Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ତଳକୁ ଖସୁଛି କରୋନା ସଂକ୍ରମଣ: ଆଜି ଓଡ଼ିଶାରୁ ୧୬୨୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନାର ଦୈନିକ ସଂକ୍ରମଣ । ଦୁଇ ହଜାରରୁ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଶହକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୨୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ପଜିଟିଭ୍ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍…

ଆଜି ୨୯ ଜିଲ୍ଲାରୁ ୧୬୩୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୧୯%

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ତଥାପି ୧୫ଶହ ତଳକୁ ଆସିନି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୩୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୪୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୮୮ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

ଆଜି ଓଡ଼ିଶାରୁ ୧୮୩୩ କରୋନା ପଜିଟିଭ୍, ୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତିରେ ରହିଛି କରୋନାର ଦୈନିକ ସଂକ୍ରମଣ । ଧିରେ ଧିରେ କମୁଛି । ପ୍ରତିଦିନ ପାଖାପାଖି ଦୁଇ ହଜାର ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ଶହ ୩୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୦୬୨ ଓ ଲୋକାଲ୍ କଣ୍ଟାକ୍ଟ…

ଓଡ଼ିଶାର ୩ ଜିଲ୍ଲାରେ ୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି

ଭୁବନେଶ୍ୱର: ଓଡ଼ିଶାରେ ୩ଟି ଜିଲ୍ଲାର ଲୋକଙ୍କ ଶରୀରରେ ୬୫ ପ୍ରତିଶତ ଆଣ୍ଟିବଡ଼ି ହୋଇଛି । ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଛି । ଏହି ତିନିଟି ଜିଲ୍ଲା ହେଲା ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି…

ଆଜି ଓଡ଼ିଶାରୁ ୧୮୬୪ କରୋନା ପଜିଟିଭ୍, ୧୦ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ଖସୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ଶହ ୬୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧ହଜାର ୮୨ ଜଣ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରି ୭୮୨ ପଜିଟିଭ୍ ବାହାରିଛନ୍ତି । ଏହି ସମୟରେ ମୋଟ୍ ୭୪ହଜାର ୭୦୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍…

ବ୍ରାଜିଲ ପରେ ଋଷରେ ଠାବ ହେଲା ଗାମା ଭାରିଆଣ୍ଟ

ନୂଆଦିଲ୍ଲୀ : ବ୍ରାଜିଲରେ ପରେ ଏବେ ଋଷରେ ଠାବ ହେଲା ଗାମା ଭାରିଆଣ୍ଟ । ଡେଲଟା ଭାରିଆଣ୍ଟର କାୟା ଜାରି ରହିଥିବା ବେଳେ, ଏବେ ଗାମା ଭାରିଆଣ୍ଟର ସନ୍ଧାନ ଋଷ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି । ସେପଟେ ଭେକ୍ଟର ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ ଏପିଭ୍ୟାକ କରୋନା ଭାକ୍ସିନ ଖୁବଶୀଘ୍ର…

ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭଲ ଅଛି । ଦିନକରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ ହୋଇଛି । ୭୯ହଜାର ଟେଷ୍ଟିଂ ହୋଇଛି, ପଜିଟିଭ ହାର ୨.୪୫ ପ୍ରତିଶତ ରହିଛି । ଯେଉଁ ଦୁଇ ତିନୋଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି, ସେ ସବୁ ଜିଲ୍ଲାରେ ଧିରେ ଧିରେ ସଂକ୍ରମଣ ନିମ୍ନଗାମୀ ହେଉଛି । ତେବେ…

ଦେହରେ ମାସେ ରହୁଛି ଭାଇରସ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆସୁଛି ସୁଧାର । ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ, ସ୍ଥିର ରହିଛି ସଂକ୍ରମଣ । ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଦେହରେ ମାସେ କାଳ ଭାଇରସ୍ ରହୁଛି । ତେଣୁ ଲୋକ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ…

ସାବଧାନ ! ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ୍

ଭୁବନେଶ୍ବର: ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ । ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ ୧୫ ଦିନ ରହୁଥିଲା । ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି । ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ…

ଓଡ଼ିଶାରୁ ୧୯୪୮ କରୋନା ପଜିଟିଭ୍, ୧୦ ଜିଲ୍ଲାରେ ଦୁଇ ଅଙ୍କ ତଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ପାଖାପାଖି ରହୁଛି ଦୈନିକ କରୋନା ଆକ୍ରନ୍ତଙ୍କ ସଂଖ୍ୟା । ୭୦ହଜାରରୁ ଅଧିକ ଟେଷ୍ଟ ହେଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୯ଶହ ୪୮ ନୂଆ ଆକ୍ରାନ୍ତ । ଏହି ସମୟରେ ୭୯ହଜାର ୩୭୨ କୋଭିଡ୍ ଟେଷ୍ଟ ହୋଇଛି । କ୍ୱାରେଣ୍ଟାଇନରୁ ୧୧ଶହ ୨୦ ଓ ଲୋକାଲ୍…