Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ସିଂହଦ୍ୱାର ସାମନାରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ: ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରଥଖଳାରୁ ତିନି ରଥ ଆସି ସିଂହଦ୍ୱାର ସାମନାରେ ଲାଗିଛନ୍ତି । ରଥ ପ୍ରସ୍ତୁତ ଅଛି । ପଥ ବି ପ୍ରସ୍ତୁତ । ଏବେ ଅପେକ୍ଷା କେବଳ ଲୀଳାମୟ ଠାକୁରଙ୍କୁ ।…

ତିନି ରଥକୁ ବିଜେ କଲା ଶ୍ରୀଜିଉଙ୍କ ଆଜ୍ଞାମାଳ, ରଥ ପଥ ପ୍ରସ୍ତୁତ

ପୁରୀ: ଆସନ୍ତାକାଲି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥ ପ୍ରସ୍ତୁତ । ପଥ ବି ପ୍ରସ୍ତୁତ ଅଛି । ତା ପୂର୍ବରୁ ଆଜି ଶ୍ରୀଜିଉଙ୍କ ଆଜ୍ଞାମାଳ ତିନି ରଥକୁ ବିଜେ କରିଛି । ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାକୁ ଆସିଥିଲେ । ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ…

ଆଜି ଶ୍ରୀନଅର ବିଜେ: ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ଦେବେ ସେବାୟତ

ପୁରୀ: ଦଶମୂଳ ମହୌଷଧି ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ଆଜି ଦ୍ୱାଦଶୀ ତିଥିରେ ଏହି ଖବର ନେଇ ଶ୍ରୀନଅର ଯିବେ ସେବାୟତ । ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ଖବର ଦେବେ । ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ…

ଶ୍ରୀମନ୍ଦିରରେ ରୂପକାର ସେବା

ଦେବୀ ପ୍ରସନ୍ନ ନନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ନିର୍ମାଣରେ ନିୟୋଜିତ ‘ସପ୍ତରଥି‘ଭାବରେ ପରିଚିତ ଶିଳ୍ପସେବକମାନଙ୍କ ମଧ୍ୟରେ ରୂପକାର ଅନ୍ୟତମ । ଶ୍ରୀମନ୍ଦିର ସତ୍ୱଲିପିର ୮୩ ପରିଚ୍ଛଦରେ ରୂପକାର ସେବା ବିଷୟରେ ବର୍ଣ୍ଣନା କରାଯାଇଛି ।ଏହି…

ଚିତ୍ରକଳାରେ ଅଣସର ପଟି

ଦେବୀ ପ୍ରସନ୍ନ ନନ୍ଦ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣମୀଠାରୁ ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ଚଉଦ ଦିନ ଠାକୁର ଅଣସରରେ ରହନ୍ତି । ଏ ସମୟରେ ଠାକୁରମାନଙ୍କୁ ଜଗମୋହନରେ ଅସ୍ଥାୟୀ ଭାବେ ନିର୍ମିିତ ଅଣସର ଘରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ସ୍ଥାପନା…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଚକାବିଜେ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଚକାବିଜେ ନୀତି । ସ୍ନାନ ପୂର୍ଣ୍ଣିମା ଦିନଠାରୁ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅନବସରରେ ଚାଲିଛି ଗୁପ୍ତନୀତି । ଦଇତାପତି ସେବାୟତମାନେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡିଛନ୍ତି ।…

ରହସ୍ୟମୟ ତକ୍ଷକ ନାଗଚନ୍ଦ୍ରେଶ୍ୱର ମନ୍ଦିର

ଭୁବନେଶ୍ୱର: ଉଜ୍ଜୟିନୀର ରହସ୍ୟମୟ ମନ୍ଦିର । ବର୍ଷ ତମାମ ବନ୍ଦ ରହିଥାଏ । ଆଉ ବର୍ଷକୁ ଗୋଟିଏ ଦିନ ଖୋଲିଥାଏ । ବର୍ଷକ ୩୬୫ ଦିନରେ ନାଗ ପଞ୍ଚମୀ ଦିନ ଏହି ମନ୍ଦିର ଖୋଲିବାର ରହିଛି ପରମ୍ପରା । ଆଉ ଗୋଟିଏ ଦିନ ଭଗବାନଙ୍କ ଦର୍ଶନ ମିଳୁଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି ଦର୍ଶନ ପାଇଁ ।…

ମହାପ୍ରଭୁଙ୍କୁ କାହିଁକି ଲାଗି ହୁଏ ଦଶମୂଳ ମୋଦକ ?

ପୁରୀ: ଅଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଓଷୁଅ ଲାଗି ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଗତକାଲି ଶେଷ ହୋଇଛି ଚାରି ଦିନିଆ ଓଷ ଲାଗି ଉପଚାର । ଆଜି ଦଶମୀ ତିଥିରେ ଲାଗି ହେବ ଦଶମୂଳ ମୋଦକ । ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ…

ଶ୍ରୀମନ୍ଦିରରେ ପତିମହାପାତ୍ର ସେବା

ଦେବୀ ପ୍ରସନ୍ନ ନନ୍ଦ ନୀଳକନ୍ଦରରେ ମହାପ୍ରଭୁଙ୍କ ଆବିର୍ଭାବ ବିଷୟରେ ବର୍ଣ୍ଣିତ ନୀଳମାଧବ ରହସ୍ୟ ଅନୁସାରେ ସେହି ଦିବ୍ୟରୂପକୁ ଉଦ୍ଧାର କରି ଆଣିଥିବା ବ୍ରାହ୍ମଣ ସେବକ ବିଦ୍ୟାପତିଙ୍କ ବଂଶଧର ଭାବେ ଶ୍ରୀମନ୍ଦିରରେ ପତିମହାପାତ୍ର ସେବା କାର୍ଯ୍ୟ କରିଥାନ୍ତି । ଦଇତା ସମ୍ପ୍ରଦାୟରେ ଭାଇ ହେଲେ…

ଶ୍ରୀମନ୍ଦିରରେ ଦଇତା ସେବା

ଦେବୀ ପ୍ରସନ୍ନ ନନ୍ଦ ଶ୍ରୀମନ୍ଦିରର ବୈଚିତ୍ର‌୍ୟମୟ ସେବା ବ୍ୟବସ୍ଥା ମଧ୍ୟରୁ ଗୋଟିଏ ପ୍ରମୁଖ ସେବା ହେଉଛି ଦଇତାସେବା । କେଉଁ ପ୍ରାଚୀନ କାଳରୁ ଆଦିବାସୀ ସଂପ୍ରଦାୟର ଶବର ଭାବେ କୁହାଯାଇଥିବା ଏହି ସେବକମାନେ ସେବାକାର୍ଯ୍ୟ କରି ଆସୁଛନ୍ତି । ‘ବାମଦେବ ସଂହିତା’ରେ ଏମାନଙ୍କୁ ବିଶ୍ୱାବସୁ…