Latest Odisha News

BREAKING NEWS

Browsing Category

ଗଣେଶ ପୂଜା

Ganesh Puja

ଆସନ୍ତୁ ଜାଣିବା କେଉଁଠାରେ ଗଣେଶଙ୍କ ପ୍ରତିମା ବଢ଼ିବାରେ ଲାଗିଛି

ଚିତୋର: ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାର ଇରାଲା ମଣ୍ଡଳରେ ଗଣେଶ ମହାପ୍ରଭୂଙ୍କ ମନ୍ଦିର ଅଛି । ବାହୁଦା ନଦୀ କୂଳରେ ଥିବା ଏହି ମନ୍ଦିରରେ ପୂଜାର୍ଚ୍ଚାନା କଲେ ରୋଗ ବୈରାଗ ଓ ପାପ ନାଶ ହୁଏ । ତିରୁପତି ମନ୍ଦିର ଯିବା ପୂର୍ବରୁ ଭକ୍ତମାନେ ଏଠାକୁ ପ୍ରଥମେ ଆସିଥାନ୍ତି । ୧୧ଶ ଶତାବ୍ଦୀରେ ନିର୍ମିତ…

ଦେଶର ପ୍ରସିଦ୍ଧ ୧୦ଟି ଗଣେଶ ମନ୍ଦିର ଉପରେ ଆସନ୍ତୁ ନଜର ପକାଇବା

ହିନ୍ଦୁ ଠାକୁରଙ୍କ ମଧ୍ୟରେ ବିଘ୍ନବିନାଶକଙ୍କ ସ୍ଥାନ ସ୍ୱତନ୍ତ୍ର । ସବୁ ପୂଜାର ଆରମ୍ଭରେ ତାଙ୍କ ପୂଜା ହିଁ ହୁଏ । ଗଣେଶ ଚତୁର୍ଥୀ ବିଶେଷ କରି ପୂର୍ବ ଓ ପଶ୍ଚିମ ଭାରତରେ ବେଶ୍ ଧୂମ୍‌ଧାମରେ ପାଳିତ ହୋଇଥାଏ । ଏବେ ନଜର ପକାଇବା ଦେଶର କିଛି ପ୍ରସିଦ୍ଧ ଗଣେଶ ମନ୍ଦିର ଉପରେ । ୧. ସିଦ୍ଧି…

ଗଣେଶ ଚତୁର୍ଥୀ: କିଛି ରହସ୍ୟ, କିଛି ରୋଚକ ତଥ୍ୟ !

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥୀରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ ହୋଇଥାଏ । ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ସାରା ଦେଶରେ ଧୁମଧାମରେ ଗଣେଶ ଚତୁର୍ଥୀ ପାଳନ ହୋଇଥାଏ ।…

ଗଣେଶ ଚତୁର୍ଥୀ: ଜାଣନ୍ତୁ ବିଘ୍ନହର୍ତାଙ୍କ ପ୍ରତ୍ୟେକ ଅଙ୍ଗର ମହତ୍ତ୍ୱ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିରାଜିବେ ବିଘ୍ନହର୍ତା ଗଜାନନ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ଗଣେଶ ଯେ କେବଳ ବିଦ୍ୟା ଦାତା ନୁହନ୍ତି, ତାଙ୍କ ବିଶାଳ ଶରୀରରେ ମଧ୍ୟ ଲୁଚୁ ରହିଛି ଅନେକ ମହତ୍ତ୍ୱ । ରିଦ୍ଧି-ସିଦ୍ଧି ଦାତା…

ଗଣେଶଙ୍କ ଅବତାର

ପୁରୀ: ଯେପରି ଭଗବାନ ବିଷ୍ଣୁ ଏବଂ ଶିବଙ୍କ ଅନେକ ଅବତାର ରହିଛି ସେହିପରି ଗଣେଶ ମହାପ୍ରଭୁଙ୍କ ମଧ୍ୟ ଅନେକ ଅବତାର ରହିଛି । ଆସନ୍ତୁ ଜାଣିବା କେଉଁ ଯୁଗରେ ଗଜାନନ କୋଉ ରୂପରେ ଆସିଥିଲେ । ସତ୍ୟଯୁଗ: ସତ୍ୟଯୁଗରେ ଗଣେଶ ଭଗବାନ ସିଂହ ଉପରେ ବିରାଜମାନ ହୋଇ ପ୍ରକଟ ହୋଇଥିଲେ । ସେ କଶ୍ୟପ ଓ…

ଶ୍ରୀଗଣେଶଙ୍କୁ କାହିଁକି କୁହାଯାଏ ଗଣପତି? ଜାଣନ୍ତୁ, ସମ୍ପୂର୍ଣ୍ଣ କଥା

ଭୁବନେଶ୍ୱର: ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ପ୍ରଭୁ ଶ୍ରୀଗଣେଶ ଜନ୍ମ ନେଇଥିବାର ମାନ୍ୟତା ରହିଛି । ଯେଉଁଥିପାଇଁ ଏହି ଦିନରେ ତାଙ୍କର ଜନ୍ମୋତ୍ସବ ପାଳନ କରାଯାଇଥାଏ । ଚଳିତଥର ଅଗଷ୍ଟ ୨୨ ତାରିଖରେ ପଡୁଛି ଗଣେଶ ଚତୁର୍ଥୀ…

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର ପୌରାଣିକ ମହତ୍ତ୍ୱ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ କନିଷ୍ଠ ପୁତ୍ର ପ୍ରଭୁ ଗଣେଶ ।  ହିନ୍ଦୁମାନେ ଜାତି, ଭାଷା, ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିବାର ଅନେକ ନଜିର ରହିଛି । ଅନେକ ବିଶେଷତ୍ୱ…