Latest Odisha News

BREAKING NEWS

Browsing Category

ଆଲେଖ

ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ବିୟୋଗ; ମୟୂରଭଞ୍ଜରେ ଶୋକସଭା

ବାରିପଦା: ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ଗତ ଗୁରୁବାର ସଂଧ୍ୟାରେ ହୃଦଘାତ ଜନିତ ଅକାଳ ବିୟୋଗ ଘଟିଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବାରିପଦା ପୌର ପରିଷଦ ଅତିଥି ଭବନ ଠାରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ସାମ୍ବାଦିକଙ୍କ ତରଫରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି…

ଜଙ୍ଗଲ: ସରକାର ବନାମ ଆଦିବାସୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର... ଦିଲ୍ଲୀ ବା ଭୁବନେଶ୍ୱେରରୁ ଲୋକମାନଙ୍କ ପାଇଁ ତିଆରି କରାଯାଉଥିବା ବିକାଶ ଯୋଜନା ଓ ଲୋକମାନେ ନିଜ ପାଇଁ ଭାବୁଥିବା ବିକାଶର ପରିକଳ୍ପନା ଭିତରେ ଆକାଶ ପାତାଳ ତଫାତ୍ ଅଛି ବୋଲି ପୁଣି ଥରେ ପ୍ରମାଣିତ ହୋଇଛି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା…

‘ଯାଯାବର ମନମୋର’ ସହଜରେ ଆସିଗଲା କିନ୍ତୁ ପର ଲାଇନ୍ ଲେଖିବାକୁ ଦୁଇମାସ ଲାଗିଲା…

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ... ଯାଯାବର ମନ ଯା’ର ଓଡ଼ିଆ ରକ୍ତରେ ଭେଦିଥିବା ଏହି ଗୀତ ପଛର ଗପ ଯେତେ ରୋମାଂଚିତ କରେ, ତାହାଠାରୁ ଅଧିକ ଏହି କଥାଟି ବିହ୍ୱଳ କରେ ଯେ ଯାହାଙ୍କ ମନ ଯାଯାବର, କେବଳ ସେ ହିଁ ରଚି ପାରନ୍ତି ଏମିତି ଇତିହାସ ଏବଂ କେବଳ ସେ ହିଁ କହିପାରନ୍ତି ଏମିତି ଠୋ ପଟାସ…

ବାରବାଟୀରେ ରୋହିତଙ୍କ ନୂଆ ବିଶ୍ୱ କୀର୍ତ୍ତିମାନ ବ୍ୟତୀତ ସମସ୍ତ ପୂର୍ବ ରେକର୍ଡ଼ ଜାଣନ୍ତୁ…

ଓଡ଼ିଶା କ୍ରୀଡ଼ାଜଗତର ଗର୍ବ ଓ ଗୌରବ ହେଉଛି କଟକସ୍ଥିତ ବାରବାଟୀ ଷ୍ଟାଡିୟମ । ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କୀର୍ତ୍ତିମାନ କରିଛନ୍ତି । ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଶ୍ୱର ସର୍ବାଧିକ ରନ ସଂଗ୍ରହକାରୀ ଭାବେ ଘୋଷିତ ହୋଇଛନ୍ତି ।…

ପିଆଜ ବୋମା…

ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ ରାଜ୍ୟରେ ପିଆଜ ଦର ୧୫୦ ଛୁଇଁଲାଣି କେବେଠାରୁ । ରାଜ୍ୟର କେଉଁ ଇଲାକାରେ କେତେ ଦାମରେ ପିଆଜ ବିକ୍ରି ହେଉଛି, କେହି ତାର ହିସାବ ରଖୁ ନାହାନ୍ତି । କୋଉ ଦିନ ୧୨୦ ଟଙ୍କାରେ କିଲେ ପିଆଜ କଥା ଆସୁଛି ତ କୋଉ ଦିନ ୧୬୦ରେ କିଲେ…

