Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବାଲେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୧୬୧ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । 2nd Health Update, 3rd May, 2020 One new Case in Balasore 34 yr Male (West Bengal returnee.…

ଝିଅ ମୃତ୍ୟୁର ଦୁଇଦିନ ପରେ କାମରେ ଯୋଗ ଦେଲେ ହୋମଗାର୍ଡ ମାଆ

ଭୁବନେଶ୍ୱର: କର୍ତ୍ତବ୍ୟ ଆଗରେ ହୋମଗାର୍ଡ ମାଆ ଭୁଲିଗଲା ଝିଅକୁ ହରାଇଥିବାର ଦୁଃଖ । ଝିଅ ମୃତ୍ୟୁର ଦୁଇ ଦିନ ପରେ ଯୋଗ ଦେଲା କରୋନା ଡ୍ୟୁଟିରେ । ଏହି ମାଆ ଜଣଙ୍କ ହେଲେ ଗୌରି ବେହେରା । ପୁରୀ ପିପିଲି ଥାନାରେ ହୋମଗାର୍ଡ ଭାବେ କାମ କରନ୍ତି । ପରିବାର କହିଲେ ୧୩ ବର୍ଷର ଝିଅ ଲୋପାମୁଦ୍ରା,…

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର; କେତେ ରହିଛି ଦାମ ଜାଣନ୍ତୁ

ନୂଆଦିଲ୍ଲୀ: ଲକଡାଉନରେ ଆପଣଙ୍କ ପାଇଁ ଏକ ବଡ଼ ଖବର ଆସିଛି | ରୋଷେଇ ଘରେ ବ୍ୟବହୃତ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବ୍ୟାପକ ହ୍ରାସ ଘଟିଛି। ବର୍ତ୍ତମାନ ଆପଣ ଲକଡାଉନ୍ ମଧ୍ୟରେ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବେ | ତୈଳ କମ୍ପାନୀଗୁଡିକ ସାଧାରଣ ଲୋକଙ୍କୁ ବହୁତ ଖୁସି ଖବର ଦେଇଛନ୍ତି | ତୈଳ…

କରୋନା ପ୍ରଭାବ: ଏପ୍ରିଲ ମାସରେ ଗୋଟିଏ ବି କାର ବିକ୍ରି କରିନି ମାରୁତି ସୁଜୁକି

ନୂଆଦିଲ୍ଲୀ: ଗତ ଏକ ମାସ ସାରା ଦେଶରେ କୋରାନା ଭାଇରସ୍ ହେତୁ ଲକଡାଉନ ହୋଇଛି, ତେଣୁ ସମସ୍ତ ବଡ ବଡ କମ୍ପାନୀଗୁଡିକ ତାଲା ପଡିଛନ୍ତି | ତେଣୁ ଦେଶର ଅଟୋ ସେକ୍ଟର ମଧ୍ୟ ବହୁତ ଖରାପ ପର୍ଯ୍ୟାୟରେ ଗତି କରୁଛି | ସମ୍ପ୍ରତି, ଅନେକ କମ୍ପାନୀ ସେମାନଙ୍କର ଏପ୍ରିଲ୍ ବିକ୍ରୟ ସଂଖ୍ୟା ପ୍ରକାଶ କରିବା…

କଳିଙ୍ଗଘାଟିରେ ଦୁର୍ଘଟଣାଗସ୍ତ ହେଲା ପ୍ରବାସୀ ଓଡ଼ିଆଙ୍କୁ ସୁରତରୁ ନେଇ ଆସୁଥିବା ଆଉ ଏକ ବସ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟିରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟରେ ଦ୍ୱିତୀୟ ଥର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ୨ ଟି ବସ । ସୁରତରେ ଫସି ରହିଥିବା ଓଡ଼ିଆଙ୍କୁ ନେଇ ଫେରୁଥିବା ଆଉ ଏକ ବସ ରବିବାର ଦିନ ପାହାଡ ଅଞ୍ଚଳର ରାସ୍ତା କଡରେ ଥିବା ବ୍ୟାରିକେଡ୍ ଧକ୍କା ହୋଇଛି । ଏଥିରେ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳ ୬ଟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୬ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ଓଡ଼ିଶାରେ ସୁସ୍ଥ ହେଉଛନ୍ତି କରୋନା ସଂକ୍ରମିତ ବ୍ୟକ୍ତି; ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନେକ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଗତକାଲି  ଓଡ଼ିଶାରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଯାହା ଫଳରେ ମୋଟ ୫୬ ଜଣ ସୁସ୍ଥ…

ଭାରତରେ କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ୨୬୪୪ ନୂଆ ଆକ୍ରାନ୍ତ, ୮୩ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୯,୯୮୦ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

୨ଟି ବସରେ ଓଡିଶା ପହଞ୍ଚିଲେ କୋଟାରୁ ଆସୁଥିବା ୫୦ ଛାତ୍ରଛାତ୍ରୀ

ବଲାଙ୍ଗୀର: କରୋନା ସଂକ୍ରମଣ ଯୋଗୁଁ ସାରାଦେଶ ଲକଡାଉନ। ଏହି ସମୟରେ ରାଜସ୍ଥାନର କୋଟା ଠାରେ ଫସି ରହିଥିବା ମୋଟ ୫୦ ଜଣ ଛାତ୍ରଛାତ୍ରୀ ରବିବାର ସକାଳେ ଦୁଇଟି ବସ୍‌ରେ ବାଲାଙ୍ଗୀରରେ ପହଞ୍ଚିଛନ୍ତି। ସୂଚନାନୁସାରେ, ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଛାତ୍ରୀ ମାନଙ୍କୁ ଲାଲଟିକ୍ରା ନେତ୍ର…

ସୁରତରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ନାଗପୁରରେ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର : ସୁରତରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ବସ୍ ମହାରାଷ୍ଟ୍ରର ନାଗପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପ୍ରାୟ ୫୦ ଜଣ ଲୋକଙ୍କୁ ନେଇ ଆସୁଥିବା ବସଟି ଅମରାବତୀ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ…