Latest Odisha News

BREAKING NEWS

Browsing Category

ଦୁର୍ଗା ପୂଜା

Durga Puja 2020

ମା’ ଶୈଳପୁତ୍ରୀ

 ନବରାତ୍ରର ନବସ୍ୱରୂପର ପ୍ରଥମ ରୂପ  'ମା' ଶୈଳପୁତ୍ରୀ' ପବିତ୍ର ମହାଳୟା ପରେ ଆରମ୍ଭ ହୋଇଛି ମା' ଜଗତଜନନୀଙ୍କର ଆଗମନୀର ପର୍ବ । ହିନ୍ଦୁ ରୀତି ନୀତି ଅନୁସାରେ ପାର୍ବଣର ଶୁଭ ଅବସରରେ ନଅ ଦିନ ଧରି ମା'ଦୁର୍ଗାଙ୍କର ନଅଟି ସ୍ୱରୂପର ଉପାସନା କରାଯାଏ। ଏହାକୁ ଶାରଦା ନବରାତ୍ରି ବୋଲି ବି…

ବ୍ରହ୍ମପୁରର ସମସ୍ତ ପୂଜା ମଣ୍ଡପରେ ଲାଗିବ ବିଦ୍ୟୁତ୍‌ ମିଟର୍‌

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଚଳିତ ବର୍ଷ ୪୦ଟି ମଣ୍ଡପରେ ଦୁର୍ଗା ପୂଜା ଆୟୋଜନ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଉପଜିଲାପାଳ ଭି.କିର୍ତ୍ତି ଭାସନ ଅଧ୍ୟକ୍ଷତା କରିଥିଲେ । ବୈଠକରେ…

ଜଗତ ଜନନୀଙ୍କ ବିଜୟା ଦଶମୀ

ବାଲେଶ୍ବର : ଆଜି ହେଉଛି ମା' ଜଗତ ଜନନୀ ଙ୍କ ବିଜୟା ଦଶମୀ। ଆଜିର ଦିନରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇ ଧର୍ମ ସ୍ଥାପିତ ହୋଇଥିଲା । ମା' ଙ୍କ ବିଦାୟ ଉତ୍ସବକୁ ନେଇ ଖୁବ ଭାବବିହ୍ଵଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ମାଙ୍କୁ ନାଲି ସିନ୍ଦୂର, ଅଳତା ଓ ନାଲି ସଙ୍ଖା ପରିଧାନ କରାଇ…

ପାର୍ବଣରେ ମା ଝାଞିରୀ ମଙ୍ଗଳା

ଲୋପାମୁଦ୍ରା ପରିଡ଼ା  सर्वमङ्गलमाङ्गल्ये शिवे सर्वार्थसाधिके । शरण्ये त्र्यम्बके गौरि नारायणि नमोऽस्तु ते ॥ ମା ଜଗତଜନନୀ, ମହାମାୟା, ଯୋଗମାୟା, କମ୍ପିଲ୍ଯବାସିନୀ ମାଙ୍କର ପାଦପଦ୍ମେ କୋଟିକୋଟି ଭୁମିଷ୍ଠ ପ୍ରଣତୀ ବାଢିଲି । କଟକ ଦଶହରା କଥା ଆଗେ ଆମ ଘର ପାଖରୁ…

ଏକାମ୍ରରେ ଶକ୍ତି ପୂଜାର ପରମ୍ପରା

ସୁକାନ୍ତ ପଣ୍ଡା କେବଳ ଓଡ଼ିଶା ନୁହେଁ ସମଗ୍ର ଆର୍ଯ୍ୟାବର୍ତ୍ତରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଏପର୍ଯ୍ୟନ୍ତ ଜଣାଯାଇଥିବା ପୁରୁଣା ସଭ୍ୟତା ମହେଞୋଦାରୋ ହରପ୍ପାରେ ଏହାର ପ୍ରମାଣ ମିଳିଥାଏ। ଆମ ଓଡ଼ିଶାରେ ଏମିତି ଗାଁ ନାହିଁ , ଯେଉଁଠାରେ କି ଗ୍ରାମଦେବତୀ ମନ୍ଦିରଟିଏ ନ ଥିବ ।…

ଭସାଣ ଲାଗି ବ୍ରହ୍ମପୁରରେ ୪ କୃତ୍ରିମ ପୋଖରୀ

ବ୍ରହ୍ମପୁର: କୋଭିଡ କଟକଣା ମଧ୍ୟରେ ଚାରିଆଡେ ଦୁର୍ଗାପୂଜା ପାଳିତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରରେ ୪ଟି କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ ବୋଲି ସୂଚନା ମିଳିଛି। ଫାଷ୍ଟ ଗେଟ୍‌, ମାଙ୍ଗୋ ମାର୍କେଟ୍‌, ଗୋଷାଣୀ ନୂଆଗାଁ ଓ ଆମ୍ବପୁଆ ବିବେକ ବିହାର ଆଦି ସ୍ଥାନରେ…

ଭସାଣ ପାଇଁ ଭୁବନେଶ୍ୱରରେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆଜି ଦଶମୀ, କାଲ ଭସାଣୀ । କରୋନା କଟକଣା ଭିତରେ ଚାରିଆଡେ ପାଳିତ ହେଉଛି ଦଶହରା। ତେବେ ଆସନ୍ତାକାଲି ଭସାଣ ଉତ୍ସବ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣ ଉତ୍ସବରେ ରାଜଧାନୀରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଭୁବନେଶ୍ୱର…

କଟକଣା ଭିତରେ କଟକରେ ୪ଟି ପର୍ଯ୍ୟାୟରେ ହେବ ଭସାଣ

କଟକ: କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହେଉଛି ଦଶହରା । ଆଜି ଦଶମୀ ଆସନ୍ତାକାଲି ଭସାଣ ଉତ୍ସବ । ଏଥିପାଇଁ କଟକରେ ଲାଗୁ ହୋଇଛି କଟକଣା । ଭସାଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି…

କଟକଣା ମଧ୍ୟରେ ପୂଜା: ଅନଲାଇନରେ ରାବଣପୋଡି ଉତ୍ସବର ସିଧା ପ୍ରସାରଣ

କଟକ: ଐତିହାସିକ ସହର କଟକ। ଏଠାରେ ପାର୍ବଣର ପରମ୍ପରା ନିଆରା। ଚଳିତ ବର୍ଷ କୋଭିଡ ପୂଜାର ମହୋଲକୁ ଫିକା କରି ଦେଇଥିବା ବେଳେ ଆଜି ଅନଲାଇନରେ ପ୍ରସାରିତ ହେବ ରାବଣ ପୋଡି ଉତ୍ସବ। କଟକ ସହରର ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦର ରାବଣ ପୋଡି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଅନଲାଇନରେ…

ଆଜି ବିଜୟାଦଶମୀ; ଅଧର୍ମ ଉପରେ ହେବ ଧର୍ମର ବିଜୟ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଉତ୍ସବ। ଆଜିର ଏହି ପଵିତ୍ର ଦିନ ବିଜୟାଦଶମୀ ନାମରେ ଜଣା। ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ପରିସ୍ଥିତି ସାମାନ୍ୟ ଥିଲେ ରାଜ୍ୟବ୍ୟାପୀ ମହା ଆନନ୍ଦ ଉଲ୍ଲାସରେ ବିଜୟାଦଶମୀ…