ପୁରୁଷପ୍ରଧାନ ମାନସିକତାର ପରିଣାମ; ଧର୍ଷଣ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ଧର୍ଷଣ ପରି ଘଟଣାକୁ ସମୂଳେ ଲୋପ କରିବାକୁ ହେଲେ ଧର୍ଷଣକୁ ଜନ୍ମ ଦେଉଥିବା ଆମ ସମାଜରେ ବଳବତର ‘ପୁରୁଷପ୍ରଧାନ ମାନସିକତା’କୁ ଏନ୍କାଉଂଟର କରିବାକୁ ପଡ଼ିବ । ଦିନ ପ୍ରତିଦିନ ଆମ ସମାଜରେ ବଢ଼ୁଥିବା ଧର୍ଷଣ ପରି ଘଟଣାର ମୂଖ୍ୟ କାରଣ ହେଉଛି…

‘ବିକାଶ ଓ ମୂଲ୍ୟବୋଧ’ର ବାହକ ଭାଗବତ ବାବୁ…

୧୯୮୬ ମସିହାରେ ମୋତେ ସ୍ୱର୍ଗତ ବ୍ରଜମୋହନ ମହାନ୍ତି ସଂଘରେ ନେଇ ବସନ୍ତ ବିଶ୍ୱାଳଙ୍କ ତଥାକଥିତ ଝାଉଁ ଜଙ୍ଗଲ କ୍ୱାର୍ଟରକୁ ନେଇଥିଲେ । ମୁଁ ନିମାପଡ଼ା କଲେଜର ଛାତ୍ର ନେତା ହିସାବରେ ବ୍ରଜମୋହନ ମହାନ୍ତିଙ୍କ ସଂସ୍ପର୍ଶରେ ଆସିଥିଲି ଏବଂ ବିଭିନ୍ନ ସମୟରେ ବ୍ରଜବାବୁଙ୍କ ଲୋକସଭା ଓ ବିଧାନସଭା…

ବାରବାଟୀ ଷ୍ଟାଡିୟମ: କିଛି କଥା, କିଛି ବେଦନା…

ସଂବିତ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ‘ଗୁଗଲୀ’... ଏଇ ରବିବାର ମାନେ ଡିସେମ୍ବର ୨୨ ତାରିଖ ଦିନ ପୁଣି ଝଲସି ଉଠିବ ଆମ ବାରବାଟୀ ଷ୍ଟାଡିୟମ । ଶେଷ ଦିନିକିଆରେ ବାଜିମାତ୍ କରିବାକୁ ଲଢେଇ କରିବେ ଇଣ୍ଡିଆ ଓ ଇଣ୍ଡିଜ । ଜଣେ କ୍ରୀଡ଼ା ସାମ୍ବାଦିକ, କ୍ରୀଡ଼ା ଭାଷ୍ୟକାର ତଥା ଜଣେ ନିରୋଳା ଖେଳ ପାଗଳ…

ନ୍ୟାୟପାଳିକାକୁ ଏନକାଉଣ୍ଟର୍ !

ବିଚିତ୍ର ବିଶ୍ୱାଳଙ୍କ ପ୍ରତି ମଙ୍ଗଳବାର ନିୟମିତ ସ୍ତମ୍ଭ ‘ସମୟର ସ୍ୱର’... ହାଇଦ୍ରାବାଦର ଭେଟେନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାର ଚାରି ଅଭିଯୁକ୍ତ ଗତ ୬ ତାରିଖରେ ପୋଲିସ୍ ଏନକାଉଂଟରରେ ମୃତ୍ୟୁବରଣ କରିଛନ୍ତି । ପୋଲିସ୍ର କହିବା ଅନୁସାରେ ଅଭିଯୁକ୍ତ ମାନଙ୍କୁ ଅପରାଧ ସ୍ଥଳୀକୁ ନେବା…

ନ୍ୟାୟପାଳିକାକୁ ଏନକାଉଣ୍ଟର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ହାଇଦ୍ରାବାଦର ଭେଟେନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାର ଚାରି ଅଭିଯୁକ୍ତ ଗତ ୬ ତାରିଖରେ ପୋଲିସର ଏନକାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି । ପୋଲିସର କହିବା ଅନୁସାରେ ଅଭିଯୁକ୍ତ ମାନଙ୍କୁ ଅପରାଧ ସ୍ଥଳୀକୁ ନେବା ସମୟରେ ସେମାନେ…