Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତି କିଭଳି ନେବେ ଯତ୍ନ? ଜାଣନ୍ତୁ

ଭୁବନେଶ୍ୱର: କରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟର ଯତ୍ନ ଦେବା ଆବଶ୍ୟକ । ନଚେତ ଏହା ଶରୀରକୁ ଅଧିକ କ୍ଷତି କରିଦେବ । ତେଣୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ଡାକ୍ତରମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍…

ବାଣ ବଜାର ନ ଖୋଲିବାକୁ ଆହ୍ୱାନ

ବ୍ରହ୍ମପୁର:କରୋନା ଭିତରେ ବାଣ ବଜାର ନ ଖୋଲିବାକୁ ଆହ୍ୱନ । ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳି ପାଇଁ ଗଂଜାମ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି । ଏଥିସହ ବାଣ ମାର୍କେଟ ନ ଖୋଲିବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି, ପ୍ରଥମେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା…

କାମ ଦେଉଛି CureVacର କରୋନା ଟିକା, ଖୁବଶୀଘ୍ର ଆସିପାରେ ବଜାରକୁ

ୟୁରୋପ: ଚାରିଆଡେ ମାରାତ୍ମକ ଭାଇରାସ କରୋନାକୁ ନେଇ ହା ହା କାର । ଏହାର ମୁକାବିଲା ପାଇଁ ପ୍ରାୟ ସବୁ ଦେଶ ଟିକା ତିଆରି କିରବାରେ ଲାଗି ପଡିଛନ୍ତି । ଏହାରି ଭିତରେ ଜର୍ମାନ ବାୟୋଟେକ କମ୍ପନୀ କିଓରଭାକ(CureVac)ର CVnCoV ନାମକ କରୋନା ଟିକା ମଣିଷ ଶରୀରରେ ଫଳପ୍ରଦ ହେଉଥିବା କମ୍ପାନୀ ଦାବି…

କରୋନା ଡେଥ୍ କେସ୍: ଓଡ଼ିଶାର ୯ ଜିଲ୍ଲାରୁ ଆଉ ୧୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ବଢୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୧୨ ଜୀବନ ନେଇଛି ମହାମାରୀ । ଚିକିତ୍ସାଧୀନ ଅବସ୍ଥାରେ ୯ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୫ ଜଣ ମହିଳା ଓ ୭ ଜଣ ପୁରୁଷ…

ରାଜ୍ୟରେ ୧୨ ଶହ ନୂଆ କରୋନା ପଜିଟିଭ୍, ୧୪ ହଜାର ତଳକୁ ଖସିଲା ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ଲଢ଼େଇ ଭିତରେ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ମହାମାରୀ କାୟା କମୁଛି । ଖସୁଛି ଆକ୍ଟିଭ୍ କେସ୍ । ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧ ହଜାର ୨୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୭୯ ଜଣ…

ଦେଶରେ ଖସୁଛି: ୨୪ ଘଣ୍ଟାରେ ୩୮ ହଜାର କରୋନା ଆକ୍ରାନ୍ତ, ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଟ୍ରେଣ୍ଡ । ଦୈନିକ କେସ୍ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଚାରେ ସଂକ୍ରମିତ ହୋଇଛନ୍ତି ଆଉ ୩୮ ହଜାର ୩୧୦ ଜଣ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି । ଲକ୍ଷେ ୨୩ ହଜାର ମୃତ୍ୟୁ ସେହିପରି ଗତ ୨୪ ଘଣ୍ଟାରେ…

ଗଞ୍ଜାମରେ ଡିସେମ୍ବର ଯାଏଁ ଖୋଲିବନି ମନ୍ଦିର

ଗଞ୍ଜାମ: ଆହୁରି ମାସେ ଯାଏଁ ଗଂଜାମରେ ଖୋଲିବନି ମନ୍ଦିର । ଭକ୍ତ ପାଇଁ ମନ୍ଦିର ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ…

ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୭୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ସଂକ୍ରମଣ ୨୯ ହଜାର ୩୧୦କୁ ଛୁଇଁଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)…

ଓଡିଶା ପୋଲିସର ୬୦୦ ଅଧିକାରୀ ଦେଲେଣି ପ୍ଲାଜମା

ଭୁବନେଶ୍ୱର: ଓଡିଶା ପୋଲିସର ୬୦୦ ଜଣ କୋଭିଡ ଯୋଦ୍ଧା ଏଯାବତ୍ ପ୍ରଦାନ କରିଛନ୍ତି ପ୍ଲାଜମା ଦାନ। ସୂଚନା ଅନୁଯାୟୀ, କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ, ରାଉରକେଲା ଆଇଜିଏଚ୍‌, ବୁର୍ଲା ଭିମସାର୍‌, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌, ଭୁବନେଶ୍ୱରର…

ଟିକା ପାଇଁ ନାଁ ଦେଲେଣି ୯୮% ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: କରୋନା ଟିକା ପାଇଁ ଏଯାଏଁ ୯୮ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ତଥ୍ୟ ଦେଲେଣି । ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ…