Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

କୋଭିଡ଼-୧୯ ଆଲର୍ଟ: ଆଜିଠାରୁ ସ୍ଥଗିତ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ

ଭୁବନେଶ୍ୱର: କରୋନାଭାଇରସ୍ ବିରୋଧରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗ ବୁଧବାର ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଓଡିଶାରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣର ଲାଇସେନ୍ସ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ପରିବହନ କମିଶନର ସଞ୍ଜୀବ ପଣ୍ଡା ମଙ୍ଗଳବାର…

କରୋନା ମୁକାବିଲା ଲାଗି ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଛାଡ଼ି ଆସିଲେ ଓଡ଼ିଶାର ଏହି ଆଇଏଏସ ଅଧିକାରୀ

ଭୁବନେଶ୍ୱର: କରୋନା ପରି ମରଣାନ୍ତକ ମହାମାରୀର ମୁକାବିଲା ଲାଗି ଓଡ଼ିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିବା ସହିତ ଏହି ଭୂତାଣୁର ସଂକ୍ରମଣ ରୋକିବା ଲାଗି ଲଢେଇ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରୋନା…

ପଶ୍ଚିିମବଙ୍ଗରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

କୋଲକାତା: ବିଦେଶରୁ ଫେରିଥିବା ଜଣେ ଛାତ୍ରଙ୍କଠାରେ କୋରନା ଭୂତାଣୁ ଚିହ୍ନଟ ହୋଇଛି । ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପଜିଟିଭ ଥିବା ଜଣାପଡିଥିଲା । ତାଙ୍କୁ ଚିକିତ୍ସା ପାଇଁ ବେଲଘାଟ ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହା…

କରୋନା ସଂକ୍ରମଣ ପାଇଁ ସେପ୍ଟେମ୍ବରକୁ ଘୁଞ୍ଚିଲା ଫ୍ରେଞ୍ଚ ଓପନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ମେ ମାସରେ ହେବାକୁ ଥିବା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ କୁ ସେପ୍ଟେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି । କ୍ଳେ କୋର୍ଟରେ ଖେଳାଯାଉଥିବା ଏହି ଏକମାତ୍ର ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଏବେ…

କରୋନା ସଂକ୍ରମଣ ରୋକିବା ପାଇଁ ଆହାର କେନ୍ଦ୍ର ଖୋଲିବା ସମୟସୀମା ବଢ଼ିଲା   

ଭୁବନେଶ୍ୱର: ଜନଗହଳି ହେଉଥିବା ସ୍ଥାନରେ କରୋନା ଭୁତାଣୁ ସଂକ୍ରମଣର ଅଧିକ ସମ୍ଭାବନା ରହିଥିବାରୁ ରାଜ୍ୟର ଆହାର କେନ୍ଦ୍ର ଗୁଡିକର ଖୋଳିବା ସମୟସୀମା ବୃଦ୍ଧି କରାଯାଇଛି । ଆହାର କେନ୍ଦ୍ର ଗୁଡିକରେ ଖାଦ୍ୟ ମିଳିବା ସମୟରେ ଭିଡ଼ କମ କରିବା ପାଇଁ ଏଗୁଡିକ ଏବେ ଦିନ ୧୦ ଟାରୁ ଅପରାହ୍ନ ୪ ଟା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ କରୋନା ଭାଇରସ ଅପପ୍ରଚାର କରି କେନ୍ଦ୍ରାପଡ଼ାରେ ଜଣେ ସାମ୍ବାଦିକଙ୍କ ସମେତ ୪ ଗିରଫ

କେନ୍ଦ୍ରାପଡ଼ା: କରୋନା ଭାଇରସ ସାରା ବିଶ୍ୱକୁ ଆତଙ୍କିତ କରିରଖିଛି | ଏଥିରେ ଦୈନିକ ସାରା ବିଶ୍ୱରେ ବହୁ ଲୋକ ଆକ୍ରାନ୍ତ ହୋଇଚାଲୁଥିବାବେଳେ ଭାରତ ବି ଏଥିରୁ ବାଦ ପଡିନି | ଆମ ରାଜ୍ୟରେ ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଣ୍ଟା ଭିଡିଥିବା ବେଳେ…

ବିଦେଶରେ ଫସିଛନ୍ତି ଭାରତର ଷ୍ଟାର ଆଥଲେଟ

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଭାରତରେ କେତେକ ଷ୍ଟାର ଆଥଲେଟ ବିଦେଶକୁ ପ୍ରଶିକ୍ଷଣ ଏବଂ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଇ ଫସିଯାଇଛନ୍ତି । ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛି । ତୁର୍କୀରେ ଟ୍ରେନିଂରେ କ୍ୟାମ୍ପରେ ଯୋଗଦେବାକୁ ଯାଇଥିବା ଭାରତର  ଜ୍ୟାଭେଲିନ୍…

ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହେଲେ କୋଭିଡ୍‌-୧୯ ସନ୍ଦିଗ୍ଧ ଇଞ୍ଜିନିୟରିଂ ଛାତ୍ର, ବୟସ୍କ ମହିଳା

ବ୍ରହ୍ମପୁର: ବ୍ରହ୍ମପୁରରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ମହିଳା ଏବଂ ଜଣେ ଇଞ୍ଜିନିୟରିଂ ଛାତ୍ର କରୋନା ଭାଇରସ୍ ସଂଦିଗ୍ଧ ବୋଲି ଜଣାପଡ଼ିଛି । ସୋମବାର ଦିନ ଏହି ଦୁଇଜଣଙ୍କୁ ସ୍ଥାନୀୟ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।…

କରୋନା ସଂକ୍ରମଣ ଭୟ: ଓଡିଶାରେ ବ୍ରେଥ ଆନାଲାଇଜର ଟେଷ୍ଟ ବନ୍ଦ

କଟକ: ନୋଭେଲ କରୋନାଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ମଙ୍ଗଳବାର ଦିନ ମଦ୍ୟପ ଡ୍ରାଇଭରଙ୍କୁ ଧରାପକାଉଥିବା ବ୍ରେଥ ଆନାଲାଇଜରର ବ୍ୟବହାରକୁ ବନ୍ଦ କରିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସାରେ ବ୍ରେଥ ଆନାଲାଇଜରକୁ ବନ୍ଦ କରିବା ଲାଗି ଏସପି ଓ ଡିସିପିଙ୍କୁ…

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ !

ସିଡ୍‌ନୀ: କୋଭିଡ୍‌-୧୯ର ପ୍ରକୋପ ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଦେଶରେ ପୁରୁଷ ଟି୨୦ ବିଶ୍ୱ କପ୍ ଅନୁଷ୍ଠିତ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମଙ୍ଗଳବାର ପ୍ରକାଶ କରିଛି । କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କେଭିନ୍ ରବଟର୍‌ସ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ କେବେ ସୁଧାର…