Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସମ୍ ହସ୍ପିଟାଲର ନିର୍ମାଣାଧୀନ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ବୁଲି ଦେଖିଲେ ୫ଟି ସଚିବ

ଭୁବନେଶ୍ୱର: ସମ୍ ହସ୍ପିଟାଲ ଦ୍ୱାରା ନିର୍ମିତ ହେଉଥିବା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ରବିବାର ଅପରାହ୍ନରେ ପହଞ୍ଚିଥିଲେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ତାଙ୍କ ସହ ସୋଆ ବିଶ୍ୱବିଦ୍ୟାଳୟ ଓ ସମ୍ ହସ୍ପିଟାଲର…

ଭାରତରେ କରୋନାଭାଇରସ; ଆରୋଗ୍ୟ ହେଲେ ୮୬ ଜଣ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ ଛୁଇଁଥିବା ବେଳେ ପ୍ରାୟ ୮୬ ଜଣ ବ୍ୟକ୍ତି ଆରୋଗ୍ୟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମିଳିଛି । ସୂଚନାନୁଯାୟୀ ଏଯାବତ୍ କରୋନାଭାଇରସ ସଂକ୍ରମଣରେ ଭାରତରେ ୨୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ…

କୋଭିଡ କଣ୍ଟ୍ରୋଲ ରୁମ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କୋଭିଡ କଣ୍ଟ୍ରୋଲ ରୁମ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି, ଓଡିଶାର ପାଖାପାଖି ୧ ଲକ୍ଷ ଲୋକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ବାଲେଶ୍ୱର, କେନ୍ଦ୍ରାପଡା, ଗଞ୍ଜାମ, ଭଦ୍ରକ ଓ ଯାଜପୁର ଜିଲ୍ଲାର ଅଧିକ ଲୋକ ବାହାର…

କରୋନାଭାଇରସ ସଂକ୍ରମଣରେ ୧୦୮ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ

ଲଣ୍ଡନ: କରୋନାଭାଇରସ (କୋଭିଡ-୧୯) ସଂକ୍ରମଣରେ ଜଣେ ୧୦୮ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି । ତାଙ୍କର କରୋନା ରିପୋର୍ଟ ପଜିଟିଭ ବାହାରିବା କିଛି ଘଣ୍ଟା ପରେ ସମ୍ପୃକ୍ତ ମହିଳାଙ୍କର ଦେହାନ୍ତ ହୋଇଛି । ପିଟିଆଇ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦୁଇଟି ବିଶ୍ୱଯୁଦ୍ଧ ଏବଂ ୧୯୧୮ ସ୍ପେନୀୟ…

ସ୍ପାଇସଜେଟ ପାଇଲଟଙ୍କର କରୋନା ଟେଷ୍ଟ ପଜିଟିଭ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚରେ କୌଣସି ଆନ୍ତର୍ଜାତୀୟ ବିମାନ ଉଡ଼ାଇ ନ ଥିବା ସ୍ପାଇସଜେଟ୍ ପାଇଲଟଙ୍କର କରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଥିବା ନେଇ ରବିବାର ଦିନ ପ୍ରକାଶ କରିଛି ଏୟାରଲାଇନ୍ସ । “ଆମର ଜଣେ ସହକର୍ମୀଙ୍କର କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି ।…

ଘର ବାହୁଡା ମଜୁରିଆଙ୍କ ମୁଣ୍ଡରେ ସିଲ୍‌ ‘ମୋ ଠାରୁ ଦୂରେଇ ରୁହ’

ଭୋପାଲ: କରୋନା ଲାଗି ଚାରିଆଡେ ୨୧ ଦିନିଆ ତାଲା ବନ୍ଦ ଜାରି ରହିଛି । ଏହାରି ଭିତରେ ଭୋକ ଉପବାସରେ ଥିବା ଦିନ ମଜୁରିଆ ନିଜ ନିଜ ଭିଟା ମାଟିକୁ ଫେରୁଛନ୍ତି । ଶହ ଶହ ସଂଖ୍ୟାରେ ଦିନ ମଜୁରିଆ ଏକାଠି ହୋଇ ଘରକୁ ଫେରୁଥିବା ବେଳେ ସଂକ୍ରମଣ ଆଶଙ୍କା ନେଇ ତାଙ୍କ ପ୍ରତି ପୋଲିସ କଡା ଆଭିମୁଖ୍ୟ ଗ୍ରହଣ…

‘ପେସେଣ୍ଟ-ଜିରୋ’ ଚିହ୍ନଟ ! ଉହାନ ମାର୍କେଟର ଚିଙ୍ଗୁଡି ବିକାଳୀ ହୋଇପାରନ୍ତି ପ୍ରଥମ କରୋନା ରୋଗୀ

ଉହାନ: ଚୀନର ଉହାନ ମାର୍କେଟର ଚିଙ୍ଗୁଡି ବିକ୍ରି କରୁଥିବା ଜଣେ ୫୭ ବର୍ଷୀୟା ମହିଳାଙ୍କୁ ପ୍ରଥମ କୋଭିଡ-୧୯ ପଜିଟିଭ ବୋଲି ବିଶ୍ୱାସ କରାଯାଉଛି । ଲଣ୍ଡନ ମେଟ୍ରୋ ଡେଲିର ଏକ ରିପୋର୍ଟ ଅନୁସାରେ, ୱି ଗୁଇକିୟନ ନାମକ ଜଣେ ମହିଳାଙ୍କ ଠାରେ ଡିସେମ୍ବର ୨୦୧୯ରେ ଫ୍ଲୁ ଭଳି ଲକ୍ଷଣ ବିକସିତ ହୋଇଥିଲା…

ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ସରକାରଙ୍କ ସହ ଅଛି କଂଗ୍ରେସ

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶରେ ଅଚଳାବସ୍ଥା ଦେଖାଦେଇଛି । ଏଭଳି ସ୍ଥିତିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି । ସରକାରଙ୍କ ସହ କଂଗ୍ରେସ ଦଳ ଠିଆ ହୋଇଛି ବୋଲି ସେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। Congress MP…

ଦେଶରେ ୨୪ ଘଣ୍ଟାରେ ୧୦୬ ନୂଆ କରୋନା ମାମଲା ରେକର୍ଡ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ ୨୪ ଘଣ୍ଟାରେ କରୋନାଭାଇରସ(କୋଭିଡ-୧୯)ର ୧୦୬ଟି ନୂଆ ମାମଲା ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । Till now there have been 979 #COVID19 confirmed cases in the…

ଲକ୍ ଡାଉନ୍ ନିୟମ ଭାଙ୍ଗି ବନ୍ଧା ହେଲେ ୨୨ ଦୋକାନୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ବିଶ୍ୱରେ ୨୧ ଦିନ ପାଇଁ ଲକ୍ ଡାଇନ୍ ଘୋଷଣା କରାଯାଇଛି । ତେବେ ରାଜ୍ୟରେ ଲକ୍ ଡାଉନ୍ ନିୟମକୁ ଅନେକ ଲୋକେ ମାନୁ ନାହାନ୍ତି । ଏହାକୁ ବେଖାତିର କରୁଛନ୍ତି । ରାଜ୍ୟରେ ଲକ ଡାଉନ ଆଇନ୍ ଉଲ୍ଲଂଘନକାରୀଙ୍କ ସଂଖ୍ୟା ଦିନକୁ ବଢ଼ିବାରେ ଲାଗିଛି ।…