Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ପୁରୀରେ ଲକ୍‌ଡାଉନ୍‌: ଏବେବି ବଞ୍ଚିଛି ମାନବିକତା

ପୁରୀ: ମହାମାରୀର ଭୟାବହତା ମଧ୍ୟରେ ମଧ୍ୟ ମାନବିକତାର ଜ୍ୱଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି । ମରଣାନ୍ତକ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଏବେ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ ପୁରୀରେ କିଛି ଏନଜିଓ ଏବଂ ସରକାରୀ ସଂସ୍ଥା ଦ୍ୱାରା ଗରିବ ଓ ଅସହାୟ ମାନଙ୍କୁ ଦୈନିକ ଭୋଜନ…

ମୋଦିଙ୍କୁ ଫଲୋ କଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ହ୍ୱାଇଟ ହାଉସ ଟୁଇଟରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିଛି । ମୋଦି ବିଶ୍ୱର ଏମିତି ଏକମାତ୍ର ନେତା ଯାହାଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ହ୍ୱାଇଟ ହାଉସର ଟ୍ୱିଟର ହ୍ୟାଣ୍ଡେଲ ଫଲୋ କରିବା ଆରମ୍ବ କରିଛି । ୨ ଦିନ ପୂର୍ବରୁ କରୋନା ଭାଇରସ୍ ନେଇ…

କରୋନାଭାଇରସ୍‌ରୁ ମୁକ୍ତି ପାଇଲେ ବିଶ୍ୱର ବୟୋଜ୍ୟେଷ୍ଠ ମହିଳା !

ନେଦରଲ୍ୟାଣ୍ଡ: କରୋନାଭାଇରସ୍‌କୁ ହରାଇଲେ ୧୦୭ ବର୍ଷୀୟ ଡଚ୍ ମହିଳା । ରୋଗମୁକ୍ତ ହେବା ପରେ ମହିଳା ଜଣକ ବିଶ୍ୱର ବୟୋଜ୍ୟେଷ୍ଠ କରୋନା ମୁକ୍ତ ରୋଗୀ ଭାବେ ବିବେଚିତ ହୋଇଛନ୍ତି । Dutch woman aged 107 becomes world's oldest person to survive coronavirus…

କରୋନା ମୁକାବିଲା ପାଇଁ ଅଧିକ ଅନୁଦାନ ସହ ୫ ଲକ୍ଷ ପିପିଇ ଯୋଗାଇ ଦେବାକୁ ଓଡିଶାର ଦାବି

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଶୁକ୍ରବାର କେନ୍ଦ୍ରକୁ ଅଧିକ ଅନୁଦାନ ମାଗିଛନ୍ତି । ଓଡିଶା ପାଇଁ କେନ୍ଦ୍ରରୁ ଏ ପର୍ଯ୍ୟନ୍ତ ୪୬ କୋଟି ୩୫ ଲକ୍ଷ ଟଙ୍କା ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ…

ଶିବରାଜଙ୍କ ପ୍ରଶଂସନୀୟ ପଦକ୍ଷେପ: ଆଇଆଇଏଫଏ ପାଇଁ ଉଦ୍ଦିଷ୍ଟ ୭୦୦ କୋଟି କରୋନା ସଂକ୍ରମିତଙ୍କ ପାଇଁ ଖର୍ଚ୍ଚ ହେବ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ଆଇଆଇଏଫଏ ୨୦୨୦ କାର୍ଯ୍ୟକ୍ରମ ପାଇଁ ସେ ୭୦୦ କୋଟି ଟଙ୍କା ଦେଇଥିଲେ । ଏବେ ସେହି ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଅଣାଯିବ ସହ କରୋନା ସଂକ୍ରମିତଙ୍କ…

ଲକ୍‌ଡାଉନ କରାଯାଇ ନ ଥିଲେ ଭାରତରେ ୮ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମିତ ହୋଇଥାନ୍ତେ

