Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

ସାଉଦିରୁ ଫେରିଥିବା ୭୬ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

ବାଙ୍ଗାଲୁରୁ: ଚୀନରୁ ଆସିଥିବା ଘାତକ କରୋନା ଭାଇରସ ବିଶ୍ୱର ୧୦୪ ଦେଶକୁ ବ୍ୟାପି ସାରିଛି । ଏହା ମଧ୍ୟରେ ମଙ୍ଗଳବାର ଦିନ ସାଉଦି ଆରବରୁ ଫେରିଥିବା କର୍ଣ୍ଣାଟକର ଜଣେ ୭୬ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ଦିନ ସୂଚନା…

ଭାରତରେ ଆଉ ୧୦ କରୋନା ରିପୋର୍ଟ ପଜିଟିଭ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଆଉ ୧୦ ଜଣଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, କେରଳରେ ୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଏବଂ…

କରୋନା ଭାଇରସ କବଳରେ ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଚୀନ ଠାରୁ ଆରମ୍ଭ କରି ଦୁନିଆର ୧୦୦ରୁ ଅଧିକ ଦେଶ କରୋନା ଭାଇରସ କବଳରେ ଅଛନ୍ତି । ସାରା ବିଶ୍ୱରେ କରୋନା ଯୋଗୁଁ ୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ ନଦୀନ ଡାରିସ ମଧ୍ୟ କରୋନାରୁ ବର୍ତ୍ତି ନାହାଁନ୍ତି । ସମାଚାର ଏଜେନ୍ସି ପିଟିଆଇ…

ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା; ଏହି ୩ ଦେଶକୁ ଭାରତର ଭିସା କଟକଣା

ନୂଆଦିଲ୍ଳୀ: ଭାରତରେ କାୟା ବିସ୍ତାର କରୁଛି କରୋନା ଭାଇରସ । ସରକାରୀ ରିପୋର୍ଟ ଅନୁସାରେ, ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ୫୦ରେ ପହଞ୍ଚିଛି । ଯାହା ପରେ କରୋନା ଭାଇରସର ମୁକାବିଲାକୁ ନେଇ କେନ୍ଦ୍ର ସରକାର ଟ୍ରାଭେଲ ଆଡଭାଇଜରି ଜାରି କରିଛନ୍ତି । ଟ୍ରାଭେଲ ଆଡଭାଇଜରି ଅଧିନରେ…

କରୋନା ଆତଙ୍କ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିଲା ହେରିଟେଜ୍ ‘ଏକାମ୍ର ୱାକ୍‌ସ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦେଶରେ କରୋନା ଭାଇରସ୍ ଆତଙ୍କ ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଉଛି । କରୋନା ଭୂତାଣୁ (କୋଭିଡ଼ - ୧୯)ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆଡ଼ଭାଇଜରି ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରବିବାର ହେରିଟେଜ୍…

ଆଜି କରୋନା ଭାଇରସର ୯ ନୂଆ ମାମଲା ଚିହ୍ନଟ, ଭାରତରେ ଆକ୍ରାନ୍ତ ସଂଖ୍ୟା ୫୬କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ଭାରତରେ ୯ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩ଜଣ କର୍ଣ୍ଣାଟକରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ପହଞ୍ଚିଛି । ଆଜି ସକାଳେ ପୁଣି ଭାରତୀୟ ବାୟୁସେନା…

୧୦୦ ରୁ ଉର୍ଦ୍ଧ୍ବ ଦେଶରେ କାୟା ବିସ୍ତାର କଲାଣି କରୋନା ଭାଇରସ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ମାରାତ୍ମକ କରୋନାଭାଇରସ୍ ରୋଗ ୧୦୦ ରୁ ଉର୍ଦ୍ଧ୍ବ ଅଧିକ ଦେଶରେ ବ୍ୟାପି ସାରିଲାଣି। ଏହି ମାରାତ୍ମକ ଭାଇରସ ପ୍ରଭାବରେ ୩୫୦୦ ରୁ ଅଧିକ ଜୀବନ ମଧ୍ୟ ଗଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ,ଏହି ଜୀବାଣୁ ୧୦୦…

କରୋନା ଭୟ: କେରଳରେ ମାର୍ଚ୍ଚ ୩୧ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ

କେରଳ: ଚାରିଆଡେ କରୋନା ଭାଇରସର ଭୟ । ଚୀନରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ କରୋନା ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି । କେରଳରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଂଚିଛି । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ…

ଭାରତରେ ପ୍ରଥମ ଥର କରୋନା ରୋଗୀଙ୍କ ଉପରେ ଏଚଆଇଭି ନିରୋଧୀ ଔଷଧର ପ୍ରୟୋଗ

ନୂଆଦିଲ୍ଲୀ/ଜୟପୁର: କରୋନା ଭାଇରସର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଡାକ୍ତର ଓ ବୈଜ୍ଞାନିକ ଏହାର ଚିକିତ୍ସା ପଦ୍ଧତି ଖୋଜୁଛନ୍ତି । ଏହା ଭିତରେ ଭାରତରେ ପ୍ରଥମ ଥର ଲାଗି କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ଉପରେ ଏଚଆଇଭି ନିରୋଧୀ ଔଷଧର ପ୍ରୟୋଗ କରାଯାଇଛି । ଭାରତ ପରିଦର୍ଶନରେ ଆସିଥିବା ଇଟାଲୀୟ…

କର୍ଣ୍ଣାଟକରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ; ଟ୍ୱିଟ କରି ଜଣାଇଲେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ

ବାଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ଆଉ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର) ଏନେଇ ସ୍ପଷ୍ଟ କରିଛନ୍ତି । ଏହାକୁ ମିଶାଇ କର୍ଣ୍ଣାଟକରେ ୪ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି । ୪ଜଣଙ୍କ ରକ୍ତ ଓ ସ୍ୱାବ ନମୂନା ପଜିଟିଭ ଆସିଛି ।…