୍ତୁତ କରିଛନ୍ତି…

ସୌଭାଗ୍ୟବତୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବାପା ମାଆଙ୍କ ପ୍ରଥମ ସନ୍ତାନ ସେ। ହେଲେ ଝିଅଟା। ସେ କାଳରେ ଝିଅଟା ବୋଲି କହିଲେ, ସମସ୍ତଙ୍କ ନାକ ଟେକି ହେଇଯାଉଥିଲା। ଲୋକେ ନାହିଁ ନଥିବା କଥା କହୁଥିଲେ। ନାହି ନାଡ଼ କଟା ନହଉଣୁ ଗାଁ ମାଇପେ ହୁରି ପକାଇ ଦେଉଥିଲେ, ସେ ଅମୁକ ଲୋକର…

କାଶୀପୁର ଦେଖିଛ ?

ଡାକ୍ତର ଅଭୟ ଦାଶ ଓଡ଼ିଆ ,କହିଲେ ଯେମିତି ଆମେ ନିଆଁରେ ମୁତିଛୁ ! କ'ଣ କରିଦେଲୁକି? ନିଇତି ଶୁଣୁଛୁ କଳାହାଣ୍ଡି, କାଶୀପୁର। ଟାକୁଆ ଖେଚେଡି,ପିଲା ବିକ୍ରି। ମୁଁ ବି ଦେଖିନି, ଦେଖିବା ସୁଯୋଗ ପାଇନି। ପେଟ ପାଇଁ ଜୀବନର ପଚାଶବର୍ଷ ବିତାଇ ଦେଲିଣି ଦିଲ୍ଲୀ ନଗରୀରେ। ସରକାରୀ ଚାକିରି…

ଦଳ ବହୁଳ ରାଜନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦଳବହୁଳ ରାଜନୀତି । ଏକଦଳୀୟ, ଦ୍ୱିଦଳୀୟ, ବହୁଦଳୀୟ ଶାସନବ୍ୟବସ୍ଥାରେ ବ୍ୟୂହବଦ୍ଧ ନିର୍ଦଳୀୟ ଜନସମୁଦାୟ । ସେମାନେ ରାଜନୀତି କରନ୍ତି ନାହିଁ, ଦଳ ଗଢନ୍ତି ନାହିଁ  କିନ୍ତୁ ସେମାନଙ୍କ ନାଆଁରେ ରାଜନୀତି କରାଯାଏ, ଦଳ ଗଢାଯାଏ । ଶାସନର…

ମା’ ଆସୁଛନ୍ତି ହେଲେ ସୁନା ଚାନ୍ଦି ମଧ୍ୟରେ ଚଣ୍ଡିପାଠ ଆଉ ଶୁଭୁନି

ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ଚାନ୍ଦି ମେଢ଼, ସୁନା ମୁକୁଟ, ବିଶାଳ ତୋରଣ, ଅହରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ଦୁଲ ଦାଲ ଭଷାଣି ଉତ୍ସବ ; ଇତ୍ୟାଦି ଇତ୍ୟାଦି। ହେଲେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏହା ପଛର ଅର୍ଥ ଆଦାୟର ଭୟାନକ କାହାଣୀ ? ଦୁର୍ଗାପୂଜା ଆଉ ସେକାଳର ଆରମ୍ଭ…

ଘରଭଙ୍ଗା ଲୋକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ନନ୍ଦନକାନନ ଏକ୍ସପ୍ରେସର ଫାଷ୍ଟକ୍ଲାସ୍ ବଗିରେ ଆଟେଣ୍ଡାଣ୍ଟ ଭାବେ କାମ କରୁଛନ୍ତି ସାହୁ ବାବୁ। ତାଙ୍କ ପୂରା ନାଁ ସନାତନ ସାହୁ। କେହି କେହି ତାଙ୍କୁ ସନା ବାବୁ ବୋଲି ଡାକନ୍ତି ତ ଆଉ କିଏ ସାହୁ ବାବୁ।…

ପ୍ରଗତିଶୀଳ ନାମରେ ବୌଦ୍ଧିକ ଅପରାଧ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ଏକ ୱେବ୍ ସିରିଜ୍ ର ଟପ୍ ପ୍ଲାଟଫର୍ମ ଉପରେ ବିବାଦ ଲାଗି ରହିଛି । ବିବାଦକୁ କେନ୍ଦ୍ର କରି ପୁନର୍ବାର ତାହା ଉପରେ ହେଉଛି ନେଟଫ୍ଲିକ୍ସ ଏବଂ ଏଥିରେ ପ୍ରଦର୍ଶିତ ସିରିଜ୍ ହେଉଛି 'ଏ ସୁଟେବଲ୍ ବୟ ' । ୧୯୯୩ ରେ ବିକ୍ରମ ସେଥଙ୍କ ପ୍ରକାଶିତ ଉପନ୍ୟାସ…