Latest Odisha News

BREAKING NEWS

Browsing Category

ଗଣେଶ ପୂଜା

Ganesh Puja

ଧରାବତରଣ କଲେ ପ୍ରଥମପୂଜ୍ୟ ଶ୍ରୀଗଣେଶ, ଜାଣନ୍ତୁ କେଉଁ ଆକୃତିର ମୂର୍ତ୍ତି ପୂଜା କଲେ କେଉଁ ବର ମିଳେ

ଭୁବନେଶ୍ଵର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପୂଜା । ଏଥିପାଇଁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଚାଲିଛି ଗଜାନନଙ୍କ ହୋମ ଯଜ୍ଞ । ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେରେ ବି ଗଣେଶଙ୍କ…

ଭାରତର ୫ଟି ପ୍ରସିଦ୍ଧ ଗଣେଷ ମନ୍ଦିର, ଜାଣନ୍ତୁ କେଉଁଠି ଅଛି ଏହି ମନ୍ଦିର

ନୂଆଦିଲ୍ଲୀ: ରାତି ପାହିଲେ ଶ୍ରୀଗଣେଷ ପୂଜା । ହିନ୍ଦୁ ସମ୍ପ୍ରଦାୟର ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଦେବତା ହେଲେ ଶ୍ରୀଗଣେଶ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ । ସମସ୍ତ ବାଧାବିଘ୍ନକୁ ଦୂର କରିବା ଶକ୍ତି ତାଙ୍କ ପାଖରେ ଥିବାରୁ…

ଶ୍ରୀ ଗଣେଷଙ୍କ ଅତି ପ୍ରିୟ ମୋଦକ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଆଉ ଦିନ କେଇଟାରେ ଧରାପୃଷ୍ଠରେ ବିରାଜମାନ ହେବେ ପ୍ରଥମ ପୁଜ୍ୟ ଶ୍ରୀ ଗଣେଷ । ସେଥିପାଇଁ ଦେଶର କୋଣ ଅନୁକୋଣରେ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ଗୌରୀ ତନୟା ଗଣେଶଙ୍କୁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବିଦ୍ୟାଳୟ, ମହାବିଦ୍ୟାଳୟରେ ପୂଜା କରାଯାଏ । ତେବେ…

ବ୍ରହ୍ମପୁର କେଦାରନାଥ ମନ୍ଦିରରେ ଗଜାନନଙ୍କୁ ଦେଖିବାକୁ ଭିଡ଼

ବ୍ରହ୍ମପୁର: ଦୁଇ ବର୍ଷ ପରେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ବେଶ ଧୂମଧାମରେ ପାଳନ ହୋଇଛି ଗଣେଶ ପୂଜା। ଆୟୋଜକଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ସାଜସଜ୍ଜା ସହ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ସହର ଉପକଣ୍ଠ ସାନକୁଶସ୍ଥଳୀ ଗ୍ରାମରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଛି।…

ଜାଣନ୍ତି କି ଭଣ୍ଡ ଗଣେଶ କିଏ ?

ଆଜି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ। ଭଗବାନ୍ ଶ୍ରୀ ଗଣେଶଙ୍କର ଅନେକ ସ୍ୱରୂପ ରହିଛି। ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ୱରୂପ। ପୁରୀ, ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ୱାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର ଅବସ୍ଥିତ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହି ମନ୍ଦିରର ନାମ କାଞ୍ଚି…

ଗଣେଶ ପୂଜା: ବିଦ୍ୟା ଅନୁକୂଳର ଦିନ ଖଡ଼ିଛୁଆଁ

। । ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍। କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା । । ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ସାରା ଭାରତରେ ଗଣେଶ ପୂଜା ପାଳନ ହୋଇଥାଏ । ତେବେ, ଓଡ଼ିଆ ମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା ଏହି ଉତ୍ସବ ସହିତ ଯୋଡ଼ି ହୋଇ ରହିଛି। ତାହା…

ଏକାମ୍ର ପରମ୍ପରା : ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଗଣେଶ ପୂଜା

ସୁକାନ୍ତ ପଣ୍ଡା ହିନ୍ଦୁ ପରମ୍ପରାରେ ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ପ୍ରଥମେ ଗଣନାଥଙ୍କ ଦର୍ଶନ ଓ ପୂଜା ପରେ ଅନ୍ୟ ଦେବୀ ଦେବତାଙ୍କ ପୂଜାର୍ଚ୍ଚନା କରାଯିବା ଆମର ବିଧି । ଶୈବପୀଠ ଭାବରେ ଲିଙ୍ଗରାଜ ମନ୍ଦିରରେ ଗଣନାଥଙ୍କ ପୂଜା ସ୍ଵତନ୍ତ୍ର ମହତ୍ଵ ରଖେ । ଶ୍ରୀ ଲିଙ୍ଗରାଜ ମନ୍ଦିର…

ଜ୍ଞାନଦାତା ଶ୍ରୀଗଣେଶାୟଂ

ଓଁ ନମୋ ଗଣେଶାୟ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୃ !  ସର୍ବବିଘ୍ନ ନିହତ୍ୟାଶୁ ସର୍ବସିଦ୍ଧ ପ୍ରଦୋଭବ ।" ପବିତ୍ର ଗଣେଶ ପୂଜା ଉତ୍କଳରେ ନୁହେଁ, ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ପାଳିତ ହେଉଛି । ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୃ ଗଣନାଥ…

ଆଜି ରିଲିଜ ହେବ ‘ହେ ଗଣେଷ ଦିଅଁ’

ଭୁବନେଶ୍ୱର : ପବିତ୍ର ଗଣେଶ ପୂଜା ଅବସରରେ ଜଗା ଜେଡି କ୍ରିୟେସନ ପକ୍ଷରୁ , ବିଦ୍ୟାଦାତା ଗଣେଶଙ୍କ ଭଜନ “ହେ ଗଣେଷ ଦିଅଁ ଯେବେଠୁ ଖଡିଛୁଆଁ ହେଲା ସେବେଠୁ ତୁମ ସହିତ ମୋର ଭାବ” ରିଲିଜ୍ ହେବାକୁ ଯାଉଛି । ଏହି ଭଜନ ପରିବେଷଣ ଭିଡିଓରେ, କଳାକାର ପ୍ରଜ୍ଞା, ଶଙ୍କର, ମିଲି ମହାନ୍ତି ଓ ଜୁନିୟର…

ସୂକ୍ଷ୍ମ ପେଣ୍ଡାଲରେ ଶୋଭା ପାଉଛନ୍ତି ଶ୍ରୀ ଗଣେଶ

ଭୁବନେଶ୍ୱର: ଖୋର୍ଦ୍ଧାର ଜଣେ ଶିଳ୍ପୀ ଏଲ ଇଶ୍ୱର ରାଓ ଗଣେଶ ଚତୁର୍ଥୀ ଅବସରରେ ଶ୍ରୀ ଗଣେଶଙ୍କର ସୂକ୍ଷ୍ମ ପେଣ୍ଡାଲ୍ ଏବଂ ମୂର୍ତ୍ତି ତିଆରି କରିଛନ୍ତି। ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଖୋର୍ଦ୍ଧା ଜିଲ୍ଲା ଜଟଣୀର ଶ୍ରୀ ରାଓ ଏହି ପେଣ୍ଡାଲ୍ ପାଇଁ ମୋଟ ୩୪୨ କାଗଜ କାଠି…