Latest Odisha News

BREAKING NEWS

Browsing Category

ଅନନ୍ୟ ଶଙ୍ଖକ୍ଷେତ୍ର

ଦେଉଳ ଦେହରେ କେତେ ଦେଉଳ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଅଙ୍ଗ ଶିଖର - କାରୁକାର୍ଯ୍ୟ ମଣ୍ଡିତ ବିମାନର ଗଣ୍ଡିରେ ଅନୁରଥ ପଗମାନଙ୍କରେ ଉଲମ୍ବ ଭାବରେ ରହିଥିବା ଅଙ୍ଗଶିଖର ଗୁଡ଼ିକ ସ୍ଥାପତ୍ୟ ଗତ ଅଳଙ୍କରଣର ପ୍ରମୁଖ ଅଂଶବିଶେଷ । ପଞ୍ଚରଥ ଶୈଳୀରେ ଦେଉଳରେ ପ୍ରତିପାଶ୍ୱର୍ରେ କେନ୍ଦ୍ରରେ…

ଦେଉଳ ଦେହରେ କ୍ଷୁଦ୍ର ଦେଉଳ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀବତ୍ସ ଖଣ୍ଡଶାଳ ଭାବେ ନାମିତ ଶ୍ରୀମନ୍ଦିରର ବିମାନ ଆପାଦମସ୍ତକ କାରୁକାର୍ଯ୍ୟମଣ୍ଡିତ ହୋଇ ଶୋଭା ପାଉଅଛି । କଳିଙ୍ଗ ଶୈଳୀର ଏହି ବିଶାଳ ସ୍ଥାପତ୍ୟରେ ଶିଳ୍ପୀମାନେ ପାରମ୍ପରିକ ଜ୍ଞାନ କୌଶଳ ଅବଲମ୍ବନରେ ଖଞ୍ଜି ଦେଇଛନ୍ତି…

ଶ୍ରୀବତ୍ସ ଖଣ୍ଡଶାଳ -୩

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ " ଅନନ୍ୟ ଶଙ୍ଖକ୍ଷେତ୍ର" ସ୍ଥୂଳ ବର୍ଣ୍ଣନା :- ଶ୍ରୀଜଗନ୍ନାଥ ମନ୍ଦିରର ବିମାନ ବା ଗର୍ଭଗୃହ ପଞ୍ଚରଥ ଶୈଳୀରେ ନିର୍ମିତ ଏକ ରେଖ ଦେଉଳ । ପୂର୍ବ ବର୍ଣ୍ଣିତ ଉଚ୍ଚତା ବିଶିଷ୍ଟ ଉକ୍ତ ମନ୍ଦିର ଶିଳ୍ପଶାସ୍ତ୍ରରେ ଉଲ୍ଲିଖିତ ନିୟମ ଅନୁସାରେ ନିମ୍ନରୁ…

ଶ୍ରୀବତ୍ସ ଖଣ୍ଡଶାଳ -୨

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀମନ୍ଦିରର ନିର୍ମାଣ କାଳ ୧୧ ଶ /୧୨ଶ ଶତାବ୍ଦୀରେ କଳିଙ୍ଗର ଶିଳ୍ପୀମାନେ ପ୍ରାଚୀନ ଶାସ୍ତ୍ର ବର୍ଣ୍ଣିତ ଦେବନାଗରୀ ଭାଷାର ତଥ୍ୟକୁ ନିଜ ଭାଷାରେ ଅନୁବାଦ କରିପଦ୍ୟାକାରରେ ପୁନଃଲେଖନ କ୍ଷେତ୍ରରେ ପ୍ରବୀଣ ଥିଲେ । ସେହିଭଳି…

ଶ୍ରୀବତ୍ସ ଖଣ୍ଡଶାଳ -୧

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ସର୍ବଭାରତୀୟ ମନ୍ଦିର ସ୍ଥାପତ୍ୟର କ୍ରମବିକାଶ କ୍ଷେତ୍ରରେ ଉତ୍ତର ଭାରତୀୟ ନାଗର ସ୍ଥାପତ୍ୟ ଶୈଳୀରେ ମୂଳ ଗଣ୍ଡି ମଧ୍ୟରେ ଦ୍ରାବିଡ଼ ଓ ବେସର ସ୍ଥାପତ୍ୟର ମିଶ୍ରଣ ଓ ସମନ୍ୱୟ ପ୍ରତିଷ୍ଠା କରି ପ୍ରାଚୀନ କଳିଙ୍ଗରେ ଯେଉଁ…

