Latest Odisha News

BREAKING NEWS

Browsing Category

ଆଲେଖ

କେବେକେବେ ଯେଉଁ ଗୀତରୁ କିଛି ଆଶା ନ’ଥାଏ, ସେ ଗୀତ ଆଣିଦିଏ ପ୍ରସିଦ୍ଧି…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’... ଲୋକପ୍ରିୟତାର ପ୍ରଥମ ସ୍ପର୍ଶ: ଲୋକପ୍ରିୟତାର ପ୍ରଥମ ସ୍ପର୍ଶ କେବେ କେମିତି ଆସିବ ଜାଣିବା ମୁସକିଲ୍ । କେବେକେବେ ଯେଉଁ ଗୀତକୁ ନେଇ ଗାୟକ ବା ଗୀତିକାର ବା ସଂଗୀତକାର ଯେତିକି ଆଶା ବାନ୍ଧିଥାନ୍ତି, ତାହାର କାଣିଚାଏ ବି ଫଳେ ନାହିଁ । ଆଉ କେବେକେବେ ଯେଉଁ…

କେନ୍ଦୁଝରର ଆର୍ତ୍ତନାଦ…

ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ କେନ୍ଦୁଝର ଯଦି କେବେ କଥା କହି ପାରନ୍ତା, ତେବେ ତାର କଥା ଗୁଡିକ ବୋଧେ ଏହି ଭଳି ଆର୍ତ୍ତନାଦର ଭ୍ରମ ସୃଷ୍ଟି କରନ୍ତା: “ଓଃ ! ମୋତେ ଆଉ କେତେ ହାଣିବ, ତାଡିବ, ଖୋଳିବ? ମୋ ଶରୀରକୁ କେତେ ଆଉ କ୍ଷତ ବିକ୍ଷତ କଲେ ତୁମ ମନ…

ଦଣ୍ଡ କାହାକୁ? ବଳାତ୍କାର ନା’ ବଳାତ୍କାରୀକୁ?

ଦୁଷ୍କର୍ମ ଏକ ଅପରାଧ, ମାତ୍ର ଏହାକୁ କେବଳ ଅପରାଧ ବୋଲି ଭାବିବାର ସମୟ ଆଉ ନାହିଁ । ଏକ ନିର୍ଦ୍ଧିଷ୍ଟ ଲିଙ୍ଗ କିମ୍ବା ଗୋଷ୍ଠୀ ଉପରେ ହେଉଥିବା ଅପରାଧକୁ ଏକ ସାଧାରଣ ଅପରାଧ ବୋଲି ଭାବିବା ପ୍ରଯୁଯ୍ୟ ହେବନି । କହିବାର ଅର୍ଥ, ଯେମିତି ଅର୍ଥନୀତିକ ଠକେଇ କିମ୍ବା ଅର୍ଥ ସମ୍ବନ୍ଧୀତ ଯେକୌଣସି…

ଗଣତନ୍ତ୍ରର ତ୍ରାଣକର୍ତ୍ତା ହୋଟେଲ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ମହାରାଷ୍ଟ୍ରରେ ରାତାରାତି ରାଷ୍ଟ୍ରପତି ଶାସନ ହଟାଯାଇ ସକାଳ ସାତଟା ବେଳକୁ ବିଜେପିର ଦେବେନ୍ଦ୍ର ଫଡ଼୍ନାଭିସ୍ ମୂଖ୍ୟମନ୍ତ୍ରୀ ଭାବେ ଓ ଏନ.ସି.ପି.ର ଅଜିତ୍ ପାୱାର ଉପ ମୂଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ହଇଚଇ ଖେଳିଗଲା ସାରା…

ଶୀଘ୍ର ପଦକ୍ଷେପ ନିଅ

ପ୍ରତି ବୁଧବାର ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକିସ ଚଳିତ ବିଧାନସଭାରେ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାର ପରିସଂଖ୍ୟାନ ରାଜ୍ୟରେ ମହିଳାଙ୍କ ପ୍ରତି ସମ୍ମାନ ବିଶେଷ କରି କୁନି କୁନି ଝିଅ ପିଲାଙ୍କ…

ବୌଦ୍ଧିକତାର ମୂଲ ଦେଉଛି ଜେ.ଏନ୍.ୟୁ.

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ବୌଦ୍ଧିକତାର ମୂଲ ଦେଉଛି ଜେ.ଏନ୍.ୟୁ. ବିଚିତ୍ର ବିଶ୍ୱାଳ ଆଜି ଜେ.ଏନ୍.ୟୁ.ର ଛାତ୍ର ଆନ୍ଦୋଳନ ପରିପ୍ରେକ୍ଷୀରେ ଯାହା ବି ହେଉଛି, ଯେପରି ଭାବେ ସରକାର ପୋଲିସ୍ ଲଗେଇ ଛାତ୍ର ମାନଙ୍କୁ ରକ୍ତାକ୍ତ କରି ଆନ୍ଦୋଳନକୁ ଦମନ କରିବାକୁ…

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାମ୍ବାଦିକଙ୍କ ସହାୟତା ନିମନ୍ତେ ଗୋଟିଏ ପାଦ ଆଗକୁ ଆସିଛନ୍ତି ରାଜ୍ୟସରକାର । ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଜରୁରୀ କ’ଣ ? ମଦ ଦୋକାନ ନା ଶୀତଳ ଭଣ୍ଡାର !

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ ପ୍ରତି ମଙ୍ଗଳବାର: ‘ସମୟର ସ୍ୱର’... ଜରୁରୀ କ’ଣ ? ମଦ ଦୋକାନ ନା ଶୀତଳ ଭଣ୍ଡାର ! ବିଚିତ୍ର ବିଶ୍ୱାଳ ମଦ ଦୋକାନ ଓ ଶୀତଳ ଭଣ୍ଡାର ଯଦିଓ କୌଣସି ଦୃଷ୍ଟିରୁ ବି ତୁଳନା ଯୋଗ୍ୟ ନୁହେଁ କି ଉଭୟଙ୍କ ମଧ୍ୟରେ କିଛି ବି ସଂପର୍କ ନାହିଁ, କିନ୍ତୁ ଏଠାରେ…

ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଗୃହରେ କଂଗ୍ରେସର ଦାବି

ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନୂତନ ଆଇନ ପ୍ରଣୟନ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୋମବାର ଦିନ ବିଧାନସଭାରେ ଅପିଲ କରିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ,ସାମ୍ବାଦିକ ମାନେ କର୍ତ୍ତବ୍ୟରତ ଅବସ୍ଥାରେ ଆସାଧୁ ବ୍ୟକ୍ତି ତଥା ଜନପ୍ରତିନିଧିଙ୍କ ଆକ୍ରୋଶର…

ଏମତି ବି ହୁଏ, ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ…

ସୂର୍ଯ୍ୟଦେଓଙ୍କ ନିୟମିତ ସ୍ତମ୍ଭ: ଗୀତ ପଛର ଗପ ଏମତି ବି ହୁଏ ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ... ସୂର୍ଯ୍ୟଦେଓ କଟକିଆ ତାରକସିଆ ଗୋଟିଏ ଗୋଟିଏ ଗୀତର ଭାଗ୍ୟ ତିଆରି ସରିଥାଏ ବହୁୁ ଆଗରୁ । ସେମିତି ଗୀତ ତିଆରି ଆଗରୁ ହିଁି ଗୀତର ଭାଗ୍ୟ ଲେଖା ବି…