Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସ୍କୁଲରେ ସଂକ୍ରମଣ ରୋକିବାକୁ କୋଭିଡ୍ ମନିଟରିଂ ସେଲ୍ ଗଠନ, ମାସ୍କ ନଥିଲେ ଏଣ୍ଟ୍ରି ନାହିଁ

ଭୁବନେଶ୍ୱର: ବରଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର ଦୁଇଟି ସ୍କୁଲରୁ ୩୪ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପିଲାଙ୍କ ସୁରକ୍ଷା ନେଇ ତତ୍ପରତା ପ୍ରକାଶ ପାଇଛି । ଗତକାଲି ମୁଖ୍ୟମନ୍ତ୍ରୀ କୋଭିଡ୍ ସ୍ଥିତିତ ସମୀକ୍ଷା କରିବା ପରେ ଏସଓପିକୁ କଡ଼ାକଡ଼ି ପାଳନ ନେଇ ଗଣଶିକ୍ଷା ବିଭାଗ…

ରାଜ୍ୟର ୨ଟି ସ୍କୁଲରୁ ୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୭ ଦିନ ସ୍କୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ପିଲାଙ୍କୁ ସଂକ୍ରମଣ ବଢୁଛି । ୧୮ ବର୍ଷ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ୨ଟି ସ୍କୁଲରୁ ୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନା ଓ ବରଗଡ଼ ଜିଲ୍ଲାର ଦୁଇଟି ସ୍କୁଲର ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର…

ଶିଶୁଙ୍କ ସଂକ୍ରମଣ ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ପିଲାଙ୍କ ସଂକ୍ରମଣ ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ । ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ନଲୁଚାଇ ଜଣାଇବାକୁ…

ରାଜ୍ୟରେ ୫୦୦ ତଳକୁ ଖସୁନି କରୋନାର ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା କମୁଛି । କିନ୍ତୁ ଦୈନିକ ସଂକ୍ରମଣ ୫ଶହ ତଳକୁ ଖସୁନି । ଏବେ ବି ସଂକ୍ରମିତଙ୍କ ସଂଖ୍ୟା ୮ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟର ଚିହ୍ନଟ ହୋଇଛନ୍ତି ଆଉ ୬୩୮ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୭୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୬ଟି । ନୂଆ…

କୋଭିଡ୍ ପାଇଁ କେତେ ଖର୍ଚ୍ଚ ହୋଇଛି ? ବିଧାନସଭାରେ ହିସାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ ରାଜ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦ୍ର କେତେ ଟଙ୍କା ଦେଇଛି ? ରାଜ୍ୟ ସରକାର କେତେ ଖର୍ଚ୍ଚ କରିଛନ୍ତି ? ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ହିସାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ…

ଆଜି ଓଡ଼ିଶାରୁ ୮୦୫ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୧୩୧ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ୮ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୮୦୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ଆଉ ୧୩୧ ଶିଶୁ ଓ କିଶୋର ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪୬୭ ଆକ୍ରାନ୍ତ ଚିହ୍ନଟ…

ଓଡ଼ିଶାରୁ ୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୭ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ସାମାନ୍ୟ ବଢିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୨୦ ଜଣ ୦-୧୮ ବର୍ଷ ଭିତରେ ଛୁଆ ଓ କିଶୋର ଅଛନ୍ତି । ଆଜି କ୍ୱାରେଣ୍ଟାଇନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୪ । ଖୋର୍ଦ୍ଧା…

ରାଜ୍ୟରୁ ଆଜି ୭୫୪ କରୋନା ପଜିଟିଭ୍, କମିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି । ଦିନକୁ ୭୦୦ରୁ ୮୦୦ ଭିତରେ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ୨୪ ଘଣ୍ଟାରେ ୭୫୪ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୧୦୮ ଜଣ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

ଆଜି ଓଡ଼ିଶାରୁ ୭୧୯ କରୋନା ପଜିଟିଭ୍, ୧୨୫ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଭିତରେ ରହିଛି । କିନ୍ତୁ ଛୁଆଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୭୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୦-୧୮ ବର୍ଷ ଭିତରେ ୧୨୭ ସଂକ୍ରମିତ । ଆଜି ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।…

ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ

ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ । ଯଦି ଟିକା ଆସିବାରେ କୌଣସି ସମସ୍ୟା ନହେଲେ ୪ ମାସ ଭିତରେ ଟିକାକରଣ ଶେଷ ହେବ । ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ । ଏଯାଏ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ଦିଆ ସରିଲାଣି । ୧କୋଟି ୬୬ ଲକ୍ଷ ଲୋକ ପ୍ରଥମ ଡୋଜ୍ ଓ ୫୩ ଲକ୍ଷ…