Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ହୋମ କ୍ୱାରେଂଟାଇନରେ ରହିଥିବା ଯୁବକ ବାହାରେ ବୁଲୁଥିବାରୁ ଡାକ୍ତର ବାଡି ଧରି ଗୋଡାଇଲେ

ମକାରାନା: ରାଜସ୍ଥାନର ମକାରାନା ଅଂଚଳରେ ଡାକ୍ତରଙ୍କ ଆଉ ଏକ ରୂପ ଦେଖିବାକୁ ମିଳିଛି । ଏଠାରେ ୩୮ ଯୁବକଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଏହି ଯୁବକମାନେ ବାରମ୍ବାର ଘରୁ ବାହାରକୁ ଆସିବା ଡାକ୍ତର ଆବିଦ ହୁସେନ ଦେଖିଥିଲେ । ସମସ୍ତଙ୍କୁ ଡାକି କରୋନାର ଭୟାବହତା ବିଷୟରେ ବୁଝାଇଥିଲେ । ତଥାପି…

କରୋନା ଆତଙ୍କ: ଫ୍ଲୁ ଜନିତ ଚିକିତ୍ସା କେବଳ ‘ଫିଭର କ୍ଲିନିକ୍’ରେ ହେବ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ବିପଦକୁ ଏଡ଼ାଇବା ଲାଗି ଓଡ଼ିଶା ସରକାର ଫ୍ଲୁ ଭଳି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଏହିସବୁ ଘରୋଇ କ୍ଲିନିକ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଯାହାକୁ 'ଜ୍ୱର କ୍ଲିନିକ୍’ ବା  'ଫିଭର କ୍ଲିନିକ୍' ଭାବେ ସୂଚିତ କରାଯାଇଛି।…

କରୋନା ସହ ମୁକାବିଲା: ଆଇସିୟୁ ଛାଡ଼ିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌

ଲଣ୍ଡନ: କରୋନା ଭୂତାଣୁ ଜନିତ ପରୀକ୍ଷାରେ ପଜିଟିଭ୍ ଚିହ୍ନିତ ହେବାପରେ ସୋମବାର ରାତିରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଜନସନ୍ ଲଣ୍ଡନର ସେଣ୍ଟ୍ ଥୋମାସ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟରେ ୪ ଦିନ ଚିକିତ୍ସିତ ହେବା ପରେ ଗୁରୁବାର ଦିନ…

ଲକ୍‌-ଡାଉନ୍‌ରେ ଲୋକଙ୍କୁ ସାବାଡ୍ କରିବା ପାଇଁ ମାସାଇ ଜନଜାତିର ସାହାରା ନେଲା କେନିଆ ସରକାର !

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି କେନିଆର ଏହି ଭିଡିଓ । ଯେଉଁଥିରେ ମାସାଇ ଜନଜାତିର ଜଣେ ସଦସ୍ୟ ଲୋକଙ୍କୁ ଚାବୁକ୍‌ରେ ମାଡ ମାରି ଘଉଡାଇବାରେ ଦେଖିବାକୁ ମିଳିଛି । How #Kenya tackles #SocialDistancing Maasai tribe was called to help within 24 hrs, not…

କଳାହାଣ୍ଡିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ଭବାନୀପାଟନା: ବାହାରିନରୁ ଫେରିଥିବା ୨୯ ବର୍ଷୀୟ ଯୁବକଙ୍କର କରୋନା ପରୀକ୍ଷା ପଜିଟିଭ ବାହାରିବାର ପାଞ୍ଚ ଦିନ ପରେ କଳାହାଣ୍ଡି ଜିଲ୍ଲାରେ ଅନ୍ୟ ଜଣେ ଯୁବକ ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଜଗୁ ଅଗ୍ରୱାଲ ଶୁକ୍ରବାର ଦିନ…

କରୋନା ମୁକାବିଲା: ଗୀତ ଗାଇ ଲୋକଙ୍କୁ ସଚେତନ କଲା କନ୍ଧମାଳ ପୋଲିସ

ବାଲିଗୁଡା: ସାରାବିଶ୍ୱ କରୋନାର ଭୟାବହତାକୁ ଅନୁଭବ କରିଥିବା ବେଳେ ନିଜ ଅଞ୍ଚଳରେ ଲୋକଙ୍କୁ ଗୀତ ମାଧ୍ୟମରେ ସଚେତନ କରାଇଛନ୍ତି କନ୍ଧମାଳ ପୋଲିସ । କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବାଲିଗୁଡା ଆଇଆଇସି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ…

ଯାଜପୁରରେ ଲୋକାର୍ପିତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

ଯାଜପୁର: ଯାଜପୁର ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ ୧୦ ଏପ୍ରିଲ ଶୁକ୍ରବାର ଦିନ ଲୋକାର୍ପିତ ହୋଇଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହାକୁ ଲୋକାର୍ପଣ କରିଛନ୍ତି । ଏହା ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗରରେ ରହିଥିବା ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲକୁ ୧୫୦…

କରୋନା ମୁକବିଲା: ବିନା ମାସ୍କରେ ମିଳିବ ନାହିଁ ପେଟ୍ରୋଲ, ଡିଜେଲ !

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ ରେ ପହଞ୍ଚିଲାଣି । ଏଥିପାଇଁ ଆମକୁ ଆହୁତି ସଜାଗ ହୋଇ ରହିବାକୁ ପଡିବ । ବିନା ମାସ୍କରେ ଗାଡ଼ିରେ ତେଲ ଭର୍ତ୍ତି କରାଇବା ପାଇଁ ଆସିଥିବା ବ୍ୟକ୍ତିଙ୍କୁ ତୈଳ ନଦେବାକୁ ନିଷ୍ପତ୍ତି ନେଇଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।…

ବ୍ୟାପୁଛି କରୋନାଭାଇରସ; ଗୋଟିଏ ଦିନରେ ଭାରତରେ ୫୪୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୧୯୯ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି ୫୪୭ଟି…

କରୋନା କବଳରେ ଭାରତ; ମୃତ୍ୟୁ ସଂଖ୍ୟା ୧୯୯କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୬୪୧୨ରେ ପହଞ୍ଚିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୫୭୦୯ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୧୯୯ ଜଣ ପ୍ରାଣ ହରାଇଛନ୍ତି ।…