Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଜୁନ୍ ୧ ରୁ ଗଡିବ ୨୦୦ଟି ଟ୍ରେନ

ନୂଆଦିଲ୍ଲୀ : ଜୁନ ୧ ତାରିଖଠାରୁ ଗଡିବ ଟ୍ରେନ । ଭାରତୀୟ ରେଳ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି। ୩୧ ତାରିଖରେ ଲକଡାଉନ୍ ୪ ଶେଷ ହେବା ପର ଦିନ ୨୦୦ଟି ନନ୍ ଏସି ଟ୍ରେନ୍ ଚାଲିବ। ଏ ନେଇ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଏହି ଟ୍ରେନର ଟିକେଟ୍ ଅନଲାଇନରେ ହିଁ…

ଲକ୍‌ଡାଉନ୍ ୪.୦: ଭୁବନେଶ୍ୱରରେ ଖୋଲିବ ବିୟୁଟି ପାର୍ଲର, ସେଲୁନ୍‌, କ’ଣ ରହିଛି ଗାଇଡ଼ ଲାଇନ୍ ଜାଣନ୍ତୁ

ଭୁବନେଶ୍ୱର: ଲକ୍‌ଡାଉନ୍ ୪.୦ ରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ କେଉଁ ଦୋକାନ ଗୁଡ଼ିକ ଖୋଲିବ ସେନେଇ ଗାଇଡ଼ଲାଇନ ଜାରି ହୋଇଛି । ସେହିପରି ଲକ୍‌ଡାଉନ ଗାଇଡ଼ଲାଇନ ଅନୁଯାୟୀ କେଉଁ ସପିଂ ମଲ୍ ଗୁଡ଼ିକ ୩୧ ମେ ପର୍ଯ୍ୟନ୍ତ ଖୋଲି ପାରିବ ନାହିଁ ତାହାର ମଧ୍ୟ ତାଲିକା ଜାରି ହୋଇଛି ।…

ପ୍ରତ୍ୟାବର୍ତ୍ତନର ପ୍ରଚ୍ଛଦପଟରେ ପ୍ରବଞ୍ଚିତ ପ୍ରବାସୀ ପ୍ରବାହ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମୃତ୍ୟୁର ଭୟ ପାଖରେ ଆଉ ସବୁ ତୁଚ୍ଛ । କରୋନା ମହାମାରୀରେ ପାରିବାରିକ ଜୀବନ ସଂପୂର୍ଣ୍ଣ ବିଛିନ୍ନ ଓ ବିପନ୍ନ । ଏବେ ଜାତି, ଧର୍ମ, ବର୍ଣ୍ଣ ସବୁ ମିଛ । ଏମିତି ସମୟ ଆସିଛି - ପୁଅକୁ ମା’ ଘରେ ପୁରାଇ ଦେଉନି । ଭାଇକି ଭାଇ ମଧ୍ୟ ହତାଦାର…

ବିିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପୁଣି ଟ୍ରମ୍ପଙ୍କ ଟାର୍ଗେଟ, ଦେଲେ ୩୦ ଦିନର ମହଲତ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଟାର୍ଗେଟ କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁ ଆମେରିକା ୩୦ ଦିନର ମହଲତ ଦେଇଛି । ଯଦି ଆଗାମୀ ୩୦ ଦିନ ଭିତରେ ଆଖିଦୃଶିଆ ପଦକ୍ଷେପ ନିଆ ନଯାଏ ତେବେ ପାଣ୍ଠିକୁ…

ଲକ୍‌ଡାଉନ ସମୟରେ ଲୋକମାନଙ୍କୁ ମେଡିକାଲ ସହାୟତା ଯୋଗାଉଛନ୍ତି ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ର ଫିଲ୍ମରେ ତ ହିରୋ ଥିଲେ ଏବେ ବାସ୍ତବ ଜୀବନରେ ବି ହିରୋ ପାଲଟିଛନ୍ତି । ଲକଡାଉନ ସମୟରେ ଲୋକମାନଙ୍କୁ ମେଡିକାଲ ସହାୟତା ଯୋଗାଇ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ଲକଡାଉନ ସମୟରେ ସବ୍ୟସାଚୀ ଘରେ ଏକ ମିନି କଣ୍ଟ୍ରୋଲ ରୁମ୍ କରିଛନ୍ତି । ଏ ନେଇ…

