Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ମୋବାଇଲ୍ ଲୋକେସନ୍ ଟ୍ରାକିଂରେ ଚିହ୍ନଟ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଓଡ଼ିଶା ସରକାର ଅଭିନବ ପନ୍ଥା ଅବଲମ୍ବନ କରିଛନ୍ତି । ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁଁ ସେମାନଙ୍କୁ ଚିହ୍ନଟ କରୁଛନ୍ତି ରାଜ୍ୟ ସରକାର । ମୋବାଇଲ୍…

ଖୋଲିବନି ସେଲୁନ କିମ୍ବା ମଦ ଦୋକାନ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ଲକ୍‌ଡାଉନ୍ ମଧ୍ୟରେ ଦୋକାନ ଖୋଲିବା ନେଇ ସଭିଙ୍କ ମନରେ ଜାରି ରହିଛି ଦ୍ଵନ୍ଦ୍ଵ । ତେବେ ଏହି ଦ୍ୱନ୍ଦକୁ ଦୂର କରିଛନ୍ତି କେନ୍ଦ୍ର ସରକାର । କେଉଁ ସବୁ ଦୋକାନ ଖୋଲା ରହିବ ଓ କେଉଁ ସବୁ ଦୋକାନ ବନ୍ଦ ରହିବ ସେ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ…

ମାଟ୍ରିକ ଖାତା ମୂଲ୍ୟାୟନର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସାରା ଦେଶରେ ତାଲାବନ୍ଦ ପଡିଛି । ଲକଡାଉନ୍ ଯୋଗୁଁ ମାଟ୍ରିକ ଖାତା ମୂଲ୍ୟାୟନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ଏହା ପୁନଃ ଆରମ୍ଭ ହେବ ବୋଲି ଶନିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, କରୋନା ସଂକ୍ରମଣ ଲାଗି…

କରୋନା ଯୁଦ୍ଧ ପାଇଁ NASA ବିକଶିତ କଲା ହାଇ ପ୍ରେସର୍ ଭେଣ୍ଟିଲେଟର୍ !

ନ୍ୟୁୟର୍କ: କରୋନା ଯୁଦ୍ଧରେ ସହଯୋଗର ହାତ ବଢାଇଲା ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନଷ୍ଟ୍ରେସନ୍ (NASA) । କରୋନା ସଂକ୍ରମିତଙ୍କ ପାଇଁ ମାତ୍ର ୩୭ ଦିନରେ ନାସାର ଇଂଜିନିଅରମାନେ ପ୍ରସ୍ତୁତ କଲେ ହାଇ ପ୍ରେସର୍ ଭେଣ୍ଟିଲେଟର୍ । ଭେଣ୍ଟିଲେଟରକୁ ଭାଇଟାଲ ଭାବେ ନାମିତ…

ଥାନା ଭିତରେ ପଡିଲା ଥାନା ବାବୁଙ୍କ ହାତଗଣ୍ଠି

ସୁବର୍ଣ୍ଣପୁର: ଥାନା ଭିତରେ ପଡିଲା ହାତଗଣ୍ଠି । ଥାନା ଭିତରେ ବିବାହ କଲେ ଥାନା ବାବୁ । କରୋନା ପାଇଁ ଯାଇ ପାରିଲାନି ବରଯାତ୍ରୀ । ଥାନା ଭିତରେ ହିଁ ହାତକୁ ଦି ହାତ ହେଲେ ସୁବର୍ଣ୍ଣପୁର ସୁବଳୟା ଥାନାର ପୋଲିସ ଏସ୍‌ଆଇ । ମାସ୍କ ପିନ୍ଧି, ସାମାଜିକ ଦୂରତା ରଖି ଜ୍ୟୋତ୍ସ୍ନାରାଣୀଙ୍କ ହାତ…

ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତ ପଣ୍ଡାଙ୍କ…

ଭୁବନେଶ୍ବର: କେନ୍ଦ୍ରପାଡାରେ ସାଂସଦ ପାଣ୍ଠିରେ ତିଆରି ପ୍ରକଳ୍ପକୁ କ୍ୱାରେଣ୍ଟାଇନ୍ ସେଂଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ଏସବୁକୁ ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ୱାରେଣ୍ଟାଇନ୍ ସେଂଟର ଭାବେ ବ୍ୟବହାର…

ସମୁଦ୍ର ଭିତରେ ଓଡ଼ିଶା ଓ ଆନ୍ଧ୍ରକୁ ମାଡି ଆସୁଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ: ସମୁଦ୍ର ଭିତରେ ଓଡ଼ିଶା ଓ ଆନ୍ଧ୍ରକୁ ମାଡି ଆସୁଛନ୍ତି ମତ୍ସ୍ୟଜୀବୀ । ଚେନ୍ନାଇରୁ ବୋଟ କିଣି ସମୁଦ୍ର ଭିତରେ ପ୍ରାୟ ୩୮ ଜଣ ମତ୍ସ୍ୟଜୀବୀ ଗଂଜାମ ଜିଲ୍ଲା ଅଭିମୁଖେ ଆସୁଛନ୍ତି । ସୂଚନା ଅନୁସାରେ, ଲକଡାଉନ୍ ଯୋଗୁଁ ଚେନ୍ନାଇରେ ଅନେକ ମତ୍ସ୍ୟଜୀବୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ…

ଲକ୍‌ଡାଉନ୍‌ରେ ଦୋକାନ ଖୋଲିବା ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ଓଡିଶା ସରକାର 

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଏବଂ ଜରୁରୀକାଳୀନ ସେବା ଯୋଗାଉଥିବା ଦୋକାନ ଖୋଲା ରହିଥିବାବେଳେ, ଓଡିଶା ସରକାରଙ୍କ ପକ୍ଷରୁ ଆଜି ସଂଶୋଧିତ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତାକାଲି ଜାରି ହୋଇଥିବା ସଂଶୋଧିକ…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳେ ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୩୧,୪୫୪ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୯୭, ୨୯୭ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୮,୦୬,୮୯୪ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ୨୫ ତାରିଖ ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ…

ମହାମାରୀ ସଙ୍କଟରେ କେତେଦୂର ସଫଳ ହେବ ଦୂରଶିକ୍ଷା ?

ଆନୁଷ୍ଠାନିକ ଶିକ୍ଷା ସବୁ ଯୁଗରେ ଓ ସବୁ ଦେଶରେ ଗୁରୁ-ଶିଷ୍ୟ ବା ଶିକ୍ଷକ-ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ମୁକ୍ତ ପ୍ରାଙ୍ଗଣେର କିମ୍ବା ଶ୍ରେଣୀଗୃହରେ ପାଠ୍ୟକ୍ରମର ସିଧାସଳଖ ବିନିମୟ ମାଧ୍ୟମରେ ସମାହିତ ହୋଇଥାଏ| ଏପରିକି କର୍ମଭିତ୍ତିକ ଶିକ୍ଷା ମଧ୍ୟ ଗୁରୁଙ୍କ ନିର୍ଦ୍ଦେଶନାରେ ଅଥବା ସହାୟତାରେ…