Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଦେଶଠୁ ରାଜ୍ୟରେ ମୃତ୍ୟୁ ହାର କମ୍‌, ରାତି ସୁଦ୍ଧା ପୂରା ହେବ ଲକ୍ଷେ ଟେଷ୍ଟ: ଅସିତ ତ୍ରିପାଠୀ

ଭୁବନେଶ୍ୱର: ଦେଶ ତୁଳନାରେ ରାଜ୍ୟରେ କମ୍ ରହିଛି ମୃତ୍ୟୁ ହାର । ଦେଶରେ ସଂକ୍ରମିତଙ୍କ ମୃତ୍ୟୁ ହାର ୩.୧୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୦.୪୬ ପ୍ରତିଶତ ରହିଛି । ଏହି ମୃତ୍ୟୁହାର ଦେଶରେ ସର୍ବନିମ୍ନ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ ଆହୁରି କହିଛନ୍ତି…

ଗ୍ରୀନ୍‌ରୁ ପୁଣି ରେଡ୍ ହେଲା ଜଗତସିଂହପୁର, ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗ୍ରୀନ୍‌ରୁ ପୁଣି ରେଡ୍ ହେଲା ଜଗତସିଂହପୁର ଜିଲ୍ଲା । କିଛି ସମୟ ପୂର୍ବରୁ କରୋନା ମୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲା ପୁଣି ଥରେ ରେଡ୍‌ଜୋନ୍‌କୁ ଆସିଛି । ଏଠାରୁ ପୁଣି ଥରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।…

ରାଜ୍ୟରେ ବଳବତ୍ତର ରହିବ ୧୨ ଘଂଟିଆ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ୧୨ ଘଂଟିଆ କର୍ଫ୍ୟୁ । ଲକଡାଉନ୍‌-୪ରେ ମଧ୍ୟ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ୧୪୪ ଧାରା ଜାରି ରହିବ । ଆସନ୍ତା ମେ’ ୩୧ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ସମୟରେ ଘରୁ…

ଅସ୍ଥାୟୀ କ୍ୱାରେନଣ୍ଟାଇନ ସେଣ୍ଟରରେ ପାନୀୟ ଜଳର ଅବ୍ୟବସ୍ଥା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ି ଗ୍ରାମ ପଞ୍ଚାୟତ ଲାଗି ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପାନୀୟ ଜଳର ଅବ୍ୟବସ୍ଥା ରହିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆରଡ଼ି ପଞ୍ଚାୟତ ଲାଗି ସ୍ଥାନୀୟ ଆରଡ଼ି ହାଇସ୍କୁଲରେ ହୋଇଥିବା…

ଲକଡାଉନ୪.୦: କେନ୍ଦ୍ର କହିଲା, କଟକଣା କମ୍ କରିପାରିବେନି ରାଜ୍ୟ

ନୂଆଦିଲ୍ଲୀ:ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ଲକଡାଉନ୪.୦ । ଏହି ଚତୁର୍ଥ ପର୍ଯ୍ୟାଳୟ ତାଲାବନ୍ଦରେ କେନ୍ଦ୍ର ରାଜ୍ୟକୁ ଅଧିକରୁ ଅଧିକ ଅଧିକାର ଦେଇଛି । ହେଲେ ରାଜ୍ୟ ମନଇଚ୍ଛା ନିଷ୍ପତ୍ତି ନେଇପାରିବେ ନାହିଁ । ରାଜ୍ୟ ସରକାର ଏକ ସୀମା ଭିତରେ ହିଁ ନିଷ୍ପତ୍ତି ନେଇ ପାରିବେ । ଏନେଇ କେନ୍ଦ୍ର…

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭ ଆକ୍ରାନ୍ତ; କରୋନା ମୁକ୍ତ ହେଲା ଭୁବନେଶ୍ୱର ଓ ଜଗତସିଂହପୁର

ଭୁବନେଶ୍ୱର: ରାଜ୍ୟରେ ଲାଗତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ଆରୋଗ୍ୟ ଲାଭ…

ନୂଆ କରୋନା ମାମଲା ଚିହ୍ନଟ ପରେ ପୁରୀରେ ସାନିଟାଇଜେସନ ଆରମ୍ଭ

ପୁରୀ: ପୁରୀ ଜିଲ୍ଲାରେ ଚାରିଟି ନୂଆ କୋଭିଡ-୧୯ ମାମଲା ଚିହ୍ନଟ ହେବା ପରେ ସୋମବାର ଦିନ ପ୍ରଶାସନ ପକ୍ଷରୁ ସହରରେ ସାନିଟାଇଜେସନ୍ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ ମନ୍ଦିର ପରିସର ତଥା ରଥ ନିର୍ମାଣ ସ୍ଥାନ ସହ ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି। ଯେଉଁଥିରେ ଅଗ୍ନିଶମ…

ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ ଭିତରେ ଗଡିବ ବସ୍ । ସାମାନ୍ୟ ହେବ ବସ୍ ସେବା । ନୂଆ ଗାଇଡ଼ଲାଇନ୍ ଅନୁସାରେ ରେଡ଼ ଜୋନ, ଅରେଞ୍ଜ ଜୋନରେ ବି ଚାଲିପାରିବ ଗାଡ଼ି । ରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳ କରିବାରେ କୌଣସି ଅସୁବିଧା ହେବ ନାହିଁ । ଅନ୍ୟ ରାଜ୍ୟ ସହ କିପରି ଗାଡ଼ି ଚଳାଚଳ କରାଯାଇପାରିବ…

ପଜିଟିଭ ଚିହ୍ନଟ ହେଲେ ସ୍ମାର୍ଟ ଫୋନ କମ୍ପାନୀ ‘ଓପୋ’ର ୬ କର୍ମଚାରୀ

ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର ନୋଏଡା ସ୍ଥିତ ସ୍ମାର୍ଟ ଫୋନ ନିର୍ମାତା କମ୍ପାନୀ ଓପୋ କାରଖାନାରେ ୬ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିପାଇଁ କମ୍ପାନୀକୁ ବନ୍ଦ କରାଯାଇଥିବା ସକମ୍ପାନୀ ପକ୍ଷରୁ କୁହାଯାଇଛି । ଓପୋ ପକ୍ଷରୁ କୁହାଯାଇଛି ଯେ, “ଏକ ସଂଗଠନ ଭାବରେ ଆମର ସମସ୍ତ…

କରୋନା ମୁକ୍ତ ହେଲା ଜଗତସିଂହପୁର ଜିଲ୍ଲା

ଜଗତସିଂହପୁର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଏବେ ପାଲଟିଛି ଚିନ୍ତାର କାରଣ । ଦେଖୁ ଦେଖୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୭୬ ରେ ପହଞ୍ଚିଲାଣି । ତେବେ ଏହାରି ମଧ୍ୟରେ ଜଗତସିଂହପୁରରୁ ଆସିଛି ଏକ ଆସ୍ୱସ୍ତି ଜନକ ଖବର । କରୋନା ମୁକ୍ତ ହୋଇଛି ଜଗତସିଂହପୁର ଜିଲ୍ଲା । ଏନେଇ…