Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ନୂଆ ଅନ୍ତେବାସୀଙ୍କୁ ବୃଦ୍ଧାଶ୍ରମ ଓ ଭିକାରୀ ଥଇଥାନ କେନ୍ଦ୍ର ମନା

ଭୁବନେଶ୍ୱର: ସାରା ବିଶ୍ୱକୁ କବଳିତ କରିଛି କରୋନା । ଚାରିଆଡେ କରୋନା ତାର କାୟା ବିସ୍ତାର କରିଛି । ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଛି । କରୋନା ଯୋଗୁଁ ବୟସ୍କଙ୍କ ପ୍ରତି ଅଧିକ ବିପଦ ରହିଛି । ତେଣୁ ଏଥିପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ଭିକାରୀ ଥଇଥାନ କେନ୍ଦ୍ର ଓ…

ଗଞ୍ଜାମରେ କୋଭିଡ ଟେଷ୍ଟ କରିବାକୁ ରାଜି ହେଉନାହାନ୍ତି ଲୋକେ

ଗଞ୍ଜାମ: ଗଂଜାମରେ କରୋନା ଟେଷ୍ଟ କରିବାକୁ ଲୋକେ ରାଜି ହେଉ ନାହାନ୍ତି । ରାଜ୍ୟରେ ସର୍ବାଧିକ ସଂକ୍ରମିତ ଜିଲ୍ଲାରୁ ଏପରି ଉଦବେଗଜନକ ଖବର ଆସିଛି । ସଂକ୍ରମିତ ଚିହ୍ନଟ ଅଂଚଳର ଲୋକଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ଯାଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଲୋକେ ସହଯୋଗ କରୁନାହାନ୍ତି । ଲକ୍ଷଣ ଲୁଚାଇ…

ପ୍ଲାଜମା ଥେରାପୀରେ ଗଞ୍ଜାମରୁ ସୁସ୍ଥ ହେଲେ ୩ କରୋନା ରୋଗୀ

ବ୍ରହ୍ମପୁର: କରୋନା ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଓଡିଶାରେ ପ୍ଲାଜମା ଥେରାପୀକୁ ଆଶ୍ରା କରାଯାଇଥିବା ବେଳେ ଏଥିରୁ ସୁଫଳ ମିଳିଛି । ପୂର୍ବରୁ କଟକର ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ଗଞ୍ଜାମରୁ ଆଉ ୩ ସୁସ୍ଥ ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା…

ଆଜି କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିବେ । ପୂର୍ବରୁ କଟକର ଏସସିବି ସମେତ ୩ଟି କୋଭିଡ୍ ହସପିଟାଲରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ କରାଯାଇସାରିଛି ।…

କେନ୍ଦୁଝରରେ ସୁପର ସ୍ପ୍ରେଡର; ୩୭ ଜଣଙ୍କୁ କଲେ ସଂକ୍ରମିତ

କେନ୍ଦୁଝର: ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇରେ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୩୦ରେ ପହଞ୍ଚିଛି । ଏନେଇ ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରଶାସନର ଉକ୍ତ ଟ୍ୱିଟ୍ ଅନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ…

ସୁନ୍ଦରଗଡରେ ୧୧ଶହ ଟପିଲା କରୋନା ସଂକ୍ରମଣ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧୧୨ରେ ପହଞ୍ଚିଛି । ଏହାଛଡା ପ୍ରଶାସନ ପକ୍ଷରୁ ଜୁଲାଇ ୨୭ ତାରିଖରେ ୧୧ ଜଣଙ୍କ…

ଗଜପତି ଜିଲ୍ଲା ସପ୍ତାହରେ ୪ଦିନ ସଟଡାଉନ୍, ୩ ଦିନ ଲକଡାଉନ୍

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଜିଲ୍ଲାରେ ସପ୍ତାହରେ ଚାରି ଦିନ ସଟଡାଉନ୍ ଓ ତିନି ଦିନ ଲକଡାଉନ ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ । ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସଟଡାଉନ୍ ପାଇଁ ନିର୍ଦ୍ଦେଶ…

ପୁଣି ତିନି ଶହ ପାର୍ କଲା ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ କରୋନା । କାୟା ବିସ୍ତାର କରି ଚାଲିଛି । ଦ୍ୱିତୀୟ ଥର ଜିଲ୍ଲାରୁ ପୁଣି ବାହାରିଛନ୍ତି ତିନି ଶହରୁ ଅଧିକ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୧୨ ଜଣ । ପୂର୍ବରୁ ଗତ ୨୩ ତାରିଖରେ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

ରାଜ୍ୟରେ ପାଞ୍ଚ ବର୍ଷର ଶିଶୁ ସମେତ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଜଣେ ୫ ବର୍ଷର ଶିଶୁ ଜୀବନ ନେଇଛି କରୋନା । ଗତ ୨୪ ଘଣ୍ଟା ଭିତରେ ଆଉ ୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ରାୟଗଡ଼ାରୁ ଦୁଇ, କଟକ ଜିଲ୍ଲାରୁ ଜଣେ ଓ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଜଣେ ପାଞ୍ଚ ବର୍ଷର ଶିଶୁ ପ୍ରାଣ…

କରୋନା ଭୟ: ସପ୍ତାହକୁ ୪ ଦିନ ବନ୍ଦ ରହିବ ଗଜପତି ଜିଲ୍ଲା

ଗଜପତି: କରୋନା ପାଇଁ ବଢୁଛି କଟକଣା । କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ । ଏହାର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ ଗଜପତିରେ ଜିଲ୍ଲାରେ ଲାଗୁ ହେବାକୁ ଯାଉଛି ସପ୍ତାହିକ ୪ ଦିନିଆ ସଟ୍‌ଡାଉନ । ଏନେଇ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୂଚନାନୁସାରେ, ପ୍ରତି…