ଗୁମୁଟ ଗୁମର (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଆଭ୍ୟନ୍ତରିଣ ତୋରଣ : ଦେବାଳୟର ପ୍ରବେଶ ପଥରେ ବିିଭିନ୍ନ ନକ୍‌ସା ସମ୍ବଳିତ ସମାନ୍ତରାଳ ପଟି ସମୁହ ଦ୍ୱାରା ସମୃଦ୍ଧ ଭବ୍ୟ ତୋରଣ ଆମ ପାରମ୍ପରିକ ମନ୍ଦିର ସ୍ଥାପତ୍ୟର ଏକ ପ୍ରମୁଖ ଅଂଶ । ଏହି ପଟିଗୁଡ଼ିକରେ କଳାତ୍ମକ ନକ୍‌ସା…

ଭୋଗମଣ୍ଡପର କାରୁକାର୍ଯ୍ୟ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ବିିଭିନ୍ନ ପାଗର ଭିନ୍ନ ଭିନ୍ନ ସ୍ତରରେ ଖାଖରା ମୁଣ୍ଡି ଓ ପୀଢ଼ ମୁଣ୍ଡି ଭିତରେ ଏବଂ ବିିଭିନ୍ନ ସନ୍ଧି ଓ ଖୋପ ମଧ୍ୟରେ ମୁଗୁନି ପଥରର ସୁନ୍ଦର ସାନ ବଡ଼ ମୂର୍ତ୍ତି  ସବୁ ବିଦ୍ୟମାନ । ବଉଳମାଳିଆ ପଥରର କାରୁକାର୍ଯ୍ୟରେ…

ଭୋଗମଣ୍ଡପର କାରୁକାର୍ଯ୍ୟ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀଜଗନ୍ନାଥ ମନ୍ଦିରରେ ନାଟ୍ୟ ମନ୍ଦିରର ସଂଲଗ୍ନ ହୋଇ ପୂର୍ବ ଦିଗକୁ ରହିଛି ପଞ୍ଚରଥ ଶୈଳୀରେ ଗଠିତ ପିଢ଼ ବା ପିରାମିଡ଼ ଶିଖର ଶୋଭିତ ଭୋଗମଣ୍ଡପ । ଏହାର ପଶ୍ଚିମ ପାଶ୍ୱର୍ ନାଟ୍ୟମଣ୍ଡପ ସହିତ ସଂଯୁକ୍ତ ରହିବା ସହିତ…

ନାଟ୍ୟ ମଣ୍ଡପର କଳା ଓ ସ୍ଥାପତ୍ୟ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ନାଟ୍ୟ ମଣ୍ଡପର ମଧ୍ୟ ଭାଗରେ ଥିବା ଷୋହଳଗୋଟି ସ୍ତମ୍ଭର ଚତୁଃପାଶ୍ୱର୍ରେ ଥିବା ଭାସ୍କର୍ଯ୍ୟ ତଥା ଚିତ୍ରଣର ବିବରଣୀ ନିମ୍ନରେ ପ୍ରଦାନ କରାଗଲା । ପ୍ରଦତ୍ତ ନକ୍ସାର ଅନୁସରଣ କଲେ ବିବରଣୀ ପ୍ରାଞ୍ଜଳ ଭାବେ ବୁଝିହେବ ।…

ନାଟ୍ୟ ମଣ୍ଡପର କଳା ଓ ସ୍ଥାପତ୍ୟ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ଶ୍ରୀମନ୍ଦିରର ନାଟ୍ୟ ମଣ୍ଡପ ବା ନାଟ୍ୟ ମନ୍ଦିରର କଳା ଓ ସ୍ଥାପତ୍ୟରେ ଅନେକ ବିଶେଷତ୍ୱ ରହିଛି । ପ୍ରାୟ ୮୦ଫୁଟ ଙ୍ଘ ୮୦ଫୁଟ ଭିତ୍ତିଭୂମି ଉପରେ ନିର୍ମିତ ଏହି ମଣ୍ଡପ ସାଧାରଣତଃ କଳିଙ୍ଗ ଶୈଳୀର ମନ୍ଦିରର ସ୍ଥାପତ୍ୟଠାରୁ…