Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

୪୦ ମିଲିଅନ ଭାରତୀୟ ଟୀକା ୟୁରୋପ ଓ ଅଷ୍ଟ୍ରେଲିଆକୁ ରପ୍ତାନୀ ହୋଇଛି

ଭୁୁବନେଶ୍ୱର: ଭାରତରେ ପ୍ରଥମ ଥର ପ୍ରସ୍ତୁତ ଟୀକା, ଯାହା ୟୁରୋପୀୟ ଦେଶ ଗୁଡ଼ିକୁ ବିକ୍ରି କରାଯାଇଛି । କେବଳ ୟୁରୋପ ନୁହେଁ । ଦ୍ୱୀପ ମହାଦେଶ ଅଷ୍ଟ୍ରେଲିଆକୁ ମଧ୍ୟ ଭାରତୀୟ ଟୀକା ରପ୍ତାନୀ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବୁଷ୍ଟର ଡୋଜ ପାଇଁ ୨୦୦ ମିଲିଅନ କୋଭିସିଲ୍ଡ ଟୀକା ଷ୍ଟକ୍…

ଲୋକସଭା ଦର୍ଶକଙ୍କ ପାଇଁ ଖୁବ୍ ଶୀଘ୍ର ଖୋଲିବ, କହିଲେ ବାଚସ୍ପତି

ଗୁଆହାଟ୍ଟୀ: ଖୁବ୍ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଖୋଲିବ ଲୋକସଭା ଦର୍ଶକ ଗ୍ୟାଲେରୀ । କୋଭିଡ ପାଇଁ ଦୁଇ ବର୍ଷ ହେଲାଣି ଏହା ଉପରେ ପ୍ରତିବନ୍ଧକ ଲାଗିଥିଲା । ଏନେଇ ଲୋକସଭା ବାଚସ୍ପତି ଶନିବାର ସୂଚନା ଦେଇଛନ୍ତି । ଗୁଆହାଟ୍ଟୀ ଗସ୍ତରେ ଯାଇ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି ।…

ବୁଷ୍ଟର ଡୋଜର ଦିନକ ଆଗରୁ କମିଗଲା ଟୀକା ଦର

ଭୁବନେଶ୍ୱର: ସାରା ଦେଶରେ ଏପ୍ରିଲ ୧୦ରୁ କରୋନା ଟୀକାର ବୁଷ୍ଟର ଡୋଜ ଦିଆଯିବ । ଏହାର ଦିନକ ପୂର୍ବରୁ କମିଯାଇଛି ଟୀକାର ଦର । ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟୀକାକୁ ସର୍ବସାଧାରଣ ପାଇଁ ମାଗଣା କରିଛନ୍ତି । କିନ୍ତୁ ସ୍ୱେଚ୍ଛାକୃତ ଭାବେ ବେସରକାରୀ ଡାକ୍ତରଖାନାରେ ନେଉଥିବା…

କୋଭିଡ ମୃତ୍ୟୁର ଆର୍ଥିକ ସହାୟତା ପାଇଁ ମେ ୨୮ ସୁଦ୍ଧା ଆବେଦନ, ମିଳିବ ୫୦ ହଜାର

ଭୁବନେଶ୍ୱର: କୋଭିଡ ଜନିତ ମୃତ୍ୟୁ ପାଇଁ ସରକାରଙ୍କ ପକ୍ଷରୁ ଆତ୍ମୀୟ ସ୍ୱଜନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ୫୦ ହଜାର ଟଙ୍କାର ଏହି ସହାୟତା ସକାଶେ ଆବେଦନ ପ୍ରକ୍ରିୟା ଦୁଇ ପ୍ରକାର ରହିଛି । ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ମୃତକଙ୍କ ସଂପର୍କୀୟ ଆବେଦନ କରିପାରିବେ । ଅନଲାଇନରେ…

କେନ୍ଦ୍ର ମନା କରୁଛି ମୁମ୍ବାଇରୁ ଚିହ୍ନଟ ସଂକ୍ରମିତ ଏକ୍ସଇ ଭେରିଏଣ୍ଟ ନୁହଁ, ମୁମ୍ବାଇ ଏବେ ମାସ୍କ-ଫ୍ରି

