Latest Odisha News

BREAKING NEWS

Browsing Category

ଆଲେଖ

ଗୋଳନ୍ଥରା ହତ୍ୟାକାଣ୍ଡ !

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ ଘଟଣା ସମସ୍ତେ ଜାଣିଛନ୍ତି । ପ୍ରସଙ୍ଗଟି ଆମ ସାମ୍ନାରେ ଘଟିଛି ଓ ବେଶ ତାଜା ଅଛି । ଗଂଜାମ ଜିଲ୍ଲାର ଗୋଳନ୍ଥରାରେ ବିଜୁଳି ତାର ଚଳନ୍ତା ବସରେ ଲାଗିଗଲା । କନିଆ ଘରକୁ ଯାଉଥିବା ୧୦ ଜଣ ନିରୀହ ମଣିଷ ବିଜୁଳି ତାର ଲାଗି…

ରକ୍ତହୀନତାର ଶିକାର ଭାରତ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ଆମ ଦେଶରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସଂପ୍ରତି ଏକ ନୀରବ ଘାତକ ଭାବେ ଉଭା ହୋଇଛି । ରକ୍ତହୀନତା ଆମ ଦେଶର ମହିଳା ମାନଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁଠୁ ବଡ଼ ସମସ୍ୟା । ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ରକ୍ତହୀନତାର ବିପଦ…

ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା, ଭବିଷ୍ୟତ

ଓଡ଼ିଆ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତିକୁ ଗୋଟେ ଶବ୍ଦରେ କହିହେବ- ଦ୍ୱନ୍ଦାତ୍ମକ । ଏ ସମ୍ପର୍କରେ ଚାର୍ଲସ ଡ଼ିକେନ୍ସଙ୍କ ଗୋଟିଏ ବାକ୍ୟକୁ ଧାର କରି ଆହୁରି ସୁନ୍ଦର ଉଦାହରଣଟେ ଦେଇହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ ସମୟ (it is the best of the times and…

‘ଆଇଆଇଏମ୍‍ସି’ରେ ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ମନୋଗ୍ରାଫ୍‍ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ମହାତ୍ମ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ । ସାଧାରଣ ଲୋକଙ୍କ ସମସ୍ୟାକୁ ଖବରକାଗଜ ମାଧ୍ୟମରେ ଉପସ୍ଥାପନ କରୁଥିଲେ ଗାନ୍ଧୀ । ତାଙ୍କ ଭାଷା ଥିଲା ଅତି ସାଧାରଣ ଓ ସ୍ପଷ୍ଟ । ଏହାସହ ଜଣେ ଉଚ୍ଚକୋଟୀର ଉନ୍ନୟନମୂଳକ ସାମ୍ବାଦିକ ଭାବେ ସେ ସାରା ବିଶ୍ୱରେ…

‘ଉଲ୍‌ଗୁଲାନ’ର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏ…

୧୮୫୭ ଅକ୍ଟୋବର ମାସର ମଧ୍ୟଭାଗ । ବେଳା ନଇଁ ଆସୁଛି । ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ ଆଭାରେ ମହାନଦୀର ସ୍ୱଚ୍ଛ ପାଣି ଝଲସୁଥାଏ । ସକାଳେ ଅସରାଏ ବର୍ଷା ହୋଇ ସମ୍ବଲପୁର ସହରକୁ ପରିଷ୍କାର କରିଦେଇଥାଏ । ମହାନଦୀର ପାଣି ଯେତେ କ୍ଷୀପ୍ର ବେଗରେ ବୋହିଯାଉଥାଏ, ଠିକ୍ ସେମିତି…

ଆଇଆଇଏମ୍‍ସିରେ ଲୋକସମ୍ପର୍କ ରାଉଣ୍ଡ ଟେବୁଲ

ଢେଙ୍କାନାଳ: ପ୍ରଯୁକ୍ତି ବିଦ୍ୟା ବା ଟେକ୍ନଲୋଜି କେବେ ବି ସୃଜନଶୀଳତାର ସ୍ଥାନ ନେଇପାରିବନି । ମଣିଷର ଆଭ୍ୟନ୍ତରୀଣ ସୃଜନାତ୍ମକ କଳାର କୌଣସି ବିକଳ୍ପ ନାହିଁ । ଏଣୁ ଜଣେ ଉତ୍ତମ ଲୋକସମ୍ପର୍କ ଅଧିକାରୀଙ୍କ ସ୍ଥାନ କଦାପି ଟେକ୍ନଲୋଜି ପୂରଣ କରିପାରିବନି ବୋଲି କହିଛନ୍ତି ନାଲ୍‍କୋର ଡେପ୍ୟୁଟି…

ସାଧାରଣତନ୍ତ୍ର: ତଥାପି ବି ଯିବାକୁ ଅଛି ଅନେକ ଦୂର…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର ଆମ ଦେଶ ଭାରତ ବିଶ୍ୱର ସର୍ବବୃହତ ସାଧାରଣତନ୍ତ୍ର । ଏହା ଆମ ପାଇଁ ଯେତିକି ଗୌରବର ବିଷୟ, ସେତିକି ଆହ୍ୱାନର ବିଷୟ ବି । ସାଧାରଣତନ୍ତ୍ର ତଥା ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ହେଉଛି, ଏହା ହରଣ ହୋଇଯିବାର ଭୟ ଅଛି ଓ ଏହାର ଆଢ଼ୁଆଳରେ…

କାଶ୍ମିରୀ ପଣ୍ଡିତଙ୍କ ଅଭିଶପ୍ତ ଦିନ; ଜାନୁଆରୀ ୧୯ରେ ସାଜିଥିଲେ ବାରବୁଲା !

୧୯ ଜାନୁୟାରୀ ୨୦୨୦ରେ କଶ୍ମୀର ପଣ୍ଡିତ ଘାଟି ଛାଡିବାର ୩୦ ବର୍ଷ ପୂରଣ ହେଉଛି । ମାନବିକତା କଶ୍ମୀରରେ ସେ ଦିନ ବଳି ପଡି ଯାଇଥିଲା । ଏହି ଦିନଟି ଥିଲା କାଶ୍ମୀରର ମୂଳ ବାସିନ୍ଦାଙ୍କ ଲାଗି ଅଭିଶପ୍ତ ଦିନ । ନିରୀହ କଶ୍ମୀର ପଣ୍ଡିତଙ୍କୁ ଜବରଦସ୍ତ ତାଙ୍କ ଭିଟା ମାଟିରୁ ଛାଡି ଯିବା ପାଇଁ ବାଧ୍ୟ…

“ନୂଆ ପ୍ରଯୁକ୍ତି ବିଦ୍ୟା ଜୀବନକୁ ପ୍ରଭାବିତ କରିଥାଏ”: ନିର୍ଦ୍ଦେଶକ ହିମାଂଶୁ ଖଟୁଆ

ଢେଙ୍କାନାଳ: ନୂଆ ପ୍ରଯୁକ୍ତି ବିଦ୍ୟା ଜୀବନକୁ ପ୍ରଭାବିତ କରିଥାଏ । ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାରେ ନୂଆ ଉଦ୍ଭାବନ ଲୋକଙ୍କ ଜୀବନଶୈଳୀକୁ ମଧ୍ୟ ବଦଳାଇବାରେ ଲାଗିଛି ବୋଲି କହିଛନ୍ତି କିଟ୍‍ ସ୍କୁଲ୍‍ ଅଫ୍‍ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ…

ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ସମ୍ପର୍କିତ କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର’ ।…