Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶଙ୍କା; ଓଡ଼ିଶା ହୋଇପାରେ ‘କରୋନା ହଟ୍‌ସ୍ପଟ୍‌’ !

ନୂଆଦିଲ୍ଲୀ: ଗୋଟିଏ ଦିନରେ ରାଜ୍ୟରେ ୩୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଆଗାମୀ ଦିନରେ ଓଡ଼ିଶା କରୋନା ହଟ୍‌ସ୍ପଟ୍ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ । ଦେଶରେ ଏବେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ପ୍ରଦେଶରେ ଦ୍ରୁତଗତିରେ କରୋନା…

ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ କେନ୍ଦ୍ରର ସବୁଜ ସଙ୍କେତ

ଭୁବନେଶ୍ୱର : ରଥଖଳାରେ ନିର୍ମାଣ ହୋଇପାରିବ ଶ୍ରୀ ଜିଉଙ୍କ ରଥ । ରଥ ନିର୍ମାଣକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଆସିଛି । ତେବେ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର…

ଗଞ୍ଜାମରେ ୭ କରୋନା ପଜିଟିଭ୍ ଚିହ୍ନଟ: ଓଡ଼ିଶାରେ ଆକ୍ରାନ୍ତଙ୍କ ୨୧୯କୁ ବୃଦ୍ଧି

ଭୁବନେଶ୍ୱର: ଗୁରୁବାର ଦିନ ଗଞ୍ଜାମରେ ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ିଶାର କରୋନା ରୋଗୀଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଆଜି ବୃଦ୍ଧି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମକୁ ରେଡ୍ ଜୋନ ଭାବେ ଘୋଷଣା କରାଯାଇଛି । ପଜିଟିଭ୍ ଚିହ୍ନଟ…

ପ୍ରବାସୀଙ୍କୁ ଚେତାବନୀ, ରାସ୍ତାରେ ନ ଓହ୍ଲାଇ କ୍ୱାରେଂଟିନ୍‌ରେ ରୁହ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ବାହାରୁ ଆସୁଥିବା ଘର ବାହୁଡା ପ୍ରବାସୀ ରାସ୍ତାରେ ଓହ୍ଲାଇପାରିବେ ନାହିଁ ବୋଲି ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି । ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି ଆଜି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି…

ଭାରତରେ ୫୨୩୧ଟି ରେଳ କୋଚରେ କୋଭିଡ ଯତ୍ନ କେନ୍ଦ୍ର ବ୍ୟବସ୍ଥା; ଓଡ଼ିଶାରେ ୯ଟି ଷ୍ଟେସନ ପ୍ରସ୍ତୁତ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୨୩୧ଟି କୋଚକୁ କୋଭିଡ ଯତ୍ନ କେନ୍ଦ୍ରରେ ରୂପାନ୍ତରିତ କରାଯାଇଛି। ଅତି ସାଧାରଣ କୋଭିଡ ସଂକ୍ରମଣ ମାମଲାଗୁଡ଼ିକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦିଶାନିର୍ଦ୍ଦେଶ ଅନୁଯାୟୀ ଚିକିତ୍ସା ପାଇଁ ଏଗୁଡ଼ିକୁ କୋଭିଡ-୧୯ ଯତ୍ନ କେନ୍ଦ୍ରରେ ଉପଯୋଗ କରାଯାଇପାରିବ। ଏହି…

ରାଜଧାନୀରେ ଚାଞ୍ଚଲ୍ୟ, ନୟାପଲ୍ଲୀ ଅଂଚଳରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ । ନୟାପଲ୍ଲୀ ଅଂଚଳରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତକଙ୍କ ନାଁ ବନୁ ଶବର । ଗତ ୫ ତାରିଖରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଟୁକୁନା ବେହେରାଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ମୃତ ବନୁ ଓ ହତ୍ୟାକାରୀ ଟୁକୁନା ଦୁଇ…

ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୧୨ ଛୁଇଁଲା

ଭୁବନେଶ୍ୱର: ପ୍ରାୟ ଏକ ସପ୍ତାହ ବ୍ୟବଧାନ ପରେ ଗୁରୁବାର ଦିନ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨କୁ ବୃଦ୍ଧି ପାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନାନୁଯାୟୀ, ମଞ୍ଚେଶ୍ୱର ଅଞ୍ଚଳର…

ଆସନ୍ତୁ ଜାଣିବା କିପରି ଥାଇଲାଣ୍ଡ ରାଜା ବିଳାସ ବ୍ୟସନରେ ଲକଡାଉନ ସମୟ କାଟୁଛନ୍ତି

ବ୍ୟାଙ୍କକ: ଥାଇଲାଣ୍ଡ ୬୭ ବର୍ଷୀୟ ରାଜା ମାହାବାଜିରାଲୋଙ୍ଗକର୍ଣ୍ଣ କରୋନା ଭାଇରସରେ ଆକ୍ରାନ୍ତ ନ ହେବା ପାଇଁ ଲକଡାଉନ ନିୟମ ପାଳନ କରୁଛନ୍ତି । ସେ ସମ୍ପୂର୍ଣ୍ଣ ରାଜକୀୟ ଶୈଳୀରେ ଏବଂ ବିଳାସ ବ୍ୟସନରେ ଏହାକୁ ପାଳନ କରୁଛନ୍ତି । ଜର୍ମାନୀର ଏକ ହୋଟେଲରେ ତାଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା ।…

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୨୦୯ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ୱରର ହୋଇଥିବା ବେଳେ ଜଣେ ଜଗତସିଂହପୁରର ବୋଲି ଜଣାପଡିଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି । 3rd Health Update, 7th May One positive…

ଭୟଭୀତ ହୁଅନ୍ତୁନି, ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ ଆସିବ: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସିବ । ଏଥିପାଇଁ ରାଜ୍ୟବାସୀ ଭୟଭୀତ ହେବା ଉଚିତ ନୁହେଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏନ୍‌ଏଚ୍‌ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସେ କହିଛନ୍ତି, ୨ ମାସ ତଳେ କେବଳ ଆର୍‌ଏମ୍‌ଆର୍‌ସିରେ ଦିନକୁ ୧୦ଟି…