ମୁମ୍ବାଇ: କରୋନା ସଂକ୍ରମଣ ପ୍ରାୟ କମି ଆସୁଥିବା ବେଳେ ହଠାତ୍ ମୁମ୍ବାଇରୁ ଆସିଲା ନୂଆ ଭେରିଏଣ୍ଟ ଖବର । ସଙ୍ଗେସଙ୍ଗେ ସାରା ଦେଶରେ ଖେଳିଗଲା ଖବର । ନୂଆ ଭେରିଏଣ୍ଟକୁ ନେଇ ଲୋକେ ହଠାତ୍ ଚିନ୍ତିତ ହୋଇପଡ଼ିଲେ । ତେବେ ଅଧିକାଂଶ ଲୋକେ ଟୀକା ନେଇଥିବାରୁ ଡର ଟିକେ କମ୍ । ତେବେ କରୋନା ସଂକ୍ରମଣ…

ଭାରତ ନେଇଛି ସଠିକ କୋଭିଡ ଟୀକା, ଏବେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଆଦର ପୁନାୱାଲା

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଆଉ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଢ଼େର କମ୍ । ଭଲ ଟୀକା ନେଇଛି ବୋଲି ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା କଥା କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା । ନିଜ ସଂସ୍ଥାର ବୁଷ୍ଟର ଡୋଜ…

ନିୟମ ହଟିବା ପରେ ବି ମାସ୍କ ପିନ୍ଧିବାକୁ କହିଲେ ଉଦ୍ଧବ ଠାକରେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଯେତେଦିନ ପର୍ଯ୍ୟନ୍ତ ମାସ୍କ ପିନ୍ଧୁଛନ୍ତି, ସେତେଦିନ ଯାଏଁ ସାଧାରଣ ଲୋକ ବି ମାସ୍କ ପିନ୍ଧନ୍ତୁ । ଏମିତି କୋଉଠି ନିୟମ ହୋଇନି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ଏମିତି କହିଛନ୍ତି । ସେ ଓ…

ଚୀନରେ କରୋନା ରଚୁଛି ତାଣ୍ଡବ, ଲକଡାଉନରେ ୫ କୋଟି ଲୋକ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ତାଣ୍ଡବ ରଚୁଛି ମହାମାରୀ । ସଂକ୍ରମଣ ହୁ ହୁ ହୋଇ ବଢୁଛି । ଦିନକରେ ଡବଲ୍ ହେଉଛି କରୋନା କେସ୍ । ଓମିକ୍ରନ୍ ଓ ଡେଲଟା ଦ୍ରୁତ ମାଡୁଛି । ବର୍ତ୍ତମାନ ସଂକ୍ରମଣ କରୋନାର ସବୁ ରେକର୍ଡ ପାର କରିଛି । ଗତ ୨୪ ଘଣ୍ଟାରେ ୫ହଜାରରୁ ଅଧିକ…

ଚୀନରେ ମାଡୁଛି କରୋନା: ଲକଡାଉନରେ ଅନେକ ସହର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱରେ ବିଭିନ୍ନ ଦେଶରେ କରୋନା ପ୍ରକୋପ କମୁଛି । କିନ୍ତୁ ଚୀନରେ କାୟା ମେଲାଉଛି କରୋନା । କରୋନାର ଉତ୍ପତ୍ତି ସ୍ଥଳ ଚୀନର ଦୈନିକ କୋଭିଡ୍ କେସ୍ ପୁଣି ଥରେ ସଂକ୍ରମଣ ଚିନ୍ତା ବଢ଼ାଇଛି । ସେଠାରେ ଦୈନିକ କେସ୍ ହୁ ହୁ ହୋଇ ବଢୁଛି । ସଂକ୍ରଣ ବଢ଼ିବା ସହ ଫେରିଛି…

ରାଜ୍ୟରେ ଶହେକୁ ଖସିଲାଣି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା କେସ । ଦୈନିକ ସଂକ୍ରମଣ ପାଖାପାଖି ଶହେକୁ ଖସିଲାଣି । ୨୪ ଘଣ୍ଟାରେ ୨୧ ଜିଲ୍ଲାରୁ ବାହାରିଛନ୍ତି ୧୦୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬ । ୧୮ ବର୍ଷ ଭିତରେ ଆଉ ୧୬ ଜଣ ପଜିଟିଭ୍ ବାହାରିଛନ୍ତି ।…