Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ହଜାର ଟପିଲା

ୱାଶିଂଟନ: ସାରା ଦୁନିଆରେ ଘାତକ ସାଜିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଜୋନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ଅନୁସାରେ, ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ହଜାରକୁ ଟପିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷରୁ ଅଧିକ ରହିଛି ।…

‘ଜନତା କର୍ଫ୍ୟୁ’କୁ ସମର୍ଥନ: ଶାହିନ ବାଗରୁ ହଟିଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପାଳନ ହେଉଛି ଜନତା କର୍ଫ୍ୟୁ । ଚାରିଆଡେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଜନତା କର୍ଫ୍ୟୁର ପ୍ରଭାବ ରାଜଧାନୀ ଦିଲ୍ଲୀର ଶାହିନ ବାଗରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ କରି ଆଜି ଆନ୍ଦୋଳନ ସ୍ଥଳରୁ ବିକ୍ଷୋଭକାରୀମାନେ…

କରୋନାଭାଇରସ୍‌: କିପରି ରହିଛି ଭାରତର ୯ ପଡୋଶୀ ଦେଶର ହାଲଚାଲ ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବଢିଚାଲିଛି କୋଭିଡ-୧୯ର ଭୟାଭହତା । ସବିଶେଷ ରିପୋର୍ଟ ଅନୁୟାୟୀ ଭାରତରେ ପାଖାପାଖି ୩୪୧ ଟି ମାମଲା ସାମ୍ନାକୁ ଆସିଛି । ଭାରତ ଉପମହାଦ୍ୱୀପରେ ଚାଇନା ପରେ ପାକିସ୍ତାନର ଅବସ୍ଥା ସବୁଠୁ ଖରାପ ରହିଛି । ଶ୍ରୀଲଙ୍କା ଓ ଆଫଗାନିସ୍ତାନ କିଛିଟା ମାତ୍ରାରେ ପ୍ରଭାବିତ…

‘ଆପଲ’ କମ୍ପାନୀ ତରଫରୁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ମାସ୍କ ପ୍ରଦାନ

କାଲିଫର୍ଣ୍ଣିଆ: କରୋନାଭାଇରସ ସହ ଲଢ଼େଇ କରୁଥିବା ଆମେରିକା ଓ ୟୁରୋପର ସ୍ୱାସ୍ଥ୍ର ସେବା ପ୍ରଦାନକାରୀଙ୍କୁ ମିଲିୟନ ସଂଖ୍ୟାରେ ମାସ୍କ ପ୍ରଦାନ କରୁଛି ‘ଆପଲ’ କମ୍ପାନୀ । ଏନେଇ ‘ଆପଲ’ କମ୍ପାନୀର ସିଇଓ ଟିମ କୁକ ରବିବାର ଦିନ ଘୋଷଣା କରିଛନ୍ତି । ଏନେଇ ସେ ଟ୍ୱିଟ କରିଛନ୍ତି, “କରୋନାଭାଇରସ ସହ…

ମହାରାଷ୍ଟ୍ରରେ ସର୍ବାଧିକ ୭୪ କରୋନା ପଜିଟିଭ

ମହାରାଷ୍ଟ୍ର: ଦିନକୁ ଦିନ ଉଗ୍ର ହେଉଛି ମାହାମାରୀ କରୋନା ଭାଇରସ । ଭାରତରେ କୋକୁଆ ଭୟ ସୃଷ୍ଟି କରିଛି କରୋନା । ଧୀରେ ଧୀରେ ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସର୍ବାଧିକ ହୋଇଛି । ଏଠାରେ ରବିବାର ସକାଳେ ଆଉ ୧୦…

ହ୍ୱାଇଟ୍ ହାଉସ୍‌ରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ; ଆମେରିକା ଉପରାଷ୍ଟ୍ରପତି ଓ ପତ୍ନୀଙ୍କ ନମୁନା ପରୀକ୍ଷଣ

ୱାଶିଂଟନ୍‌: ବିଶ୍ୱର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଆମେରିକା ରାକ୍ଷ୍ରପତିଙ୍କ ହ୍ୱାଇଟ୍ ହାଉସ୍‌ରେ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣା ପଡିବା ପରେ ଉଭୟ ପେନ୍ସ ଓ ତାଙ୍କ…

କରୋନା ପାଇଁ ଭାରତୀୟ ରେଲୱେ ବୋର୍ଡର ନିଷ୍ପତ୍ତି; ମାର୍ଚ୍ଚ ୩୧ ଯାଏଁ ଟ୍ରେନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ବୋର୍ଡ ବଡ ନିଷ୍ପତ୍ତି ନେଇଛି । ଭାରତୀୟ ରେଳବାଇ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ଯାତ୍ରୀ ଟ୍ରେନ ଚଳାଚଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ରେଳବାଇ ବୋର୍ଡ କହିଛି ଯେ, ସମସ୍ତ ଦୂରଯାତ୍ରା କରୁଥିବା ଟ୍ରେନ,…

ଜରୁରୀ ଥିଲେ ବାଇକ୍‌ରେ ନୁହେଁ ଚାଲିକି ଯାଆନ୍ତୁ: ସିପି

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ କରାଯାଉଛି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘୋଷଣା କରିଥିବା ଲକ୍‌ଡାଉନ୍ ମଧ୍ୟ ଜାରି ରହିଛି । ଏହି ସମୟରେ ସରକାରୀ ନିର୍ଦ୍ଦେଶ ମାନିବାକୁ ପୋଲିସ କମିଶନର ସୁଧାଂଶୁ…

ଜନତା କର୍ଫ୍ୟୁ ସମର୍ଥନରେ ଶାହିନବାଗରୁ ହଟିଲେ ମହିଳା; ଧାରଣାସ୍ଥଳରେ ରଖିଲେ ଜୋତା, ଚପଲ

ନୂଆଦିଲ୍ଲୀ: ଜନତା କର୍ଫ୍ୟୁର ସମର୍ଥନରେ ଦିଲ୍ଲୀର ଶାହିନବାଗ ଅଂଚଳରେ ପାଖାପାଖି ୧୦୦ଦିନ ହେବ ସିଏଏ, ଏନଆରସି, ଏନପିଆରକୁ ନେଇ ଚାଲିଥିବା ଆନ୍ଦୋଳନକୁ ମହିଳାମାନେ ସ୍ଥଗିତ ରଖିଛନ୍ତି । ଜନତା କର୍ଫ୍ୟୁ ସମୟରେ ଶାହିନବାଗ ଆନ୍ଦୋଳନକାରୀ ପ୍ରତିକାତ୍ମକ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି ।…

ସମଗ୍ର ପଞ୍ଜାବରେ ମାର୍ଚ୍ଚ ୩୧ ଯାଏଁ ଲକ୍‌-ଡାଉନ୍ ଘୋଷଣା

ଚଣ୍ଡିଗଡ: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ପଞ୍ଜାବରେ ଆଜିଠାରୁ ମାର୍ଚ୍ଚ ୩୧ଯାଏଁ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ତଥା ସେବା କ୍ଷେତ୍ରକୁ ଛାଡି ଅନ୍ୟ ସବୁ ଉପରେ ଏହି ସମ୍ପୂର୍ଣ୍ଣ ବନ୍ଦ ବା…