Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ରାଜ୍ୟରେ ପୁଣି ବଢ଼ିଲା, ଗୋଟିଏ ଦିନରେ ୧୪ ଶହ ୯୯ କରୋନା ପଜିଟିଭ୍

ଭୁବନେଶ୍ୱର: ତିନି ଦିନ ପରେ ରାଜ୍ୟରେ ଗୋଟିଏ ଦିନରେ ପୁଣି ୧୫ ଶହ ପାଖାପାଖି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ଆଉ ୧୪ ଶହ ୯୯ । କ୍ୱାରେଣ୍ଟାଇନ ସେଣ୍ଟର-୯୧୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୮୫। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ…

ଅନୁଗୁଳରେ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ !

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ କରୋନା ସନ୍ଦିଗ୍ଧଙ୍କର ମୃତ୍ୟୁ ହୋଇଛି । ତାଙ୍କର କରୋନା ଯୋଗୁଁ ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡିପାରିନାହିଁ । ଏଥି ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଛି । ସୂଚନା ଅନୁଯାୟୀ, ବଅଁରପାଳ ଅଞ୍ଚଳର…

୨୪ ଘଣ୍ଟାରେ ରେକର୍ଡ ୫୫ ହଜାର କରୋନା ପଜିଟିଭ୍, ୭୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୧୬ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ପୁଣି ଦେଶରେ ନୂଆ ରେକର୍ଡ । ଏକାଥରକେ ପଜିଟିଭ୍ କେସ୍ ୫୫ ହଜାର ପାର । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୫ ହଜାର ୭୯ ଜଣ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ…

ଆଜି ରାଉରକେଲାରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜିଠୁ ରାଉରକେଲାରେ ଆରମ୍ଭ ହେବ ପ୍ଲାଜମା ଥେରାପୀ ଚିକିତ୍ସା ସେଣ୍ଟର । ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ । ଆଇଜିଏଚରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ…

କାଲିଠୁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟଡାଉନ୍ ରହିବ ଭଦ୍ରକ ଜିଲ୍ଲା

ଭଦ୍ରକ: ୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ସଟ୍‌ଡାଉନ୍ ଘୋଷଣା । ଅଗଷ୍ଟ ୧(ଶନିବାର) ଓ ଅଗଷ୍ଟ ୨ (ରବିବାର) ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ୍ କରିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ଅଗଷ୍ଟ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ କଟକଣା ଲାଗିବ । ସଟଡାଉନ୍ ବେଳେ…

ଅଗଷ୍ଟ ୧ରୁ ବରଗଡ଼ ଜିଲ୍ଲା ତିନି ଦିନ ସଟଡାଉନ୍

ବରଗଡ଼: ଆସନ୍ତା ଅଗଷ୍ଟ ୧ ତାରିଖରୁ ସଟଡାଉନ୍ ରହିବ ବରଗଡ଼ ଜିଲ୍ଲା । ଏହି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅଗଷ୍ଟ ୩ ତାରିଖ ଯାଏଁ ସଟଡାଉନ୍ ବଳବତ୍ତର ରହିବ । ସଟଡାଉନ୍ ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ । ଜିଲ୍ଲା-ଜିଲ୍ଲା ଭିତରେ ସରକାରୀ ଓ ଘରୋଇ ପରିବହନ ଉପରେ ଲାଗୁ ହେବ…

ଶୁକ୍ରବାର ଖୋଲିବ ଭୁବନେଶ୍ୱର ୟୁନିଟ-୪ ମାର୍କେଟ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମିତ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ପ୍ରାୟ ଅଧିକାଂଶ ମାର୍କେଟକୁ ବିଏମ୍ସି ପକ୍ଷରୁ ବନ୍ଦ ରଖାଯାଇଛି । ତେବେ ଆସନ୍ତାକାଲି ଅର୍ଥାତ ଶୁକ୍ରବାରଠାରୁ ଭୁବନେଶ୍ୱରର ୟନିଟ-୪ ମାର୍କେଟ ଓ ତାର ଆଖପାଖ ବଜାର ଖୋଲିବ । ଏନେଇ ସୂଚନା ମିଳିଛି ।…

ଆନ୍ଦୋଳନ ନାଁରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ

ପାରାଦୀପ: ଆନ୍ଦୋଳନ ନାଁରେ କୋଭିଡ-19 ଓ ୧୪୪ ଧାରାକୁ ଉଲ୍ଲଘଂନ କରିଛି ପାରାଦୀପର ଏକ ଶ୍ରମିକ ସଂଗଠନ। ୫୦୦ ଶହରୁ ଉର୍ଦ୍ଧ୍ଵ ଶ୍ରମିକଙ୍କୁ ନେଇ ଆଇଓସିଏଲ ସମ୍ମୁଖରେ ଆନ୍ଦୋଳନ କରିଛି ପେଟ୍ରୋଲିୟମ ପ୍ରଡକ୍ଟସ ହ୍ୟାଣ୍ଡେଲିଂ ଆଣ୍ଡ କ୍ୟାରିୟର୍ସ ଏମ୍ଲୋଏ ୟୁନିଅନ। ଆଇଓସିଏଲର ମେଣ୍ଟେନାସ୍ କାର୍ଯ୍ୟ…

ଦେଶରେ ଆରୋଗ୍ୟ ବଢୁଛି, ମୃତ୍ୟୁହାର କମୁଛି

ନୂଆଦିଲ୍ଲୀ: ଭାରତରେ କରୋନା ସୁସ୍ଥ ହାର ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି ଯେ, ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର ୬୪.୪୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିସହ ଦେଶରେ ମୃତ୍ୟୁହାର ଲଗାତର ଭାବେ କମି କମି ଚାଲିଥିବା ସରକାର…

ଓଡିଶାରୁ ସୁସ୍ଥ ହେଲେ ଆଉ ୮୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୮୦୭ ଜଣଙ୍କ ମଧ୍ୟରୁ ୪୩୧ ଜଣ ଗଞ୍ଜାମରୁ, କଟକରୁ ୬୨, ରାୟଗଡାରୁ ୪୭, ଗଜପତିରୁ ୩୪, କେନ୍ଦୁଝରରୁ ୨୯,…