Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଗ୍ରୀନଜୋନରେ ଗଡିବନି ବସ୍

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଗ୍ରୀନ ଜୋନରେ ବସ ଚଳାଚଳ ପାଇଁ କେନ୍ଦ୍ର ଅନୁମତି ଦେଇଛି । ତେବେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଲାଇବାକୁ ମନା କରିଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ରାଜ୍ୟ ଘରୋଇ ବସ ମାଲିକ ସଂଘ ସ୍ପଷ୍ଟ ଭାବେ ଜଣାଇଦେଇଛି ଯେ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ…

ପ୍ରବାସୀ ଓଡିଆଙ୍କୁ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିଶନରଙ୍କ ନିବେଦନ

ଭୁବନେଶ୍ୱର : ପ୍ରବାସୀ ଓଡିଆ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିସନର ଭାସ୍କର ରାଓଙ୍କ ନିବେଦନ କରିଛନ୍ତି । ଖୁବ୍ ଶୀଘ୍ର କର୍ଣ୍ଣାଟକରେ କଳ କାରଖାନା ଖୋଲିବ ଏବଂ ଶ୍ରମିକମାନେ କାମରେ ଯୋଗ ଦେବେ । ତେଣୁ ଲକ୍‌ଡାଉନ ଯୋଗୁଁ ଭୟଭୀତ ହୋଇ ନିଜ ରାଜ୍ୟକୁ ଫେରି ନ ଯିବାକୁ ସେ କହିଛନ୍ତି ।…

କେନ୍ଦୁଝରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ, ୧୬୨ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ବର୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଳାକୁ ବ୍ୟାପିଲାଣି କରୋନା । ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ…

କାଲିଠୁ ଖୋଲିବ ମଦ ଦୋକାନ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କାଲିଠୁ ଖୋଲିବ ମଦ ଦୋକନ । ବ୍ୟାପକ ବାଦ ବିବାଦ ମଧ୍ୟରେ ସୋମବାରଠୁ ସାରା ଦେଶରେ ମଦ ଦୋକାନ ଖୋଲିବା ନେଇ ଗୃହ ମନ୍ତ୍ରାଳୟ ସୂଚନା ଦେଇଛି । ଏପରିକି ରେଡ୍‌ଜେନ୍‌, ଅରେଂଜ ଜୋନ୍ ଏବଂ ଗ୍ରୀନ୍ ଜୋନ୍‌ରେ ମଦ ଦୋକନ ଖୋଲିବ । ଏନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେବଳ…

ସିଲ୍ ହେଲା ଦିଲ୍ଲୀ ସିଆର୍‌ପିଏଫ୍ ହେଡକ୍ୱାର୍ଟର

ନୂଆଦିଲ୍ଲୀ: କରୋନା କବଳରେ ସୁରକ୍ଷାବାହିନୀ । ସେଂଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ରବିବାର ସିଆର୍‌ପିଏଫ୍ ମୁଖ୍ୟାଳୟକୁ ସିଲ୍ କରାଯାଇଛି । ଏଥିସହ ସିଆର୍‌ପିଏଫ୍‌ର ସମ୍ପୂର୍ଣ୍ଣ କୋଠାକୁ ସାନିଟାଇଜ କରାଯାଇଛି । ପରବର୍ତ୍ତୀ…

କ୍ରିକେଟ ଖେଳିଛନ୍ତି କରୋନା ପଜିଟିଭ

ବଲାଙ୍ଗିର: କେସ୍ ନମ୍ବର-୧୪୭ଙ୍କ ଆସିଲା ଗସ୍ତ ବିବରଣୀ । ବଲାଙ୍ଗିର ଲେଖିରିଆର ଏହି ୧୮ ବର୍ଷୀୟ ଆକ୍ରାନ୍ତ ଯୁବକଙ୍କ ବାବଦରେ ତଥ୍ୟ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୧୬ ମାର୍ଚ୍ଚ ରାତିରେ ତାମିଲନାଡୁର ତିରିପୁରରୁ ବଲାଙ୍ଗିର ଆସିଥିଲେ ଆକ୍ରାନ୍ତ ଜଣକ । ୧୭ ମାର୍ଚ୍ଚରେ ଅନ୍ୟ ୪ ଜଣଙ୍କ ସହ…

ପାସ୍ ନଥିଲେ ଓଡ଼ିଶା ମନା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବିନା ପାସ୍‌ରେ ଓଡ଼ିଶା ଆସି ପାରିବେ ନାହିଁ ପ୍ରବାସୀ ଓଡ଼ିଆ । ବାହାରୁ ଆସୁଥିବା ବସ୍ ପାଇଁ ପାସ୍ ବାଧ୍ୟତାମୂଳକ । ବିନା ପାସ୍‌ରେ ବସ୍ ଆସିଲେ ଓଡ଼ିଶା ସୀମା ପ୍ରବେଶ ଅନୁମତି ମିଳିବ ନାହିଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।…

ଗଞ୍ଜାମରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୦୦ରୁ ଅଧିକ ସୁରତ ଫେରନ୍ତା ଚମ୍ପଟ

ବ୍ରହ୍ମପୁର: ଗୁଜରାଟର ସୁରତ ସମତେ ଅନ୍ୟରାଜ୍ୟରୁ ଶତାଧିକ ଓଡିଆ ଶ୍ରମିକ ରାଜ୍ୟକୁ ଫେରିବା ଆରମ୍ଭ ହୋଇଛି । ସମ୍ଭାବିତ କୋଭିଡ୍‌୧୯ ସଂକ୍ରମଣ ଦୃଷ୍ଟିରୁ ବାହାର ରାଜ୍ୟରୁ ଫେରୁଥିବା ସମସ୍ତ ଲୋକଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି । ତେବେ ଗଞ୍ଜାମର ବେଗୁନିଆପଡା…

କ୍ୱାରେଂଟିନ ନିୟମ ଭାଙ୍ଗିଲେ ଗିରଫ ହେବେ: ସରକାର

ଭୁବନେଶ୍ୱର: ଏଣିକି କ୍ୱାରେଂଟିନ୍ ନିୟମ ଭାଙ୍ଗିଲେ ଆଉ ତ୍ରାହି ନାହିଁ । କଟକଣା ଉଲ୍ଲଂଘନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ନିୟମ ଭଙ୍ଗକାରୀଙ୍କୁ ଗିରଫ କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି, ପ୍ରବାସୀ…

ଅଟୋଇମ୍ୟୁନ୍ ରୋଗ ଓ କୋଭିଡ୍‌-୧୯

ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ରଙ୍କ ନିୟମିତ ସ୍ତମ୍ଭ: ଆରୋଗ୍ୟ ଆପଣମାନଙ୍କ ପାଇଁ ଯେଉଁମାନେ ମାସ୍କ ପିନ୍ଧିବାକୁ ଚାହାନ୍ତି ନାହିଁ କିମ୍ବା ଭାବନ୍ତି ଲୋକମାନେ କୋଭିଡ୍‌-୧୯ ପ୍ରତି ଅତ୍ୟଧିକ ପ୍ରତିକ୍ରିୟା କରୁଛନ୍ତି, ଦୟାକରି ମନେରଖନ୍ତୁ ଏବଂ ଯେଉଁମାନେ…