ସଙ୍ଗରୋଧ କେନ୍ଦ୍ରରେ ବଗିଚାକାମ କରି ଉଦାହରଣ ସୃଷ୍ଟି କଲେ ଅନ୍ତେବାସୀ

ଭଦ୍ରକ: କରୋନା ମହାମାରୀ ସମୟରେ କେଉଁଠି ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ବା ପ୍ରବାସୀ ଶ୍ରମିକମାନେ ଖାଦ୍ୟ ଫୋପାଡ଼ିଲେଣି ତ କେଉଁଠି କଲେଣି ଟିକ୍ ଟକ୍ ଭିଡିଓ  । ପୁଣି କେଉଁଠି ପାଚେରୀ ଡେଇଁ ଘରକୁ ପଲାଇଲେଣି ତ କେଉଁଠି ସୃଷ୍ଟି କଲେଣି ଅପ୍ରୀତିକର ପରିସ୍ଥିତି  । ଏଭଳିସ୍ଥଳେ କିଛି…

ମାସ୍କ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି କଟକ ଚାଉଳିଆଗଞ୍ଜର ଈଶ୍ୱର

କଟକ: ଆପଣମାନେ ଆଗରୁ କୁନି କୁନି ପିଲାମାନଙ୍କ ଡ୍ରେସ୍ ଉପରେ ରଙ୍ଗବେରଙ୍ଗର ଚିତ୍ର, ପଶୁପକ୍ଷୀ, କାର୍ଟୁନ୍ କ୍ଯାରେକ୍ଟର ସବୁ ପ୍ରିଣ୍ଟ ହୋଇଥିବା ଦେଖିଥିବେ  । କିନ୍ତୁ କେବେ ଭାବିଛନ୍ତି, କରୋନା ମୁକାବିଲା ଲାଗି ବ୍ୟବହୃତ ହେଉଥିବା ମାସ୍କ ଉପରେ ଯଦି ଏହି ସବୁ କ୍ୟାରେକ୍ଟର ପ୍ରିଣ୍ଟ ହେଲେ…

୩ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ପ୍ରବେଶ ମନା

ବେଙ୍ଗାଳୁରୁ: ସାରା ଦେଶରେ ଗତକାଲିଠାରୁ ଲାଗୁ ହୋଇଛି ଲକଡାଉନ-୪ । ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କେନ୍ଦ୍ର ସରକାର ଅନେକ ଜିନିଷ କୋହଳ କରିଛନ୍ତି । ତେବେ କର୍ଣ୍ଣାଟକ ସରକାର କିନ୍ତୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ନିଜ ରାଜ୍ୟର ସୁରକ୍ଷାକୁ ନଜରରେ ରଖି ୩ ରାଜ୍ୟର ଲୋକଙ୍କୁ…

କରୋନା କବଳରେ କରୋନା ଯୋଦ୍ଧା, ରାଜ୍ୟର ପ୍ରଥମ ପୋଲିସ କର୍ମୀ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା କବଳରେ ରାଜ୍ୟର ପ୍ରଥମ ପୋଲିସ କର୍ମୀ । ଆକ୍ରାନ୍ତ ଜଣକ ଭୁବନେଶ୍ୱରର ସଶସ୍ତ୍ର ରିଜର୍ଭ ପୋଲିସ (ଏପିଆର) ର ଜଣେ ୩୬ ବର୍ଷୀଯ କନେଷ୍ଟବଳ ବୋଲି ସୂଚନା ମିଳିଛି । ତାଙ୍କ ନିକଟରେ କରୋନା ଲକ୍ଷଣ ନଥିବା ଜଣାପଡ଼ିଛି । ମାତ୍ର ସେ ଦୁଇଜଣ ରାଜ୍ୟ ବାହାର ଶ୍ରମିକଙ୍କ ସଂସ୍ପର୍ଶରେ…

‘ଅମ୍ଫାନ’ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରସ୍ତୁତ: ଜିଲ୍ଲାପାଳ

ଖୋର୍ଦ୍ଧା: ସାମୁଦ୍ରିକ ଝଡ ବାତ୍ୟା ‘ଅମ୍ଫାନ’ ପାଇଁ ଉପକୂଳ ଅଂଚଳରେ ଚାଲିଛି ପ୍ରସ୍ତୁତି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁରା ସାଜଗ ଥିବା ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି । ସେ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଓଡ୍ରାଫ ଟିମ୍ ପ୍ରସ୍ତୁତ ଅଛନ୍ତି ।…