Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କରୋନା ଆଲର୍ଟ: ସଂକ୍ରମିତ, ପରିବାର ଓ ଡାକ୍ତରଙ୍କ ପରିଚୟ ପ୍ରକାଶ କରିବା ମନା

ଭୁବନେଶ୍ୱର: କରୋନାଭାଇରସ୍ ରୋଗୀ, ସେମାନଙ୍କ ପିତାମାତା ଏବଂ ସମ୍ପର୍କୀୟ ତଥା ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରିଚୟ ପ୍ରକାଶ ନକରିବାକୁ ଓଡ଼ିଶା ସରକାର ଗଣମାଧ୍ୟମକୁ (ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଏବଂ ୱେବ୍) ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କରୋନା ବିରୁଦ୍ଧରେ ଲଢ଼େଇ: ବ୍ରଜରାଜନଗରକୁ ସପ୍ତାହେ ବ୍ୟାପୀ ଲକଡାଉନ ଘୋଷଣା

ଝାରସୁଗୁଡା: ଓଡିଶା ସରକାର ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ସପ୍ତାହେ ବ୍ୟାପୀ ଲକଡାଉନ ଘୋଷଣା କରିବା ପରେ ଝାରସୁଗୁଡା ଜିଲ୍ଲାପାଳ ମଧ୍ୟ ରବିବାର ଦିନ ବ୍ରଜରାଜନଗର ସହରକୁ ବନ୍ଦ ଘୋଷଣା କରିଛନ୍ତି । ରାଜ୍ୟରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଜନତା କର୍ଫ୍ୟୁ ଚାଲିଛି । ଗଣମାଧ୍ୟମକୁ…

କରୋନା ବିରୁଦ୍ଧରେ ଲଢ଼େଇ: ସାରା ଦେଶରେ ଜନତା କର୍ଫ୍ୟୁର ପ୍ରଭାବ

ନୂଆଦିଲ୍ଲୀ: କରୋନାଭାଇରସ କବଳରେ ବିଶ୍ୱର ୧୮୬ଟି ଦେଶ । ଏହି ଘାତକ ସଂକ୍ରମଣର ପ୍ରଭାବ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ଅବସ୍ଥାକୁ ସୁଧୁରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଲଗାଇବାକୁ ଆଗ୍ରହ କଲେ ଏବଂ ଆଜି ଦେଶରେ ଜନତା କର୍ଫ୍ୟୁ ଲାଗୁ ଅଛି ।…

କରୋନା ନେଲା ଆଉ ଜଣଙ୍କ ମୁଣ୍ଡ, ଦେଶରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପାଟନା: ଦେଶରେ ଲଗାତାର କାୟା ମେଲାଇବାରେ ଲାଗିଛି ମାରାତ୍ମକ ଭୂତାଣୁ କରୋନା । ଆଜି ଗୋଟିଏ ଦିନରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣରେ ବିହାର ପାଟାନା ଏମ୍ସରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏନେଇ ବିହାର ପାଟନା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।…

ବ୍ରହ୍ମପୁରରେ ଜନତା କର୍ଫ୍ୟୁର ବ୍ୟାପକ ପ୍ରଭାବ, ରାସ୍ତାଘାଟ ଓ ବଜାର ଶୂନଶାନ

ବ୍ରହ୍ମପୁର: କରୋନା ସଂକ୍ରମଣ ରୋକିବା ପାଇଁ ଆଜି ଚାଲିଥିବା ଜନତା କର୍ଫ୍ୟୁକୁ ରେଶମ ସହରରେ ବ୍ୟାପକ ଜନସମର୍ଥନ ମିଳିଥିବା ଦେଖାଯାଇଛି । ସହରର ସମସ୍ତ ପ୍ରମୁଖ ଛକ, ବଜାର ତଥା ରାସ୍ତାଘାଟ ଶୂନଶାନ ରହିଛି । ଲୋକେ ସଚେତନ ହୋଇ ଘରୁ ବାହାରୁ ନ ଥିବା ବେଳେ କିଛି ସ୍ଥାନରେ ବାହାରକୁ ଆସିଥିବା…

କରୋନା କଟକଣା ଉଲଂଘନ ଅଭିଯୋଗରେ ୩ ଗିରଫ

ଅନୁଗୁଳ: କରୋନାଭାଇରସକୁ ନେଇ ଜାରି ହୋଇଥିବା କଟକଣାକୁ ଉଲଂଘନ କରିଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ଯଥାକ୍ରମେ ଏକ ମଲ୍ ଏବଂ ଏକ ଅଳଙ୍କାର ଦୋକାନ ଖୋଲିଥିବାବେଳେ ଅନ୍ୟ ଜଣେ ସହରର ଅଖଣ୍ଡାଳମଣି ମନ୍ଦିରରେ ‘ପ୍ରସାଦ’…

ଓଡିଶାରେ ଜନତା କର୍ଫ୍ୟୁ: ପୋଲିସ ଠାରୁ ପାସ ପାଇବା ପାଇଁ ୧୦୦ ନମ୍ବର ଡାଏଲ କରନ୍ତୁ

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ହୋଇଥିବା ଦେଶବ୍ୟାପୀ ଜନତା କର୍ଫ୍ୟୁର ପ୍ରଭାବ ଓଡିଶାର ରାଜଧାନୀରେ ଦେଖିବାକୁ ମିଳିଛି । ଜନତା କର୍ଫ୍ୟୁ ବେଳେ ଜନସାଧାରଣଙ୍କ ସୁବିଧା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରବିବାର ଦିନ…

କରୋନାଭାଇରସ ସଂକ୍ରମଣ: ଭାରତରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମୁମ୍ବାଇରେ ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଡାଇବେଟିସ୍‌, ହୃଦଘାତ ଓ ଉଚ୍ଚ ରକ୍ତ ପିଡିତ ଥିଲେ ବୋଲି ପ୍ରକାଶ…

ଜନତା କର୍ଫ୍ୟୁ ପ୍ରଭାବରେ ଶ୍ରୀକ୍ଷେତ୍ର ଜନଶୂନ୍ୟ; ଖାଁ ଖାଁ ପୁରୀ ବଡ଼ଦାଣ୍ଡ

ପୁରୀ: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଭୟାବହ ଭୂତାଣୁ କରୋନା ସଂକ୍ରମଣର ପ୍ରାର୍ଦୁଭାବ ଦ୍ରୁତ ଗତିରେ ବଢି ବଢି ଚାଲିଛି । ଏହି ମାରାତ୍ମକ ଭୂତାଣୁର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରବିବାର ଦିନ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ର ଆହ୍ୱାନ ଦେଇଥିବା ବେଳେ ଏପଟେ…

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪ ପହଁଚିଲା

ନୂଆଦିଲ୍ଲୀ: ଶନିବାର ୬୦ ଜଣ ନୂଆ କରୋନା ସଂକ୍ରମିତ ଜଣାପଡିବା ସହିତ ଭାରତରେ କୋଭିଡ୧୯ ପଜିଟିଭଙ୍କ ସଂଖ୍ୟା ତିନିଶହ ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ ଏ ଯାଏଁ କରୋନା ସଂକ୍ରମିତ ସଂଖ୍ୟା ୩୨୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୩୯ ଜଣ…