Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବାହାଘରରୁ ହେଲା କରୋନା! ଚାଲିଗଲା ବରର ଜୀବନ, ପରିବାରର ୯ ଜଣ ପଜିଟିଭ୍

ଉତ୍ତରପ୍ରଦେଶ: ବିବାହକୁ ହୋଇଥିଲା ମାତ୍ର ୧୦ ଦିନ । ପତ୍ନୀକୁ ଏକାକରି ଆରପାରିବୁ ଚାଲିଗଲେ ସ୍ବାମୀ । କରୋନା ଯୋଗୁ ହେଲା ମୃତ୍ୟୁ । ପରିବାରର ଅନ୍ୟ ୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ଖବର ଆସିଛି ଉତ୍ତରପ୍ରଦେଶ ଫିରୋଜାବାଦରୁ । ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମାତ୍ର ୧୦…

ରାଜ୍ୟରୁ ମହାମାରୀ ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ । ୫ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ବଲାଙ୍ଗିର ଜିଲ୍ଲାରୁ ଜଣେ ୭୦ବର୍ଷୀୟ ବୃଦ୍ଧା । ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୫୩ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେହିପରି…

ଖସୁଛି କରୋନା ଟ୍ରେଣ୍ଡ: ରାଜ୍ୟର ୨୫ ଜିଲ୍ଲାରୁ ୩୪୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଏବେ ପ୍ରତିଦିନ ଚାରି ଶହରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ୩୪୩ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୯୭ ଜଣ ଆକ୍ରାନ୍ତ । ଲୋକାଲ୍ କଣ୍ଟାକ୍ଟ…

୨୪ ଘଣ୍ଟାର‌େ ଦେଶରୁ ୩୧ ହଜାରରୁ ଅଧିକ କର‌ୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଟ୍ରେଣ୍ଡ ଖସୁଥିବା ବେଳେ ଦୈନିକ ଆକ୍ରାନ୍ତ ମଧ୍ୟ କମ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୧ ହଜାର ୫୨୨ ନୂଆ ଆକ୍ରାନ୍ତ ଟଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ୬୭ ହଜାର ୩୭୨କୁ ବୃଦ୍ଧି ପାଇଛି ।…

କର‌ୋନା ଟିକା ନ‌େଲ‌େ ପ୍ରଥମ ଓଡିଆ

ଲଣ୍ଡନ: ପ୍ରଥମ ଓଡିଆ ଭାବ‌େ କର‌ୋନା ଟିକା ‌ନ‌େଇଛନ୍ତି ବ୍ରିଟ‌େନରେ ସ୍ବାସ୍ଥ୍ୟର୍କମୀ ଭାବ‌େ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର। ସୂଚନା ଅନୁଯାୟୀ ଗତ ମଙ୍ଗଳ ବାର ଠାରୁ ବ୍ରିଟ‌େନର‌େ ଫାଇଜର ଟିକାକରଣ ଆରମ୍ଭ ହ‌ୋଇଥିବା ବ‌େଳେ ଡ. ଶୈଳେଶ ମିଶ୍ରଙ୍କୁ ଏହି ଟିକା ଦିିଆଯାଇଛି। ଏନେଇ…

କ’ଣ ସେରମ ଓ ଭାରତ ବାୟୋଟେକ୍ ଟିକାକୁ ମିଳିନାହିଁ ମଞ୍ଜୁରୀ ? ସରକାର ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଅନେକ ଦେଶରେ ଟୀକାକରଣ ଆରମ୍ଭ ହୋଇସାରିଲାଣି । ଭାରତରେ କରୋନାକୁ ମାରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ ଟିକା ପ୍ରସ୍ତୁତ ହୋଇ ରହିଛି । ଏହା ଭିତରେ ଖବର ଆସି ପହଞ୍ଚିଥିଲା କି, କୋଭିଡ୍-୧୯ ଭ୍ୟାକସିନର ଜରୁରୀକାଳୀନ ବ୍ୟବହାର…

ଭୁବନେଶ୍ୱର, ପୁରୀ ଓ ସମ୍ୱଲପୁରରୁ ଆଖି ବୁଜିଲେ ୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ଜଣଙ୍କର ମୃତ୍ୟୁ ହୋଇଛି । ୩ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରୁ ଜଣେ ୭୪ବର୍ଷୀୟ ବୃଦ୍ଧ ଓ ଜଣେ ୪୯ ବର୍ଷୀୟ ମହିଳା କରୋନାରେ ମୃତ୍ୟୁବରଣ କରିଛନ୍ତି । Regret…

ଅଧା ଓଡ଼ିଶାରେ ଦୁଇ ଅଙ୍କ ତଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୩୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୨୩ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୬୩ଟି । ୨୮ଟି ଜିଲ୍ଲାରୁ ନୂଆ…

ଦେଶରେ ୨୪ ଘଣ୍ଟାରେ ୧୦ ଲକ୍ଷ କୋଭିଡ୍ ଟେଷ୍ଟ, ୩୨ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦିନକୁ ୧୦ ଲକ୍ଷ କୋଭିଡ୍ ଟେଷ୍ଟ । ଚିହ୍ନଟ ହେଉଛନ୍ତି ୪୦ ହଜାରରୁ କମ୍ କରୋନା ଆକ୍ରାନ୍ତ । ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୧୦ଲକ୍ଷ ୨୨ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୩୨ ହଜାର ୮୦ ସଂକ୍ରମିତ । ମୋଟ୍ ଆକ୍ରାନ୍ତଙ୍କ…

ପୁଲଓ୍ୱାମାରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଜଣ ଆତଙ୍କବାଦୀ । ତେବେ ସେମାନଙ୍କର ପରିଚୟ ମିଳି ପାରି ନାହିଁ । ଆଉ କିଛି ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍। ପୁଲୱାମାର ଟିକନ ଅଞ୍ଚଳରେ ଆତଙ୍କାବାଦୀ ଲୁଚିଥିବା…