Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କଥାମୃତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରବଚକ ସଚ୍ଚିଦାନନ୍ଦ ଦାସ ବାବାଜୀ ଏହି କାର୍ଯ୍ୟକ୍ରମରେ କଥାମୃତ ପରିବେଷଣ କରିଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଲୌକିକ ରମଣୀୟ…

ଗାୟକ ସୌରଭ ଗଙ୍ଗାଧର ପୁହାଣ

ବରିଷ୍ଠ ପାଲା ଗାୟକ ଗଙ୍ଗାଧର ପୁହାଣ । ନିଜର ଏକ ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ସେ ପାଲା ଜଗତରେ ପରିଚିତ । ଛାନ୍ଦ, ଚମ୍ପୂ, ଚୌପଦୀ, ଓଡିଶୀ ଗାଇବାରେ ସିଦ୍ଧହସ୍ତ ଗାୟକ ସୌରଭ, ଗଙ୍ଗାଧର ପୁହାଣ ଦର୍ଶକଙ୍କୁ ପାଲାରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥାନ୍ତି । ୧୯୫୩ ମସିହା ମାର୍ଚ୍ଚ ୧୩…

ରତ୍ନସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତି ଫଟୋ ଭାଇରାଲ୍ !

ପୁରୀ: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତରୁ ଫଟୋ । ଏଥର ମନ୍ଦିର ନୁହେଁ ସିଧାସଳଖ ରତ୍ନସିଂହାସନରୁ ଦିଅଁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଫଟୋ ଚିତ୍ର ବାହାରେ ବୁଲୁଛି । ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋଚିତ୍ର…

ସୋନାଙ୍କ କଣ୍ଠରେ ପୁଣି ଥରେ “ଆହେ ନୀଳ ଶୈଳ”

ଭୁବନେଶ୍ୱର : ବଲିଉଡ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଲୋକପ୍ରିୟ ଭଜନ ଆହେ ନୀଳ ଶୈଳକୁ ଏକ ନିଆରା ଢଙ୍ଗରେ ଗାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ମହାପ୍ରଭୁଙ୍କ ଏହି ଭଜନକୁ ସେ ନିଜର ମାତୃଭୂମି ପାଇଁ ସମର୍ପିତ କରିଛନ୍ତି । କରୋନା ମହାମାରୀର ପ୍ରକୋପ ସମୟରେ ଏହି…

ମହାବୋଧି ସୋସାଇଟିର ସ୍ୱତନ୍ତ୍ର ବୁଦ୍ଧ ପୂର୍ଣ୍ଣିମା

ଭୁବନେଶ୍ୱର : ମହାବୋଧି ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ସ୍ୱତନ୍ତ୍ର ଢଙ୍ଗରେ ପାଳିତ ହୋଇଯାଇଛି । କରୋନା ମହାମାରୀର ପ୍ରକୋପ ତଥା 'ୟାସ' ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି ସୋସାଇଟି ପକ୍ଷରୁ କଳିଙ୍ଗନଗରଠାରେ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହା ସହ…

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର : ବିଶିଷ୍ଟ ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ତ୍ରୟୋଦଶ ଯାତ୍ରା ନୀଳାଦ୍ରି ମହୋଦୟାଷ୍ଟମୀର ତାତ୍ପର୍ଯ୍ୟ ଓ ନୀତି ସମ୍ବନ୍ଧରେ ଅନଲାଇନ ମାଧ୍ୟମରେ ଏକ ଧାର୍ମିକ ଆଲୋଚନାଚକ୍ର ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି…

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନାଚକ୍ର

ରାଉରକେଲା : ବିଶିଷ୍ଟ ସାହିତ୍ୟ ଅନୁଷ୍ଠାନ 'ସୁନାଫୁଲ ସାହିତ୍ୟ ସଂସଦ' ପକ୍ଷରୁ ଅନଲାଇନ ମାଧ୍ୟମରେ 'ହିନ୍ଦୁ ସଂସ୍କୃତିରେ ଅନ୍ତିମ ସଂସ୍କାର ଓ କରୋନା ବିପତ୍ତିରେ ମାନବିକତା' ଶୀର୍ଷକରେ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଯୁବ ଆର୍ଯ୍ୟ ସମାଜ ଓ…

ଭରଚୁଆଲ ମୋଡ଼ରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ର ଉଦଘାଟିତ

ଭୁବନେଶ୍ୱର : "ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଘ (ମୋଓଆ), ନବିମୁମ୍ବାଇ" ତଥା ବିଶ୍ବବ୍ୟାପୀ "ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଓୱର୍ଲ୍ଡ ୱାଇଡ୍" ପକ୍ଷରୁ ଭରଚୁଆଲ ମାଧ୍ୟମରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ରର ଉଦଘାଟିତ ହୋଇଯାଇଛି ଏହା ଆଗାମୀ ଦଶଦିନ ଧରି ଧାରାବାହିକ ଭାବରେ ଚାଲିବ ବୋଲି ମୋଓଆ…

ବଡ଼ି ଭୋରରୁ ଖୋଲିଲା ବଦ୍ରିନାଥ ଧାମର‌ ଦ୍ଵାର

ବଦ୍ରିନାଥ ଧାମ: ଦେଶର ପ୍ରମୁଖ ଧର୍ମସ୍ଥଳୀ ମଧ୍ୟରୁ ବଦ୍ରିନାଥ ଧାମ ଅନ୍ୟତମ। ବୈଦିକ ମନ୍ତ୍ର ଓ ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଦିନ ମେଷ ଲଗ୍ନ ପୁଷ୍ୟା ନକ୍ଷତ୍ରରେ ଭୋର୍ ୪ଟା ୧୫ମି.ରେ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ଖୋଲାଯାଇଛି। ସୂଚନା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ନିରନ୍ତର ଭାବେ ଭଗବାନ…

ଗାୟକ ଅଳଂକାର ଶ୍ୟାମସୁନ୍ଦର ତ୍ରିପାଠୀ

ବରିଷ୍ଠ ପାଲା ଗାୟକ ଶ୍ୟାମସୁନ୍ଦର ତ୍ରିପାଠୀ । ଜଣେ ପ୍ରତିଷ୍ଠିତ ମର୍ଯ୍ୟାଦାବନ୍ତ, ମିଷ୍ଟଭାଷୀ ଆଦର୍ଶ ପାଲା ଗାୟକ । ପାଲାର ମୌଳିକତାକୁ ବଜାୟ ରଖି ସେ ରାଜ୍ୟର କୋଣ ଅନୁକୋଣରେ ପାଲା ପରିବେଷଣ ଜାରି ରଖିଛନ୍ତି । ୧୯୫୬ ମସିହା ଜୁନ ୬ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପୋଡ଼ାଡ଼ିହ…