Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୫୨୩ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୨୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ୨୭ ପଜିଟିଭ, ୪୫ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। https://twitter.com/bmcbbsr/status/1336324694459334663?s=19 ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୯ ଓ ସ୍ଥାନୀୟ…

ଭାଙ୍ଗିଲେ କ୍ୱାରେଣ୍ଟାଇନ୍ ନିୟମ, ଗଣିଲେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଜରିମାନା

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବା ଜଣେ ବ୍ୟକ୍ତିଙ୍କୁ ଅତିରିକ୍ତ ମହଙ୍ଗା ପଡିଛି । ଘଟଣା ୧୦୦କି ୨୦୦ ଟଙ୍କାରେ ତୁଟିନଥିଲା । ବରଂ ଜରିମାନା ଭାବେ ସେହି ବ୍ୟକ୍ତିଙ୍କୁ ୨ଲକ୍ଷ ୫୮ହଜାର ୩୨୯ ଟଙ୍କା ଦେବାକୁ ନୋଟିସ୍ ଜାରି ହୋଇଛି । ଏହି ଘଟଣାଟି ଘଟିଛି ତାଇୱାନର କାଓସିଙ୍ଗ୍ ସହରରେ ।…

କନ୍ୟା ରାସ୍ତାର କଣ୍ଟା ସାଜିଲା କରୋନା

ସତନା(ମ.ପ୍ର): କରୋନରେ ସଂକ୍ରମିତ ହୋଇଥିଲା କନ୍ୟା । ସେପଟେ ସରିଥିଲା ବିବାହ । ଏପରି ସ୍ଥିତିରେ ବାଧ୍ୟ ହୋଇ ବିନା କନ୍ୟାରେ ଘରକୁ ବାହୁଡିଥିଲେ ବରପକ୍ଷ । ଏପରି ଏକ ଘଟଣାକୁ ନେଇ ବରପକ୍ଷ କୋକୁଆ ଭୟରେ ଥିବାବେଳେ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ସତନା ଜିଲ୍ଲା । ସତନା ଜିଲ୍ଲାର ବାବୁପୁର…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ଭୁବନେଶ୍ୱର: ପ୍ରାଣ ନେଉଛି ପ୍ରାଣଘାତୀ କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬ ଜଣଙ୍କର ଜୀବନ ଯାଇଛି । ୫ଟି ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଦୁଇ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି । 3.A 37-year-old female of Puri district…

ରାଜ୍ୟରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ୩୪୯ ପଜିଟିଭ୍, ସୁସ୍ଥହାର ୯୮%

ଭୁବନେଶ୍ୱର: ତିନି ଶହକୁ ଖସିଛି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ । ଦିନକୁ ପାଖିପାଖି ୪୦ ହଜାର କୋଭିଡ୍ ଟେଷ୍ଟ ହେଉଛି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୯୮ ଓ…

ଭାରତ ବାୟୋଟେକ୍ ମାଗିଲା ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ଜରୁରୀକାଳିନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଭାରତରେ ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରେ ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭରତ ବାୟୋଟେକ୍ ଏହାର ଆଣ୍ଟି-କୋଭିଡ୍-୧୯ ଟିକା ପାଇଁ ଲୋଡ଼ିଛି ଜରୁରୀକାଳୀନ ବ୍ୟବହାର ଅନୁମତି । କେନ୍ଦ୍ରୀୟ ଔଷଧ ନିୟାମକରେ ଆବେଦନ କରିଛି ଭାରତ ବାୟୋଟେକ୍ । ଭାରତରେ…

ଦେଶରେ ୯୭ ଲକ୍ଷ ଟପିଲା କରୋନା ପଜିଟିଭ୍: ୨୪ଘଣ୍ଟାରେ ୨୬ ହଜାର ଆକ୍ରାନ୍ତ, ୩୮୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬ହଜାର ୫୬୭ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୭ଲକ୍ଷ ୩ହଜାର ୭୭୦କୁ ବୃଦ୍ଧି ପାଇଛି । ଦେଶରେ କରୋନା ସଂକ୍ରମଣ ଚିହ୍ନଟର ୩୧୩ଦିନ ଭିତରେ…

ଆଜିଠୁ ବ୍ରିଟେନରେ କରୋନା ଟିକାକରଣ, ଲୋକଙ୍କୁ ଦିଆଯିବ ଫାଇଜର୍ ଟିକା

ଲଣ୍ଡନ: ଆଜିଠୁ ବ୍ରିଟେନରେ ଆରମ୍ଭ ହେଉଛି କରୋନା ଟିକାରରଣ ଅଭିଯାନ । ଲୋକଙ୍କୁ ଦିଆଯିବ ଚଲସଚ୍ଛରr / ଈସକ୍ଟଘକ୍ଟଗ୍ଧରମଷ ଦ୍ୱାରା ଉତ୍ପାଦିତ ଟିକା । ଫାଇଜର ଟିକାକୁ ବ୍ୟବହାର କରୁଥିବା ପ୍ରଥମ ଦେଶ ହେବ ବ୍ରିଟେନ । ସରକାର କହିଛନ୍ତି, ଏହି ଟିକା ପ୍ରଥମେ ଡାକ୍ତରଖାନାରେ ଯୋଗାଇ ଦିଆଯିବ । ପରେ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୬୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି- ତେବେ ୬୦୭ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍…