Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ବିନା ଭକ୍ତରେ ସ୍ନାନ ଯାତ୍ରା

ପୁରୀ : ବିନା ଭକ୍ତରେ ସ୍ନାନ ଯାତ୍ରା । ଚଳିତମାସ ୨୪ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା । କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ଦାରୁ ବ୍ରହ୍ମଙ୍କ ସ୍ନାନଯାତ୍ରା । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ…

ବିବାହ ପାଇଁ ସଜବାଜ ଦେବ ଦମ୍ପତି

ସୋନପୁର: ମହାପ୍ରଭୁ ଶିବ ଓ ମା ପାର୍ବତୀଙ୍କ ବିବାହ ପ୍ରସ୍ତୁତି l ଶୀତଳ ଷଷ୍ଠୀ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଇଛି l ସୁନାର ନାଗ ଓ ରୂପାର ବିମାନ ହେଉଛି ସୋନପୁର ସହରର ଶୀତଳ ଷଷ୍ଠୀ ଯାତ୍ରାର ସ୍ଵତନ୍ତ୍ରତା l ଏଥି ପାଇଁ ଜିଲ୍ଲା କୋଷାଗାରରୁ ବାହାର କରାଯାଇଛି ୧୦୮ଭରିର ସୁନା…

ବିନା ଭକ୍ତରେ ବାରିପଦାରେ ରଥଯାତ୍ରା କରିବାକୁ ଗୁହାରୀ

ବାରିପଦା: ଚଳିତବର୍ଷ ପୁରୀକୁ ବାଦ୍ ଦେଲେ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । କେବଳ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ଆୟୋଜିତ ହେବ ପବିତ୍ର ରଥଯାତ୍ରା । କରୋନା ମହାମାରୀର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି କିଛି ଏପରି ନିଷ୍ପତ୍ତି ।…

କରୋନା କଟକଣାରେ ସାବିତ୍ରୀ ବ୍ରତ, ଦେବାଳୟ ଖାଁ ଖାଁ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ଏବର୍ଷ କରୋନା ଦାଉ ସାଧିଛି । ମନ୍ଦିର ପରିବେଶ ଫାଙ୍କା ଫାଙ୍କା । କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ନାହିଁ । କାଁ ଭାଁ କେଉଁଠି ମହିଳାମାନେ ଦେବାଳୟ ଯାଇଥିବା ଦେଖିବାକୁ ମିଳିଛି । କରୋନା ଯୋଗୁ ଘରେ ଘରେ ପୂଜାର୍ଚ୍ଚନା କରିବା ସହ…

ସାବିତ୍ରୀ ଉପାଖ୍ୟାନ : ଏକ ଆଧ୍ୟାତ୍ମିକ ଅନୁଶୀଳନ

ରାଜଲକ୍ଷ୍ମୀ ତ୍ରିପାଠୀ  "ମହାଭାରତ"ର ବନପର୍ବରେ ବର୍ଣ୍ଣିତ ଥିବା ସାବିତ୍ରୀ ଉପାଖ୍ୟାନଟି  ହଜାର ହଜାର ବର୍ଷ ଧରି  ଭାରତୀୟଙ୍କ ମନରେ  କିମ୍ବଦନ୍ତୀ ରୂପେ ପ୍ରଚଳିତ ହୋଇ ଆସୁଥିଲା। ଏହି କିମ୍ବଦନ୍ତୀକୁ ମହାକବି ବ୍ୟାସଦେବ ଅତି ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି।…

ଜୋର ଧରିଛି ତିନି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥର ମୋଟ ୩୯ଟି ଚକ କାମ ସମ୍ପୁର୍ଣ୍ଣ ହୋଇଛି। ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତମାନେ । ଏଥିସହ ତିନିରଥର ଚାରି ନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ପବିତ୍ର ଅକ୍ଷୟ…

ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ଉଭଁରୀ ଯାତ୍ରା । ଏହି ଅବସରରେ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଆଜି ଶ୍ରୀଜିଉଙ୍କ ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡାମାନେ…

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ୩ ରଥର ଅଖ ସହ ଚକ ଡେରା ନୀତି ସମ୍ପାଦିତ ହେବ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରଥଖଳା ଚଳଚଞ୍ଚଳ । ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ଯାତ୍ରା । ଏହି ଅବସରରେ ତିନିଟ ରଥର ଅଖ ସହ ଚକ ଡେରା ନୀତି ଆଜି ସମ୍ପାଦିତ ହେବ । ୨ଟି ଲେଖାଏ ଚକ ସହ ଅଖ ସଂଯୋଗ ହେବ । ଶ୍ରୀମନ୍ଦିରରରେ ସକାଳ ଧୂପ…

ପୁରୀରେ ପହଂଚିଲା ରଥ ଦଉଡି

ପୁରୀ: କରୋନା ମହାମାରୀରେ କଟକଣା ଅନୁଯାୟୀ ଚଳିତବର୍ଷ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ତଥା ଓଡିଆଙ୍କ ଗର୍ବ ଗୌରବ ପବିତ୍ର ରଥଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ରରେ ଆସି ପହଂଚିଛି ରଥ ଦଉଡି । ଯେଉଁଥିରେ ୧୪ଟି ଦଉଡି ରଥ ପାଇଁ ଆସିଥିବାବେଳେ କର୍ଡନ୍ ପାଇଁ ୬ଟି ଦଉଡି ଅଣାଯାଇଛି । ସର୍ବମୋଟ…

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର । ରଥଖଳା ଚଳଚଞ୍ଚଳ । ଏହାରି ଭିତରେ ଆଜି ପୁରୀରେ ତିନି ରଥ ପାଇଁ ଆବଶ୍ୟକ ଦଉଡ଼ି ପହଞ୍ଚିଛି । ରାଜ୍ୟ କତା ନିଗମରୁ ୨୦ଟି ଦଉଡ଼ି ଆସିଛି । ୩ ଟି ରଥର ୧୪ଟି ଦଉଡି ଓ ୬ଟି କର୍ଡନ ଦଉଡି ପୁରୀରେ ପହଞ୍ଚିଛି । ସେପଟେ…