Latest Odisha News

BREAKING NEWS

Browsing Category

ଆଲେଖ

ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ସମ୍ପର୍କିତ କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର’ ।…

ବନ୍ଦ ‘ବନ୍ଦ’ ହେଉ…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ପଲିଟିକସ ଫଲିଟିକସ’... କୌଣସି ଅର୍ଥନୈତିକ ପରିସଂଖ୍ୟାନ କି ପୂର୍ବ ମାମଲାର ରେକର୍ଡ଼ ନେଇ ଏ ଲେଖା ମୁଁ ଲେଖୁନି । ସଂପୂର୍ଣ୍ଣ ଭାବେ ମାନବିକ ଆବେଗ ଅନୁସାରେ ଏହାକୁ ଲେଖୁଛି । ଯେଉଁ ଭାବରେ ଗୋଟିଏ ବନ୍ଦ’ ଲୋକମାନଙ୍କୁ ସମାଗ୍ରିକ ଭାବେ…

କନ୍ଦାଉଛି ପିଆଜ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ୱର: ‘ସମୟର ସ୍ୱର’... ପ୍ରାୟତଃ କିଲୋ ପ୍ରତି ୧୨ରୁ ୧୫ ଟଙ୍କା ରହୁଥିବା ପିଆଜ, ଦୀର୍ଘ ଦୁଇ ମାସ ହେବ ଶହେରୁ ଦେଢ଼ ଶହ ଟଙ୍କା ମଧ୍ୟରେ ଉପର ତଳ ହେଉଛି । ହେଲେ ସେଥିରୁ କମିବାର ନା ଧରୁନି । ବିଚରା ଖାଉଟି ମାନେ ପିଆଜ ଲୁହରେ ହନ୍ତସନ୍ତ ହେଲେଣି । ଆମ ଦେଶରେ…

ବର୍ଷର ଆଶା ଅଲିମ୍ପିକରେ ୫ ମେଡାଲ…

ସମ୍ବିତ୍ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଗୁଗଲୀ... ଆରମ୍ଭ ହୋଇସାରିଛି ନୂଆବର୍ଷ । ଏହା କେବଳ ଗୋଟିଏ ବର୍ଷର ଆରମ୍ଭ ନୁହେଁ । ଏହା ଏକ ଦଶନ୍ଧିର ଆରମ୍ଭ ହୋଇଥିବାରୁ ୨୦୨୦ର ଗୁରୁତ୍ୱ ବେଶ ବେଶୀ । ଭାରତୀୟ କ୍ରୀଡ଼ା ସକାଶେ ୨୦୨୦ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି । କ୍ରୀଡ଼ା…

ପର୍ଯ୍ୟଟନ ମାନଚିତ୍ରରେ କେନ୍ଦୁଝର; ପ୍ରାକୃତିକ ପ୍ରାଚୁର୍ଯ୍ୟତାର ଗନ୍ତାଘର

ଭୁବନେଶ୍ୱର: ରାଜ୍ୟ ତଥା ଦେଶବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କେନ୍ଦୁଝର ଜିଲ୍ଲା । ଏଠାରେ ପ୍ରକୃତି କଥାକହେ । ଓଡିଶା ମାନଚିତ୍ରରେ ଇକୋ ଟୁରିଜିମ ଭାବରେ କେନ୍ଦୁଝର ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ବହନ କରେ । ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ।…

ପର୍ଯ୍ୟଟନ ମାନଚିତ୍ରରେ ଯାଜପୁର; ପୁରାତନ କୀର୍ତ୍ତିରାଜିର ଗନ୍ତାଘର

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟ କୀର୍ତ୍ତିରାଜି କୁ ନେଇ ଏହି ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କଳାକୃତି ବିଦ୍ୟମାନ । ସାରା ଜିଲ୍ଲାରେ ରହିଛି ଅନେକ…

ନୂଆବର୍ଷର ସଂକଳ୍ପ: ଆଗକୁ ବଢୁ ସାମୂହିକତା…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ନୂଆ ବର୍ଷ କେବଳ ଦୀର୍ଘ ସମୟକୁ ଭାଗ ଭାଗ କରିବାର ଏକ ବତୀ ଖୁଂଟ ନା ତା ଠାରୁ ବି ଅଧିକ କିଛି! ନୂଆ ବର୍ଷ କ’ଣ କେବଳ ପୁରୁଣା କ୍ୟାଲେଣ୍ଡର ଜାଗାରେ ନୂଆ କ୍ୟାଲେଣ୍ଡର! ନୂଆ ବର୍ଷରେ କ’ଣ ସତରେ କିଛି ନୂଆ ଥାଏ, ନାଁ କେବଳ ମାତ୍ର ଖାତା…

୨୦୧୯ ଭାରତୀୟ କ୍ରୀଡ଼ା: ଅନେକ ସଫଳତା ଅନେକ ଆଶା

୨୦୧୯ ସରିବାକୁ ଯାଉଥିଲା ବେଳେ ଭାରତୀୟ କ୍ରୀଡ଼ା ଉପରେ ନଜର ପକାଇଲା ବେଳେ ସଫା ବାରିହୋଇପଡେ ଏକାଧିକ ଖେଳରେ ଅପୂର୍ବ ଚମକର କଥା । ବିଶେଷ କରି ଅଲିମ୍ପିକ୍‍ କ୍ରୀଡ଼ାର ଏକାଧିକ ଇଭେଣ୍ଟରେ ଆମ ଖେଳାଳିମାନଙ୍କର ସଫଳତା ଏଥର ଆକାଶ ଛୁଆଁ ହେବା ସାଙ୍ଗକୁ ମନରେ ଅନେକ ଆଶା ଭରିଛି । କେବଳ ପି.ଭି…

ଆସନ୍ତୁ ବୁଲିଯିବା କଳା ମୁଗୁନି ପଥରର ପ୍ରସିଦ୍ଧ ଗାଁ’ ଖିଚିଂ !

ବାରିପଦା: ମୁଗୁନି ପଥର ଏବଂ କଳା କାରୁକାର୍ଯ୍ୟ ଲାଗି ମୟୂରଭଞ୍ଜର ଖିଚିଂ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି । କଳା ମଚମଚ ମୁଗୁନି ପଥରରେ ନିର୍ମିତ ଖିଚିଂର କଳାକୃତିକୁ ଆମେ ଅତି ନିକଟରୁ ପରଖିପାରିବା ଯଦି କେବେ ଖିଚିଂ ବୁଲିଯିବା । ଏହି ଶୀତ ଦିନରେ ଖିଚିଂ ବୁଲିଆସିବା ଲାଗି ପ୍ରକୃଷ୍ଟ ସମୟ ।…

ଗୀତ ନିଜ ଭାଗ୍ୟ ନେଇ ନିଜକୁ ତିଆରି କରେ…

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ: ଉଦାସୀ ମୁଁ ବଇଁଶୀ ସୁର ମମ ଝରି କିଛି ଗୀତର ସ୍ୱର ଓ ଗାୟନ ନିଜ ନିଜ ଭାଗ୍ୟ ନେଇ ଆସନ୍ତି । ସେହି ଭାଗ୍ୟକୁ ବଦଳାଇଦେବାର କ୍ଷମତା ନା ସଂଗୀତକାରଙ୍କର ଥାଏ ନା ଗାୟକ/ ଗାୟିକାଙ୍କର । ଯାହାର ଯାହା ଇଚ୍ଛାଥିଲେ ବି ଗୀତ ନିଜ ଭାଗ୍ୟ ନେଇ ନିଜକୁ ତିଆରେ । ତାହା…