ନୂଆଦିଲ୍ଲୀ: ଭାରତ ସରକାର ପକ୍ଷରୁ ଯଦି ସଙ୍ଗେ ସଙ୍ଗେ ଲକଡାଉନ କରାଯାଇ ନ ଥାନ୍ତା ତାହେଲେ ଏବେ ସୁଦ୍ଧା ୮ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତ କରୋନା ସଂକ୍ରମିତ ହୋଇଥାନ୍ତେ । ଆଇସିଏମଆର ରିପୋର୍ଟ ମୁତାବକ ଭାରତ ଆଉ ବିଳମ୍ବ କରିଥିଲେ ଇଟାଲୀ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଅକ୍ସଫୋର୍ଡ…

୨୦ ଦିନରେ ରୁଷିଆ ତିଆରି କଲା ୧୦ ହଜାର ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା

ମସ୍କୋ: କରୋନା ଭାଇରସ ମୁକାବିଲା ପାଇଁ ରୁଷିଆ ୨୦ ଦିନରେ ୧୦ ହଜାର ଲୋକଙ୍କ ଚିିକିତ୍ସା ହେଇ ପାରୁଥିବା ଡାକ୍ତରଖାନା ନିର୍ମାଣ କରିଛି । ଏଥିସହ ରୁଷିଆ ଚାଇନାକୁ ପଛରେ ପକାଇ ଦେଇଛି । ଚାଇନା ଅଳ୍ପ ଦିନରେ ଉହାନରେ ଏକ ବିଶାଳକାୟ ଡାକ୍ତରଖାନା ତିଆରି କରିଥିଲା । ମସ୍କୋ ଟାଇମ୍ସ ମୁତାବକ ଏଭଳି…

କରୋନା ଲକ୍‌-ଡାଉନ୍‌; ୧୪୦୦ କିମି ଗାଡି ଚଳାଇ ପୁଅକୁ ଘରକୁ ଆଣିଲେ ରଜିଆ !

ତେଲେଙ୍ଗାନା: ଦେଶବ୍ୟାପୀ ଲକ୍‌-ଡାଉନ୍ ଘୋଷଣା । ହେଲେ ତେଲାଙ୍ଗାନାର ଜଣେ ମହିଳାଙ୍କୁ ଘରେ ରୋକିପାରିନଥିଲା କୌଣସି ନିୟମ । ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାର ସରକାରୀ ଶିକ୍ଷୟତ୍ରୀ ରଜିଆ ବେଗମ୍ । ସୋମବାର ସକାଳୁ ନିଜ ଦୁଇଚକିଆ ଯାନ ଧରି ଘରୁ ବାହାରିଥିଲେ । ପରଦିନ…

ଡବ୍ଲ୍ୟୁଏଚଓ ମୁଖ୍ୟ କହିଲେ ‘ରାଜନୀତିକୁ ଏବେ କ୍ୱାରେଂଟାଇନରେ ରଖ’

ଓ୍ବାଶିଂଟନ: କରୋନା ମହାମାରୀକୁ ରୋକିବା ପାଇଁ ଆମକୁ ସଂଗଠିତ ଭାବେ କାମ କରିବାକୁ ପଡିବ । ଏ ନେଇ କୌଣସି ପ୍ରକାର ରାଜନୀତି କରିବା ଠିକ୍ ନୁହେଁ । ବର୍ତମାନ ରାଜନୀତିକୁ କିଛି ଦିନ କ୍ୱାରେଂଟାଇନରେ ରଖ ବୋଲି ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରୋସ୍ ଗେବ୍ରେୟେସିଏସ୍ କହିଛନ୍ତି । ଚୀନକୁ ଆଧାନମ ଭୁଲ…

ବ୍ରହ୍ମପୁର ଏମକେସିଜିକୁ ମିଳିଲା କୋଭିଡ୧୯ ନମୁନା ପରୀକ୍ଷା ଅନୁମତି

ବ୍ରହ୍ମପୁର: କୋଭିଡ୧୯ ପରୀକ୍ଷା ପାଇଁ ବ୍ରହ୍ମପୁର ଏମକେସିଜିକୁ ଅନୁମତି । ଏମକେସିଜି ମେଡିକାଲ କଲେଜକୁ ଏହି ଅନୁମତି ଦେଇଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର୍‌) । ଦକ୍ଷିଣ ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ଏଠାରେ ପରୀକ୍ଷଣ ଆରମ୍ଭ ହେବ । ବର୍ତ୍ତମାନ ଭୁବନେଶ୍ୱରର…