Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସାମାଜିକ ଦୂରତ୍ୱ ନେଇ ରାଜ୍ୟର ବିଭିନ୍ନ ସହରର ହାଟରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନେଇ କୌଣସି କଟକଣା ନାହିଁ । କିନ୍ତୁ ଗତ ଦୁଇ ଦିନ ହେଲା ହାଟମାନଙ୍କରେ ଭିଡକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର…

କୋଭିଡ-୧୯: ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଉଦ୍ଧାର ହେଲେ ୧ହଜାର ବିଦେଶୀ ନାଗରିକ

ନୂଆଦିଲ୍ଲୀ: କରୋନାଭାଇରସ ମହାମାରୀ ମଧ୍ୟରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରି ଆଣିବା ପରେ ଭାରତରେ ଫସିରହିଥିବା ବିଦେଶୀଙ୍କୁ ତାଙ୍କ ଦେଶକୁ ପଠାଇବାକୁ ବ୍ୟବସ୍ଥା କରିଛନ୍ତି ସରକାର । ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଭାରତରେ ଲକଡାଉନ ଘୋଷଣା ହୋଇଛି । ଏଥିପାଇଁ ସମସ୍ତ ଘରୋଇ ତଥା…

କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଜରୁରୀ ମାତ୍ର ଏହି ୫ଟି ଉପାୟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଘାତକ କରୋନାଭାଇରସ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଅଣାୟତ୍ତ ହୋଇପଡିଥିବା ଏହି ମହାମାରୀକୁ ରୋକିବା ପାଇଁ ବହୁତ ପ୍ରୟାସ ଚାଲିଛି । ଏହାକୁ ରୋକିବା ପାଇଁ କେବଳ ଏହି ୫ଟି ଉପାୟ ଜରୁରୀ । ଏହାକୁ କଡାକଡି ଭାବେ ପାଳନ କଲେ ଏହା ମଣିଷ ପାଇଁ ବିପଦ ହେବନି ।…

[ଦେଖନ୍ତୁ ଭିଡ଼ିଓ] ବିହାରରେ ଫସିଛନ୍ତି ୧୦ ଓଡ଼ିଆ: ଉଦ୍ଧାର ପାଇଁ କଲେ ନିବେଦନ

ଭୁବନେଶ୍ୱର: ବିହାର ରାଜ୍ୟର ବେଗୁସରାଇରେ ଫସି ରହିଛନ୍ତି ୧୦ ଜଣ ଓଡ଼ିଆ ଶ୍ରମିକ । ତେବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡ଼ିଓ ଜରିଆରେ ସେମାନେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି। https://youtu.be/FHP7WBYoxxQ ଫସିଥିବା ଏହି ୧୦ ଜଣ ଶ୍ରମିକ ହେଉଛନ୍ତି ଯାଜପୁର ଜିଲ୍ଲା…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି, ୧୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୬୪୯ରେ ପହଞ୍ଚିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୬୪୯ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ…

ସିଲ ହେଲା ଝାରସୁଗୁଡା-ଛତିଶଗଡ଼ ସୀମା

ଝାରସୁଗୁଡା: ସିଲ ହେଲା ଓଡ଼ିଶା-ଛତିଶଗଡ଼ ସୀମା । ଆସନ୍ତା ଏପ୍ରିଲ ୧୪ ଯାଏଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓଡ଼ିଶା-ଛତିଶଗଡ଼ ସୀମାକୁ ଦୁଇଟି ସ୍ଥାନରେ ସିଲ୍ କରିଛି। ଗୋଟିଏ ହେଉଛି ଜାତୀୟ ରାଜପଥ-୪୯ରେ କନକତୋରା ଗାଁରେ ଥିବା ସୀମା ଓ ଅନ୍ୟଟି ହେଉଛି ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା…

ଜାତୀୟ ରାଜପଥରୁ ଟୋଲ୍ ଫି’ ଆଦାୟ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ସମସ୍ତ ଜାତୀୟ ରାଜପଥରେ ଟୋଲ୍ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗଣମାଧ୍ୟମକୁ…

ମୋବାଇଲ ଡାଟା ଖର୍ଚ୍ଚ କମ କରିବା ପାଇଁ ପଦକ୍ଷେପ ନେଲେ ପ୍ରମୁଖ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ୨୧ ଦିନିଆ ଲକ୍ ଡାଉନ ସମୟରେ ଲୋକମାନେ ମୋବାଇଲରେ ଅଧିକ ଭିଡିଓ ଦେଖୁଥିବାରୁ ଡାଟା ବ୍ୟବହାର ହଠାତ୍ ବୃଦ୍ଧି ପାଇଛି । ଏଥିନେଇ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ପକ୍ଷରୁ ନେଟୱାର୍କ ଉପରେ ଅତ୍ୟଧିକ ଚାପ ପଡୁଥିବା ପ୍ରକାଶ…

କୋଭିଡ଼ ୧୯: ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରି ଚାଲିଥିବା ମାରାତ୍ମକ କରୋନା ଭାଇରସର ମୁକାବିଲା ପାଇଁ ଭାରତର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଟ୍ରେଡୋସ ଭାରତକୁ ବହୁ ପ୍ରଶଂସା କରି କହିଛନ୍ତି ଯେ, କରୋନା ଭାରତରେ…