Latest Odisha News
Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟର ୧୬ ଜିଲ୍ଲାରୁ ୧୦ରୁ କମ୍ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଦିନକରେ ୩୩୫ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ଗତ ୨୪ ଘଣ୍ଟାରେ ୩୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୧୪୨ଟି ରହିଛି । ରାଜ୍ୟର ୨୭ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଥିବା ବେଳେ ୧୬…

ବିଶ୍ୱ କରୋନା: ୨୪ ଘଣ୍ଟାରେ ୭ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ ୨୧୮ଟି ଦେଶରେ ଏପର୍ଯ୍ୟନ୍ତ ୧୬ ଲକ୍ଷରୁ ଅଧିକ କରୋନା ସଂକ୍ରମଣର ମୃତ୍ୟୁ ହୋଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୭ ଲକ୍ଷ ନୂତନ ମାମଲା ରିପୋର୍ଟ ହୋଇଛି ଏବଂ ୧୨,୨୯୨ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଆମେରିକା, ଭାରତ ଏବଂ ବ୍ରାଜିଲରେ କରୋନାର ସର୍ବାଧିକ ପ୍ରଭାବ…

ଦେଶରେ ୯୮ଲକ୍ଷ କରୋନା ସଂକ୍ରମିତ, ମୃତ୍ୟୁସଂଖ୍ୟା ୧ଲକ୍ଷ ୪୨ହଜାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୦ହଜାର ୫ ନୂଆ ଆକ୍ରାନ୍ତ । ଏହି ସମୟରେ ୧୦ଲକ୍ଷ ୬୫ହଜାର କୋଭିଡ୍ ଟେଷ୍ଟ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୨୬ହଜାର ୭୭୫କୁ ବୃଦ୍ଧି ପାଇଛି ।…

ଆମେରିକାରେ ୨୪ ଘଣ୍ଟା ଭିତରେ ଦିଆଯିବ Pfizer ଟିକା: ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ବ୍ରିଟେନ, ବାହାରିନ୍, କାନାଡ଼ା ପରେ ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମୋଦନ ଦେଇଛି ଆମେରିକା । କିଛି ଦିନ ଭିତରେ ସବୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବ । ତାପୂର୍ବରୁ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ୨୪ ଘଣ୍ଟା ଭିତରେ ପ୍ରଥମ …

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୪୦୮ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

ସିଘୁଂ ବର୍ଡରରେ କୃଷକଙ୍କ ଆନ୍ଦୋଳନ ମଧ୍ୟର‌େ ୨ ପ‌ୋଲିସ ଅଧିକାରୀ କର‌ୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ନୂତନ କୃଷି ଆଇନ ପ୍ରତ୍ୟାହାର ଜିଦରେ ଅଡିବସିଛନ୍ତି କୃଷକମାନେ। ପଞ୍ଜାବ ସମେତ ଅନେକ ରାଜ୍ୟରୁ ହଜାର ହଜାର କୃଷକ ସିଘୁଂ, ଟିକ୍ରି, ଚିଲା ଏବଂ ଗାଜିପୁର ସୀମାରେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଛନ୍ତି।…

ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କର‌ୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କର‌ୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଦିନକର‌େ ୩୦ ହଜାରରୁ କମ୍ ପଜିଟିଭ ଚିହ୍ନଟ ହ‌ୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ଦିନକର‌େ ୨୯ ହଜାର ୩୯୮ କରୋନା ସଂକ୍ରମିତ ଚିହ୍ନଟ ହ‌ୋଇଥିବା ବେଳେ…

ଟୀକାକରଣ ପାଇଁ ରାଜ୍ୟର ପ୍ରସ୍ତୁତି ପ୍ରକ୍ରିୟା ଆଗୁଆ ସ୍ତରରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ୍ ମୁକାବିଲାର ସମୀକ୍ଷା କରି ରାଜ୍ୟରେ କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇଛି । ଶୀତ ଋତୁର ଆଶଙ୍କା ମଧ୍ୟ…

ଦେଶରେ ହେଲାଣି ୧୫ କୋଟି କରୋନା ଟେଷ୍ଟ, ମାତ୍ର ୧୦ ଦିନରେ ଏକ କୋଟି ନମୁନା ପରୀକ୍ଷା

ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୫କୋଟି ନମୁନା ପରୀକ୍ଷା ହୋଇସାରିଲାଣି । ଗତ ୧୦ ଦିନରେ ଏକ କୋଟିରୁ ଅଧିକ ଟେଷ୍ଟ କରାଯାଇଛି । ମୋଟ୍ ୧୫ କୋଟି ୭ ଲକ୍ଷ ୫୯ ହଜାର ୭୨୬ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ…

ବାହାଘରରୁ ହେଲା କରୋନା! ଚାଲିଗଲା ବରର ଜୀବନ, ପରିବାରର ୯ ଜଣ ପଜିଟିଭ୍

ଉତ୍ତରପ୍ରଦେଶ: ବିବାହକୁ ହୋଇଥିଲା ମାତ୍ର ୧୦ ଦିନ । ପତ୍ନୀକୁ ଏକାକରି ଆରପାରିବୁ ଚାଲିଗଲେ ସ୍ବାମୀ । କରୋନା ଯୋଗୁ ହେଲା ମୃତ୍ୟୁ । ପରିବାରର ଅନ୍ୟ ୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ଖବର ଆସିଛି ଉତ୍ତରପ୍ରଦେଶ ଫିରୋଜାବାଦରୁ । ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମାତ୍ର ୧୦…