Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ଚିଡିଆଖାନାରେ କରୋନା ସଂକ୍ରମିତ ୪ ସିଂହଙ୍କ ପାଖରେ ଡେଲଟା ଭାରିଏଣ୍ଟ ଠାବ

ଚେନ୍ନାଇ: ମଣିଷ ପରେ କରୋନା ସଂକ୍ରମିତ ହୋଇଛନ୍ତି ପଶୁ । ସେମାନଙ୍କ ପାଖରୁ ମାରାତ୍ମକ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ତାମିଲନାଡୁ ଭଣ୍ଡାଲୁର ଚିଡିଆଖାନାରେ କରୋନା ସଂକ୍ରମିତ ୪ଟି ସିଂହ ପାଖରୁ ମିଳିଛି ଡେଲଟା ଭାରିଏଣ୍ଟ B.1.617.2। ସେମାନଙ୍କର ଜିନୋମ୍ ସିକ୍ୱେନ୍ସିଂରୁ ସ୍ପଷ୍ଟ ହୋଇଛି…

ଦେଶରେ ଆକ୍ରାନ୍ତଙ୍କ ତୁଳନାରେ ବଢୁଛି କରୋନା ସୁସ୍ଥତା ସଂଖ୍ୟା

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୦ ହଜାର ୭୫୩ ନୂଆ ଆକ୍ରାନ୍ତ। ୭୪ ଦିନ ପରେ ଦେଶରେ ଆକ୍ଟିଭ୍ କେସ୍ ହ୍ରାସ ପାଇଛି । ଦିନକରେ ୧ ହଜାର ୬୪୭ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୫ ହଜାର ୧୩୭ କୁ ବୃଦ୍ଧି…

ଏମ୍ସ ନିର୍ଦ୍ଦେଶକ ଡାକ୍ତର ଗୁଲେରିଆଙ୍କ ଚେତାବନୀ, ୬-୮ ସପ୍ତାହ ଭିତରେ କରୋନା ତୃତୀୟ ଲହର

ନୂଆଦିଲ୍ଲୀ: ସେକେଣ୍ଡ ଓ୍ୱେଭ ସରିନି । ଏହାରି ଭିତରେ ତୃତୀୟ ଲହର ନେଇ ଆଭାସ ମିଳିଲାନି । ଥାର୍ଡ ୱେଭ ଆସିବା ନିଶ୍ଚିତ।ଆଗାମୀ ୬-୮ ସପ୍ତାହ ଭିତରେ ଭାରତରେ କରୋନାର ତୃତୀୟ ଲହର ଆସିପାରେ । ଅର୍ଥାତ ଅଗଷ୍ଟ କିମ୍ବା ସେପ୍ଟେମ୍ୱର ବେଳକୁ ଆସିପାରେ । ଏଭଳି ଚେତେଇ ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ…

ରାଜ୍ୟରୁ କରୋନା ନେଲା ୪୨ ଜୀବନ, ଦୁଇ ଦିନ ପରେ ପୁଣି ବଢ଼ିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ଦୁଇ ଦିନ କମିବା ପରେ ରାଜ୍ୟରେ ପୁଣି ବଢ଼ିଲା କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୪୨ ସଂକ୍ରମିତଙ୍କ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୫ ଜିଲ୍ଲାରୁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ…

୨୪ ଘଣ୍ଟାରେ ରାଜ୍ୟରୁ ୩୪୨୭ କରୋନା ପଜିଟିଭ୍, ୧୯ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦୈନିକ କେସ୍ ହ୍ରାସ ପାଉଛି । ଖସୁଛି ପଜିଟିଭିଟି । ସୁସ୍ଥ ହେଉଛନ୍ତି ଅଧିକ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୩ହଜାର ୪୨୭ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୯ଶହ ୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୭୩ ।…

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ; ବାପୁଜୀ ନଗର ମାର୍କେଟ ସିଲ୍

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଶୁକ୍ରବାର ଦିନ ବାପୁଜୀ ନଗର ବଜାର ଅଞ୍ଚଳକୁ ୨୫ ଜୁନ୍ ଯାଏଁ ବନ୍ଦ କରାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ସୂଚନା ଅନୁଯାୟୀ, ବାପୁଜୀ ନଗରରେ ଥିବା ଦୋକାନଗୁଡ଼ିକ…

ରାଜଧାନୀର ଏହି ଆମିଷ ମାର୍କେଟ ୨୫ ଯାଏଁ ବନ୍ଦ

ଭୁବନେଶ୍ୱର: କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱରର ୟୁନିଟ୍-୪ର ଆମିଷ ବଜାର ବନ୍ଦ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି‌। ବିଏମସିର ସୂଚନା ଅନୁସାରେ ୟୁନିଟ୍ ୪ ହୋଲସେଲ ଏବଂ ଆମିଷ ବଜାରକୁ ଜୁନ୍ ୨୫ ଯାଏଁ ବନ୍ଦ ରହିବ। ଆଜି କୋଭିଡ ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ…

୧୮-୪୪ ବର୍ଗଙ୍କ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।…

ଡ୍ରାଇଭ-ଇନ୍ ଭ୍ୟାକ୍ସିନେସନ୍: ୧୮-୪୪ ଓ ୪୫+ ବର୍ଗଙ୍କ ଲାଗି ଆଜି ସ୍ଲଟ ବୁକିଂ, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀର ସମସ୍ତ ୧୦ ଡ୍ରାଇଭ-ଇନ୍ ସ୍ଥାନରେ କରୋନା ଟୀକାକରଣ ପାଇଁ ଅନଲାଇନରେ ସ୍ଲଟ୍ ବୁକିଂ ଆଜି ୬.୩୦ରେ ଖୋଲିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଟୁଇଟ୍ କରିଛି। ଏହି ସ୍ଲଟ୍ ଗୁଡିକ ଜୁନ୍ ୨୧ ରୁ ଜୁନ୍ ୨୬ ପର୍ଯ୍ୟନ୍ତ ୧୮-୪୪ (ପ୍ରଥମ ଡୋଜ୍) ଏବଂ…

ଭାଙ୍ଗିଲେ କରୋନା କଟକଣା, ଗଣିଲେ ଲକ୍ଷେ ଟଙ୍କା ଜରିମାନା

ଭଦ୍ରକ: ଲକ୍‌ଡାଉନ୍‌ରେ ସଟର୍ ବନ୍ଦ କରି ଚାଲିଥିଲା କପଡା କାରବାର । ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଚମ୍ପଟ୍ ମାରିଥିଲେ ଦୋକାନ ମାଲିକ । ହେଲେ ଧୋକା ଖାଇନଥିଲା ପ୍ରଶାସନର ତୀକ୍ଷ୍ଣ ନଜର । ଶେଷରେ ଧରାପଡିଲା ଦୋକାନ ମାଲିକଙ୍କ ମିଛ । ବନ୍ଦ ଦୋକାନରୁ ଉଦ୍ଧାର ହୋଇଥିଲେ ୩ ଗ୍ରାହକଙ୍କ ସମେତ ଜଣେ…